Special Story: ରୋଗ ଶଯ୍ୟାରେ ସ୍ଵାମୀ, ଚିକିତ୍ସାରେ ଖର୍ଚ୍ଚ ହେବ ବହୁତ ଟଙ୍କା… ଦେଖନ୍ତୁ Video ଗର୍ଭବତୀ ସ୍ତ୍ରୀ କେମିତି ହାତଯୋଡି ମାଗୁଛନ୍ତି ସହାୟତା

ପୁଣି ଏକ କରଣ କାହାଣୀ ସାମ୍ନାକୁ ଆସୁଛି । ଯେଉଁଥିରେ ରୋ-ଗରେ ପୀ-ଡି-ତ ବ୍ୟକ୍ତି ଓ ତାଙ୍କର ପରିବାର ଲୋକମାନେ ସମସ୍ତଙ୍କୁ ଆର୍ଥିକ ରୂପରେ ସାହାର୍ଯ୍ୟ କରିବା ପାଇଁ ଅ-ନୁ-ରୋ-ଧ କରୁଛନ୍ତି । ଭାଗ୍ୟର ବି-ଡ-ମ୍ବ-ନା ଦେଖନ୍ତୁ ରୋ-ଗରେ ପଡିଥିବା ସ୍ଵାମୀର ସ୍ତ୍ରୀ ଗର୍ଭବତ୍ତୀ ଅଛନ୍ତି ଓ ଅନ୍ୟ ପଟେ ସ୍ଵାମୀ ଘରର ଏକମାତ୍ର ରୋଜଗାରିଆ ପୁଅ ।

ଏମିତିରେ ଘର ଚଳାଇବାକୁ ମଧ୍ୟ ଅସୁବିଧା ହେଉଛି । ଜୟରାମ ଗତ କିଛି ମାସ ହେବ ରୋ-ଗରେ ଆ-କ୍ରା-ନ୍ତ ଅଛନ୍ତି । ଗତ ବର୍ଷ ସେ ବିବାହ କରିଥିଲେ ଓ ବର୍ତ୍ତମାନ ତାଙ୍କର ପତ୍ନୀ ଗୀତାଞ୍ଜଳି ୬ ମାସର ଗର୍ଭବତ୍ତୀ ଅଛନ୍ତି । କିନ୍ତୁ ଏହିଭଳି ସମୟରେ ଜୟରାମ ଅସୁସ୍ଥ ହୋଇ ଶ-ଜ୍ୟା-ଶା-ୟୀ ହୋଇଯାଇଛନ୍ତି । ଜୟରାମ ତାଙ୍କର ପୁରା ପରିବାର ଚଲାନ୍ତି ଅର୍ଥାତ ସେ ତାଙ୍କର ଘରର ଏକମାତ୍ର ରୋଜଗାରିଆ ପୁଅ ଅଟନ୍ତି । କିନ୍ତୁ ବର୍ତ୍ତମାନ ସେ ଖଟିଆରେ ପଡି ରହିଛନ୍ତି ।

କହିଦେଉଛୁ କି ଜୟରାମ ଶାଢୀ ବୁଣିବା କାମ କରିଥାନ୍ତି ଓ ବର୍ତ୍ତମାନ କିନ୍ତୁ ତାଙ୍କର ତନ୍ତ ବନ୍ଦ ପଡି ରହିଛି । ଜୟରାମ ବଞ୍ଚିବା ପାଇଁ ବର୍ତ୍ତମାନ ସମସ୍ତଙ୍କ ନିକଟରେ ହାତ ପାତୁଛନ୍ତି । ଜୟରାମ ବଡ ପୁଅ ଥିଲେ ଓ ତାଙ୍କର ଟଙ୍କା ରେ ହିଁ ଘର ଚଳୁଥିଲା । କିନ୍ତୁ ବର୍ତ୍ତମାନ ଦୁର୍ଦିନରେ ଦିନ କଟୁଛି ତାଙ୍କର ପରିବାର । ସେ ନିଜର ଚି-କି-ତ୍ସା ପାଇଁ ବୁର୍ଲା ଠାରୁ ଆରମ୍ଭ କରି ବିଶାଖାପାଟନମ ବୁଲି ବୁଲି ଲକ୍ଷ ଲକ୍ଷ ଟଙ୍କା ଖର୍ଚ କରିସାରିଛନ୍ତି । ତଥାପି ଜୟରାମ ସୁ-ସ୍ଥ ହୋଇ ନାହାନ୍ତି ।

ଡାକ୍ତରଙ୍କ କହିବା ଅଟେ କି ଜୟରାମଙ୍କ ଲିଭର ଖ-ରା-ପ ହୋଇ ଯାଇଛି ଓ ଜୟରାମଙ୍କ ଲିଭର ଟ୍ରା-ନ୍ସ-ପ୍ଳା-ଣ୍ଟ କରିବା ପାଇଁ ୪୦ ରୁ ୫୦ ଲକ୍ଷ ଟଙ୍କା ଦରକାର । ଯାହାକି ତାଙ୍କର ପରିବାର ପାଇଁ ଅସମ୍ଭବ ଅଟେ । ଏତେ ଟଙ୍କା କେଉଁଠୁ ଆସିବ ଏହି କଥାକୁ ନେଇ ପରିବାର ଲୋକମାନେ ବର୍ତ୍ତମାନ ଚିନ୍ତାରେ ପଡି ଯାଇଛନ୍ତି ।

ସବୁଠୁ ବଡ ଦୁଃଖର କଥା ଏହା ଅଟେ କି ଜୟରାମଙ୍କ ପତ୍ନୀ ଗର୍ଭବତ୍ତୀ ଅଛନ୍ତି ଓ ଏହିଭଳି ସମୟରେ ସ୍ଵାମୀ ଖଟରେ । ଜୟରାମଙ୍କ ଏହିଭଳି ଅବସ୍ଥା ଦେଖି ପଞ୍ଚୟାତ ସମିତି ଏକ ବୈଠକ କରି ଜୟରାମଙ୍କୁ କିଛି ଆର୍ଥିକ ସାହାର୍ଯ୍ୟ ଦେଇଛନ୍ତି । କିନ୍ତୁ ଏହା ଜୟରାମଙ୍କ ଚି-କି-ତ୍ସା ପାଇଁ ବହୁତ କମ ଟଙ୍କା ଅଟେ ।

ଜୟରାମଙ୍କ ମା କହିଛନ୍ତି କି ଯାହା ବି ଟଙ୍କା ଥିଲା ତାଙ୍କ ପୁଅ ପଛରେ ଖର୍ଚ ହୋଇ ଯାଇଛି । ତାଙ୍କ ପାଖରେ ଖାଇବା ପାଇଁ ବି ଟଙ୍କା ନାହିଁ । ମୁଁ ସମସ୍ତଙ୍କୁ ଅ-ନୁ-ରୋ-ଧ କରୁଛୁ କି ସମସ୍ତେ ସହଯୋଗ କରିଲେ ମୋର ପୁଅ ସୁସ୍ଥ ହୋଇ ଯିବ ।

ବର୍ତ୍ତମାନ ଜୟରାମ ଓ ତାଙ୍କର ପରିବାର ଲୋକମାନେ ଓ ଗ୍ରାମବାସୀମାନେ ସରକାରୀ ଓ ବେସରକାରୀ ରୂପରେ ସହଯୋଗ କରିବା ପାଇଁ ସମସ୍ତଙ୍କୁ ଅ-ନୁ-ରୋ-ଧ କରିଛନ୍ତି । ଯଦି କୌଣସି ବ୍ୟକ୍ତି ଜୟରାମଙ୍କୁ ସାହାର୍ଯ୍ୟ କରିବାକୁ ଚାହୁଁଛନ୍ତି ତେବେ ତାଙ୍କର ଆକାଉଣ୍ଟ ନମ୍ବର ତଳେ ଦିଆଯାଇଛି । ଏହା ସହିତ ତାଙ୍କର ଫୋନ ନମ୍ବର ୮୪୫୫୮୯୯୦୪୩ରେ ଯୋଗାଯୋଗ କରି ପାରିବେ ।

ଯଦି ଆପଣଙ୍କୁ ଆମର ଏଇ ଆର୍ଟିକିଲ୍ ଟି ପସନ୍ଦ ଆସିଥାଏ ତେବେ ଲାଇକ ଓ ଶେୟାର କରିବାକୁ ଭୁଲିବେ ନାହିଁ । ଆଗକୁ ଆମ ସହିତ ରହିବା ପାଇଁ ପେଜକୁ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *