ଆସିଲା ବଡ ଖବର: ଦେଖନ୍ତୁ କାହାକୁ ଦ୍ଵିତୀୟ ବିବାହ କରିବାକୁ ଚାହାନ୍ତି Barsha Priyadarshini

ବନ୍ଧୁଗଣ, ଆପଣ ମାନେ ଅଭିନେତ୍ରୀ “ବର୍ଷା” ଏବଂ ଅଭିନେତା “ଅନୁଭବ” ଙ୍କୁ ଜାଣିଥିବେ । ଉଭୟ ଓଡିଆ ଇଣ୍ଡଷ୍ଟ୍ରୀ ରେ ଅନେକ ଚଳଚିତ୍ର କରି ପ୍ରସିଦ୍ଧ ହୋଇ ଆସିଛନ୍ତି । ବନ୍ଧୁଗଣ ଅନୁଭବ ଓଡିଆ ଇଣ୍ଡଷ୍ଟ୍ରୀ ର ଜଣେ ବିଖ୍ୟାତ ଅଭିନେତା ଅଟନ୍ତି ।

ଏହା ସହିତ ବର୍ତ୍ତମାନ ରାଜନୀତି ମଧ୍ୟ କରୁଥିବାର ନଜର ଆସିଛନ୍ତି । ବନ୍ଧୁଗଣ ସୋ-ସି-ଆ-ଲ ମି-ଡି-ଆ ରେ ବର୍ତ୍ତମାନ ଗୋଟିଏ ଖବର ବ୍ୟାପିବାରେ ଲାଗିଛି ଯେ, ଦ୍ଵିତୀୟ ବିବାହ କରିବାକୁ ଯାଉଛନ୍ତି ଅଭିନେତ୍ରୀ “ବର୍ଷା ପ୍ରିୟଦର୍ଶନୀ” । ବନ୍ଧୁଗଣ ଆସନ୍ତୁ ବର୍ତ୍ତମାନ ଜାଣିବା ବର୍ଷା କାହାକୁ ଦ୍ଵିତୀୟ ବିବାହ କରିବାକୁ ଯାଉଛନ୍ତି । ବନ୍ଧୁଗଣ ଆପଣ ମାନେ ଜାଣିଥିବେ ଓଲିଉଡ ର ନମ୍ବର ୧ ଯୋଡି ବର୍ଷା ଏବଂ ଅନୁଭବ ଚଳଚିତ୍ର ଜଗତରୁ ପରସ୍ପର କୁ ଭଲ ପାଇ ବିବାହ ବନ୍ଧନରେ ବାନ୍ଧି ହୋଇ ଥିଲେ ।

ବନ୍ଧୁଗଣ ୨୦୦୭ ମସିହାରେ ପ୍ରଥମ ଚଳଚିତ୍ର ରେ ଏକାଠି ଅଭିନୟ କରିଥିଲେ ବର୍ଷା ଏବଂ ଅନୁଭବ । ବନ୍ଧୁଗଣ ଏହି ଯୋଡି ଟି ଏତେ ପ୍ରସିଦ୍ଧ ହୋଇଗଲା ଯେ ଦର୍ଶକେ ଏବଂ ଉଭୟଙ୍କ ଫ୍ୟାନ୍ସ ଉଭୟଙ୍କୁ ଏକତ୍ରିତ ଚଳଚ୍ଚିତ୍ର ରେ ଦେଖିବାର ଇଛା ରଖିଲେ । ବନ୍ଧୁଗଣ ଦୁହେଁ ଅଭିନୟ କରିବା ସମୟରେ ହିଁ ସୁ-ଟି-ଙ୍ଗ ସେ-ଟ ରୁ ପରସ୍ପରକୁ ଭଲପାଇ ବସିଥିଲେ । ବନ୍ଧୁଗଣ ୨୦୧୪ ମସିହାରେ ଉଭୟ ବିବାହ ବନ୍ଧନରେ ବାନ୍ଧି ହୋଇଥିଲେ ।

ମାତ୍ର ବିବାହ ର ୫ ବର୍ଷ ପରେ ଅନୁଭବ ଏବଂ ବର୍ଷା ଙ୍କ ମଧ୍ୟରେ କୌଣସି କାରଣରୁ ଝଗଡା ଲାଗିବା ଆରମ୍ଭ ହେଲା । ଏହାପରେ ଏହି ଯୋଡି ପରସ୍ପର ଠାରୁ ଅଲଗା ହେବାର ନିଷ୍ପତ୍ତି ନେଇଥିଲେ । ଏହାପରେ ଅନୁଭବ ଏବଂ ବର୍ଷା ଅଲଗା ଅଲଗା ରହିବା ମଧ୍ୟ ଆରମ୍ଭ କରିଦେଲେ । ବନ୍ଧୁଗଣ ବର୍ଷା ଓଡିଶା ରେ ରହୁଥିବା ବେଳେ ଅନୁଭବ ମହାନ୍ତି ଦିଲ୍ଲୀ ରେ ରହୁଥିଲେ ।

ବନ୍ଧୁଗଣ ବର୍ତ୍ତମାନ ସମୟରେ ଅନୁଭବ ଏବଂ ବର୍ଷା ପ୍ରିୟଦର୍ଶନୀ ଙ୍କ କେସ ହାଇକୋ-ର୍ଟ ରେ ବିଚାରଧୀନ ଅବସ୍ଥା ରେ ରହିଅଛି । ବନ୍ଧୁଗଣ ଏହାକୁ ନେଇ ଏକ ଖବର ସୋ-ସି-ଆ-ଲ ମି-ଡି-ଆ ରେ ବ୍ୟାପିବାରେ ଲାଗିଛି । ବନ୍ଧୁଗଣ ସେହି ଖବର ଟି ହେଉଛି ବର୍ଷା ଅନୁଭବ ଙ୍କ ଠାରୁ ଡିଭୋର୍ସ ପାଇବା ପରେ ଦ୍ଵିତୀୟ ବିବାହ କରିବେ । ମାତ୍ର ସେ କାହାକୁ ଦ୍ଵିତୀୟ ବିବାହ କରିବେ ? ଏ ନେଇ ସଂପୂର୍ଣ୍ଣ ସୂଚନା ମିଳିପାରି ନାହିଁ । ବନ୍ଧୁଗଣ ଅନ୍ୟପଟେ ବର୍ଷା ମଧ୍ୟ ଏହି ବାବଦରେ କିଛି କହି ନାହାଁନ୍ତି । ବନ୍ଧୁଗଣ ବିଗତ ଦିନରେ ଅନୁଭବ ମାହାନ୍ତି ଏବଂ ବର୍ଷା ପ୍ରିୟଦର୍ଶନୀ କୋ-ର୍ଟ ରେ ହାଜର ହେବାକୁ ରହିଥିଲା ।

ମାତ୍ର ଅନୁଭବ କୋ-ର୍ଟ ରେ ଉପସ୍ଥିତ ଥିଲାବେଳେ ବର୍ଷା କୋ-ର୍ଟ ରେ ହାଜର ହୋଇନଥିଲେ । ଅନୁଭବ ଏ ନେଇ ପ୍ରତିକ୍ରିୟା ମଧ୍ୟ ଦେଇଥିଲେ, ଯେ ବର୍ଷା ଙ୍କୁ ସୋ-ସି-ଆ-ଲ ମି-ଡି-ଆ ରେ ସମୟ ବିତାଇବାକୁ ସମୟ ଅଛି ମାତ୍ର କୋ-ର୍ଟ କୁ ଆସିବା ପାଇଁ ସମୟ ନାହିଁ । ଏ ନେଇ ବର୍ଷା ଙ୍କ ଓକିଲ କହିଥିଲେ ଯେ ବର୍ଷା ଙ୍କ ଶରୀର ଅସୁସ୍ଥ ଥିବାରୁ ସେ କୋ-ର୍ଟ କୁ ଆସିପାରି ନାହାଁନ୍ତି । ବନ୍ଧୁଗଣ ଆପଣ ମାନଙ୍କୁ ଏହି ବିବରଣୀ କିଭଳି ଲାଗିଲା ନିଜର ମତାମତ କମେଣ୍ଟ ମାଧ୍ୟମରେ ଜଣାନ୍ତୁ ।

Leave a Reply

Your email address will not be published. Required fields are marked *