17 ରୁ ଜୋନ ଅନୁସାରେ Odishaର ଏହି ସବୁ ଜିଲ୍ଲା ହେବ Unlock….ଦେଖନ୍ତୁ ଆପଣଙ୍କ ଜିଲ୍ଲା ଅଛି କେଉଁ Zone ରେ ?

ଜେଭଳି ଆମେ ଜାଣିଛେ କି ଆମ ରାଜ୍ୟରେ କରୋନା ସଂକ୍ରମଣ ବଢିବାରେ ଲାଗିଥିଲା । ତେବେ ଏହି ପରିସ୍ଥିତି ର ମୁକାବିଲା କରିବା ପାଇଁ ଟୀକା କାରଣ କୁ ତ୍ଵରାନ୍ୱିତ କରା ଯାଇଛି । ଏହି ସମୟରେ ପ୍ରତେକ ଜିଲ୍ଲା ପାଇଁ କଟକଣା ନିୟମ ଲାଗୁ କରାଯାଇ ଥିଲା । ଏହା ପାଇଁ ଅନେକ ଜାଗାରେ ଲକଡାଉନ ସହ ଶଟଡାଉନ ମଧ୍ୟ ଜାରି କରାଯାଇଥିଲା ।

ମାତ୍ର ଏବେ ଏହା ୧୭ ତାରିଖରେ ଅନଲକ କରିବା ପାଇଁ ପ୍ରସ୍ତାବ ଆସିଛି ସରକାର ଏହା ପାଇଁ ଏକ ସୂଚୀ ପତ୍ର ନିର୍ମାଣ କରିଛି । ଯେଉଁ ଥିରେ ଜଣା ପଡିଛି କି କେଉଁ ଜିଲ୍ଲାରେ କିଭଳି ଭାବେ ସଂକ୍ରମଣ ଚାଲିଛି ଓ ଏହା କେତେ ମାତ୍ରାରେ ଆମ ନିୟନ୍ତ୍ରଣ ରେ ଆସିଛି । ଯଦି ଆମେ ଦେଖିବା ପାଇଁ ଯିବା ତାହେଲେ ଦେଖି ପାରିବା କି ଏହାକୁ ୩ ଜୋନ ରେ ଭାଗ କରାଯାଇଛି ।

ଯେଉଁ ଜାଗାରେ ସଂକ୍ରମଣ ୫% ରୁ କମ ଅଛି ତାକୁ ସବୁଜ ଜୋନ ରେ ଅନ୍ତର ଭୁକ୍ତ କରାଯାଇଛି । ଏହି ସବୁଜ ଜୋନ ମଧ୍ୟରେ ବର୍ତ୍ତମାନ ଗଞ୍ଜାମ, କନ୍ଧମାଳ, ବରଗଡ, ସୋନପୁର, ଗଜପତି, ବଲାଙ୍ଗୀର ଅନ୍ତର୍ଭୁକ୍ତ ଅଛି । ଯଦି ଆମେ ଦେଖିବା ତେବେ ସୂଚନା ଅନୁସାରେ ଏହି ଜିଲ୍ଲା ମାନଙ୍କ ସଂକ୍ରମଣ ହାର ଯଥା କ୍ରମେ ୫% ରୁ କମ ଅଛି । ସେହି ଭଳି ଯଦି ଆମେ କମଳା ଜୋନ ବିଷୟରେ କହିବା ତେବେ ଏହି ଜାଗାରେ ସଂକ୍ରମଣ ୫% ରୁ ୧୦% ମଧ୍ୟରେ ଅଛି ।

ଏହି ଜାଗା ମାନଙ୍କର ନାମ ହେଉଛି କୋରାପୁଟ, ମାଲକାନଗିରି, ନୂଆପଡା, କେନ୍ଦୁଝର, ଦେଓଗଡ, କଳାହାଣ୍ଡି, ସମ୍ବଲପୁର ଅଟେ । ଏହା ସହ ରେଡ ଜୋନ ରେ ଥିବା ଜିଲ୍ଲା ଗୁଡିକ ହେଉଛନ୍ତି ଭଦ୍ରକ, ଯାଜପୁର, ଖୋର୍ଦ୍ଧା, ଢେଙ୍କାନାଳ, ବାଲେଶ୍ଵର, ପୁରୀ, କଟକ, ମୟୂରଭଞ୍ଜ, ରାୟଗଡା, ଅନୁଗୁଳ, ନୟାଗଡ, ଝାରସୁଗୁଡା, ଜଗତସିଂପୁର, କେନ୍ଦ୍ରାପଡା, ବୌଦ୍ଧ, ନବରଙ୍ଗପୁର, ସୁନ୍ଦରଗଡ ଅଟେ ।

ତେବେ ଏହି ସବୁ ଜିଲ୍ଲା ରେ ସଂକ୍ରମଣ ହାର ୧୦% ରୁ ଅଧିକ ଥିବା ବେଳେ ପ୍ରଶାଶନ ଏହାକୁ ନିଶ୍ଚିତ ଭାବେ ନଜର ରେ ରଖୀ ଏହି ସ୍ଥାନ ମାନଙ୍କୁ ଅଧିକ କଡା କଡି ନିୟମ ମଧ୍ୟରେ ରଖୀ ପାରେ । ତେବେ ଏହା ୧୭ ତାରିଖ ପୂର୍ବ ଦିନ ଜଣା ପଡିବ କି କେଉଁ ରାଜ୍ୟରେ ରେ କେତେ ସମୟ ପାଇଁ କରଫ୍ଯୁ ରହିବ । କାରଣ WHO ଅନୁସାରେ ଯେଉଁ ଜିଲ୍ଲା ମାନଙ୍କ ରେ ୫% ତଳକୁ ସଂକ୍ରମଣ ଅଛି ସେହି ଜିଲ୍ଲା ମାନଙ୍କରେ ସବୁ କିଛି ଖୋଲିବା ପାଇଁ ଅନୁମତି ଦିଆ ଯାଇଛି ।

ଆପଣଙ୍କୁ ଆମର ଏହି ଆର୍ଟିକିଲଟି ଭଲ ଲାଗିଥିଲେ ଗୋଟେ ଲାଇକ କରିବେ ଓ ସାଙ୍ଗମାନଙ୍କ ସହ ସେୟାର କରନ୍ତୁ । ଆଗକୁ ଆମ ସହିତ ରହିବା ପାଇଁ ପେଜକୁ ଲାଇକ କରନ୍ତୁ । ଖବରଟିକୁ ଅଧିକ ମାତ୍ରାରେ ଶେୟାର କରି ସମସ୍ତଙ୍କୁ ଜଣାନ୍ତୁ ।

Leave a Reply

Your email address will not be published. Required fields are marked *