ଓଡ଼ିଆ ମଜା କଥା: ଶଶୁର ନିଜ ଜ୍ବାଇଁ କୁ ପଚାରିଲା-ପୁଅ ତୁମେ ବିବାହ ପୂର୍ବ ରୁ ତ କହି ନ ଥିଲ କି ତୁମେ… ଏହା ସହ ଆହୁରି କିଛି ମଜା କଥା

୧.ପପୁ ନିଜତ ବାପା ଙ୍କୁ କହିଲା, ବାପା କାଲି ଆମେ ମାଲାମାଲ ହୋଇଯିବା। ବାପା ପଚାରିଲେ କିପରି? ପପୁ କହିଲା କାଲି ଆମର ଗଣିତ ଶିକ୍ଷକ ପଇସା କୁ ଟଙ୍କା ରେ ବଦଳେଇବା ଶିଖେଇବେ। ୨.ପତ୍ନୀ କହିଲା ଦେଖ ତମେ ଯଦି ମୋ ସହିତ ନ ଯିବ ତାହେଲେ ମୁ ଶପିଙ୍ଗ କରିବା ପାଇଁ ଯିବି ନାହିଁ। ଏହା ପରେ ପତି ଖୁସି ହୋଇ କହିଲା-ତୁମକୁ କଣ ମୋ ସହିତ ଯିବାକୁ ଭଲ ଲାଗେ? ପତ୍ନୀ କହିଲା-ଭଲ ମନ୍ଦ କିଛି ନାହିଁ ଜିନିଷ ଉଠେଇବା ପାଇଁ ବି ଜଣେ କେହି ଦରକାର ନା ନାହିଁ।

୩.ପତି ନିଜର ପତ୍ନୀ ଙ୍କୁ କହିଲା ତୁମେ କଣ ଭାବିକି ଏହି କୁକୁର ପାଳିଛ।
ପତ୍ନୀ କହିଲା-କାରଣ ଲୋକ ଙ୍କୁ ଯେମିତି ଜଣା ନ ପଡୁ କି କିଏ ଭୋକୁଛି।

୪.ପପୁ ନିଜର ଘର ର ଗାଧୁଆ ଘରେ ବସିକି କପଡା ଧୋଉଥିଲା।
ସେହି ସମୟ ରେ ତାର ଜଣେ ସାଙ୍ଗ ସେଠି ପହଁଚି କରି କହିଲା ତୁ ପରା କାମ କରିବା ପାଇଁ ଗୋଟେ କାମବାଲୀ ରଖିଥିଲୁ।ତାହେଲେ ତୁ କଣ ପାଇଁ କପଡା ଧୋଉଛୁ?
ପପୁ କହିଲା-ସାଙ୍ଗ ମୁ ସେହି କାମବାଲୀ ସହିତ ବିବାହ କରିଦେଲି।

୫.ପତ୍ନୀ ପତି କୁ କହିଲା -ଶୁଣୁଛ ଯେତେବେଳେ ଲୋକ ମାନେ ଯେତେବେଳେ ମୋତେ ଦେଖୁଛନ୍ତି ସେତେବେଳେ କେତେ ସମ୍ମାନ କରୁଛନ୍ତି।
ପତି କହିଲା-ଲୋକ ତୁମକୁ ଦେଖି ଡରି ଯାଉଛନ୍ତି।
ପତ୍ନୀ ପଚାରିଲା-କଣ ପାଇଁ ଡରି ଯାଉଛନ୍ତି?
ପତି କହିଲା-ଲୋକ କୁହନ୍ତି ଦେଖ ଖରାପ ସମୟ ଆସିଗଲା।

୬.ସେ କହିଲା ଏତେ ଥର ଫୋନ କର ନାହିଁ ନମ୍ବର ବ୍ଲକ ଲିଷ୍ଟ ରେ ପକେଇଦେବୀ।
ମୁ କହିଲି ତୋ ମାଆ ଯେତିକି ଯୌତୁକ ରେ ବାସନ ଆଣି ନ ଥିବ ତା ଠାରୁ ଅଧିକ ମୋ ପାଖରେ ସିମ କାର୍ଡ ଅଛି।

୭. ଶଶୁର ନିଜ ଜ୍ବାଇଁ କୁ ପଚାରିଲା-ପୁଅ ତୁମେ ବିବାହ ପୂର୍ବ ରୁ ତ କହି ନ ଥିଲ କି ତୁମେ ମଦ ପିଅ ବୋଲି।
ଜ୍ୱାଇଁ କହିଲା-ତ ତୁମେ କୋଉ କହିଥିଲ ଯେ ତୁମ ଝିଅ ରକ୍ତ ପିଏ ବୋଲି।

୮.ଗୋଟିଏ ପ୍ରଶ୍ନ-ପତ୍ନୀ କଣ ଅଟେ?
ମଜାଳିଆ ଉତ୍ତର-ପତ୍ନୀ ସିଏ ଅଟେ ଯାହାର ଚାହିଁବା ଦେଖିକି ତିଣ୍ଡେ ର ତରକାରୀ ରୁ ବି ପନିର ର ସ୍ୱାଦ ଆସିଥାଏ।

୯.ପ୍ରେମିକା କହିଲା-ଦେଖ ତ ମୋ ଆଖିରେ କିଛି ଗୋଟେ ପଡିଗଲା?
ପ୍ରେମିକ କହିଲା-ହଁ କୁଟା ଖଣ୍ଡେ ପଡି ଯାଇଛି।ଏଇଟା ଏହି ଠାରେ ହି ରଖିବାକୁ ଦିଅ ମୁ ଯଦି ତୁମ ଆଖିରେ ବୁଡିଯିବି ତାହେଲେ ମୋତେ ସାହାରା ମିଳିଯିବ।

୧୦.ପପୁ ଗପୁ କୁ ପଚାରିଲା ସାଙ୍ଗ ବାହାଘର ର ମାନେ କଣ ହୋଇଥାଏ।
ଗପୁ କହିଲା-ଧୁମଧାମରେ ନିଜର ମୃତ୍ୟୁ ପାଇଁ ସୁପାରୀ ଦେବା।

୧୧.ମୋହନ ରେଲୱେ ଗାର୍ଡ ର ଭର୍ତ୍ତି ପାଇଁ ଗଲା।
ପରୀକ୍ଷା ପାସ କରି ସେ ଇଣ୍ଟରଭ୍ୟୁ ପାଇଁ ପହଁଞ୍ଚିଗଲା।
ଇଣ୍ଟରଭ୍ୟୁ ଦିନ ସେ ସେଠାରେ ପ୍ରସ୍ତୁତ ହୋଇ ପହଁଚି ଗଲା।
ଇଣ୍ଟରଭ୍ୟୁଅର ପଚାରିଲେ-ମନେକର ତୁମେ ରେଲୱେ ଗାର୍ଡ ଅଛ।ଗୋଟିଏ ଧାରଣା ରେ ଦୁଇଟି ଟ୍ରେନ ଆସୁଛି।ଆଉ ତୁମେ ଜାଣିଛ କି ଯଦି ତୁମେ କିଛି ନ କର ତେବେ ବହୁତ ବଡ଼ ଦୁର୍ଘଟଣା ଘଟିଯିବ।ତେବେ ତୁମେ ଏପରି ପରିସ୍ଥିତି ରେ କଣ କରିବ?
ମୋହନ କହିଲା-ମୁ ନାଲି ପତାକା ଦେଖେଇବି।
ଇଣ୍ଟରଭ୍ୟୁଅର-ମନେକର ତୁମ ପାଖରେ ନାଲି ପତାକା ନାହିଁ ତେବେ କଣ କରିବ?


ମୋହନ-କିଛି ଅସୁବିଧା ନାହିଁ…ମୁ ସବୁବେଳେ ନାଲି ରଙ୍ଗ ର ଚଢି ପିନ୍ଧେ ତ ମୁଁ ତାକୁ ବାହାର କରି ଉଦେଇବି…ବୁଝିପାରୁଛନ୍ତି ତ ସାର।
ଇଣ୍ଟରଭ୍ୟୁଅର-ଯଦି ରାତି ସମୟ ହୋଇଥିବ ତାହେଲେ କଣ କରିବ?
ମୋହନ-ମୋ ପାଖରେ ସବୁବେଳେ ନାଲି ଆଉ ସବୁଜ ରଙ୍ଗ ର ଟର୍ଚ୍ଚ ଥାଏ ତାକୁ ଜଳେଇବି।
ଇଣ୍ଟରଭ୍ୟୁଅର-ମନେକର ବର୍ଷା ଦ୍ୱାରା ତାହା ଖରାପ ହୋଇଯାଇଛି?
ମୋହନ -ତାହେଲେ ମୁଁ ମୋର ଭାଇ ସୋହନ କୁ ଡାକିଦେବି।
ଇଣ୍ଟରଭ୍ୟୁଅର-ସୋହନ କଣ କରପାରିବ?
ମୋହନ-ସେ ତ କିଛି କରିପାରିବନାହିଁ କିନ୍ତୁ ମୁ କହିବି ଦେଖି ନେ ଏମିତି ଭୟଙ୍କର ଟ୍ରେନ ଆକ୍ସିଡେଣ୍ଟ କେବେ ଦେଖି ନ ଥିବୁ।
ଇଣ୍ଟରଭ୍ୟୁଅର ଠିଆ ହୋଇ କହିଲା-ପଳା ଏଠୁ।

ତେବେ ବନ୍ଧୁଗଣ ଆଶା କରୁଛୁ ଏହା ଆପଣଂକୁ ନିଶ୍ଚିତ ଭାବରେ ବହୁତ ଭଲ ଲାଗିଥିବ।

Leave a Reply

Your email address will not be published. Required fields are marked *