ଏହି ସବୁ ପ୍ରଶ୍ନର ଉତ୍ତର କଣ ଆପଣ ଜାଣିଛନ୍ତି, ଥରେ ନିଶ୍ଚୟ ଦେଖନ୍ତୁ

ନମସ୍କାର ଦର୍ଶକ ବନ୍ଧୁ ଆପଣ ମାନଙ୍କୁ ସ୍ଵାଗତ । ଯେମିତିକି ଆପଣ ଜାଣିଛନ୍ତି ଆଜିକାଲି କରୋନା ଭୂତାଣୁ ପାଇଁ ଚାରିଆଡେ ଲୋକେ ବହୁତ ଆତଙ୍କିତ ଅଛନ୍ତି ଓ ଏଥିରୁ ବଞ୍ଚିବା ପାଇଁ ଲୋକେ ଘରେ ବସିଛନ୍ତି ଏବଂ ସବୁ ପିଲାଙ୍କ ସ୍କୁଲ ମଧ୍ୟ ବନ୍ଦ ଅଛି । ତେବେ ଆମେ ଆପଣଙ୍କ ପାଇଁ  କିଛି ସାଧାରଣ ପ୍ରଶ୍ନ ଓ ଉତ୍ତର ଆଣିଛୁ । ଯାହା ଆପଣ ନିଜ ପିଲା ମାନକ ସହ ବସି ଖେଳି ପାରିବେ ଏବଂ ସେମାନଙ୍କୁ କିଛି ଶିକ୍ଷା ଦେଇ ପାରିବେ । ତେବେ ଆସନ୍ତୁ ଆରମ୍ଭ କରିବା ।

Image Courtesy: Google

କେଉଁ ପ୍ରାଣୀ ଜମା ଶୁଏ ନହିଁ ? ଦେଖିବା କିଏ ଏହାର ଉତ୍ତର ଦେଇ ପାରିବ

ଉତ୍ତେ :- ମାଛ

ମଣିଷ ଦିନକୁ ପ୍ରାୟ କେତେଥର ପ୍ରଶ୍ଵାସ ବାୟୁ ନିଏ ?

ଉତ୍ତର :- ୨୨ହଜାର ଥର

କେଉଁ ମାଛ ମୁଣ୍ଡରେ ହୃତପିଣ୍ଡ ଥାଏ ? କଣ ଆଶ୍ଚର୍ଯ୍ୟ ହେଇଗଲେ ନା ?

ଉତ୍ତର :- ଚିଙ୍ଗୁଡି

କେଉଁ ଦେଶର ଡାକ୍ତରମାନେ ଉଡା ଜାହାଜ ଛାଡିଉ ରୋଗିଦେଖିବାକୁ ଯାନ୍ତି ?

Image Courtesy: Google

ଉତ୍ତର :- ଅଷ୍ଟ୍ରେଲିଆ

କେଉଁ ପକ୍ଷୀ ୩୦ ହଜାର ଫୁଟ ଉପରେ ଉଡିପାରେ ?

ଉତ୍ତର :- ଶାଗୁଣା

କେଉଁ ପ୍ରାଣିର ଆଖିରୁ ସବୁବେଳେ ଲୁହ  ଝରେ ? ଭାବନାରେ ପଡିଗଲେ ନା ? ତଳେ ଦେଖନ୍ତୁ ଏହାର ଉତ୍ତର

ଉତ୍ତର :-କୁମ୍ଭୀର

କେଉଁମାନେ ବିଲେଇକୁ ପୂଜା କରନ୍ତି ?

ଉତ୍ତର :- ମିଶର ଦେଶର ଲୋକମାନେ

କେଉଁ ଗଛ ମଣିଷ ପରି କାନ୍ଦେ ? ବାପରେ ଏମିତି ବି ଗଛ ଅଛି, କଣ ଆପଣ ଜାଣିଥିଲେ ?

ଉତ୍ତର :- ୟୂରେଲ ଗଛ

ପିଠିରେ ଭାରଦେଇ ଶୋଉଥିବା ଏକମାତ୍ର ପ୍ରାଣୀ କିଏ ?

ଉତ୍ତାରେ :- ମଣିଷ

କେଉଁ ପ୍ରାଣୀ ୧ବର୍ଷ ବଞ୍ଚେ ? ମାତ୍ର ଗୋଟେ ବର୍ଷ ?

Image Courtesy: Google

ଉତ୍ତର :- ପିମ୍ପୁଡି

କେଉଁ କୋଇଲି ରାବେ ନହିଁ ?

ଉତ୍ତର :-ପାଣି କୋଇଲି

ଗୋଟିଏ କୁକୁରର ଆୟୁ ସୀମା କେତେ ? କଣ ଆପଣ ଜାଣିଛନ୍ତି, ଯଦି ନା ତେବେ ଏହା ଉତ୍ତର ଆପଣ ତଳେ ପାଇଯିବେ

ଉତ୍ତର :-୧୦ ବର୍ଷ

କେଉଁ ପ୍ରାଣୀ ୫୦୦ବର୍ଷ ବଞ୍ଚେ ?

ଉତ୍ତର :-  ତିମିମାଛ

କଞ୍ଚା ଲଙ୍କାରେ କେଉଁ ଭିଟାମିନ ଥାଏ ?

ଉତ୍ତର :-  ଭିଟାମିନ – k

ସାଙ୍ଗମାନେ, ଆଶା କରୁଛୁ କି ଆପଣଙ୍କୁ ଆମର ଏଇ ଆର୍ଟିକିଲ୍ ଟି ପସନ୍ଦ ଆସିଥିବ। ଯଦି ପସନ୍ଦ ଆସିଥାଏ ତେବେ ଲାଇକ ଓ ଶେୟାର କରିବାକୁ ଭୁଲିବେ ନାହିଁ । ଦୈନନ୍ଦିନ ଘଟୁଥିବା ଖବର ସହିତ ଅପଡେଟ ରହିବା ପାଇଁ ଆମ ପେଜ କୁ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *