ନମସ୍କାର ଦର୍ଶକ ବନ୍ଧୁ ଆପଣ ମାନଙ୍କୁ ସ୍ଵାଗତ । ଯେମିତିକି ଆପଣ ଜାଣିଛନ୍ତି ଆଜିକାଲି କରୋନା ଭୂତାଣୁ ପାଇଁ ଚାରିଆଡେ ଲୋକେ ବହୁତ ଆତଙ୍କିତ ଅଛନ୍ତି ଓ ଏଥିରୁ ବଞ୍ଚିବା ପାଇଁ ଲୋକେ ଘରେ ବସିଛନ୍ତି ଏବଂ ସବୁ ପିଲାଙ୍କ ସ୍କୁଲ ମଧ୍ୟ ବନ୍ଦ ଅଛି । ତେବେ ଆମେ ଆପଣଙ୍କ ପାଇଁ କିଛି ସାଧାରଣ ପ୍ରଶ୍ନ ଓ ଉତ୍ତର ଆଣିଛୁ । ଯାହା ଆପଣ ନିଜ ପିଲା ମାନକ ସହ ବସି ଖେଳି ପାରିବେ ଏବଂ ସେମାନଙ୍କୁ କିଛି ଶିକ୍ଷା ଦେଇ ପାରିବେ । ତେବେ ଆସନ୍ତୁ ଆରମ୍ଭ କରିବା ।
କେଉଁ ପ୍ରାଣୀ ଜମା ଶୁଏ ନହିଁ ? ଦେଖିବା କିଏ ଏହାର ଉତ୍ତର ଦେଇ ପାରିବ
ଉତ୍ତେ :- ମାଛ
ମଣିଷ ଦିନକୁ ପ୍ରାୟ କେତେଥର ପ୍ରଶ୍ଵାସ ବାୟୁ ନିଏ ?
ଉତ୍ତର :- ୨୨ହଜାର ଥର
କେଉଁ ମାଛ ମୁଣ୍ଡରେ ହୃତପିଣ୍ଡ ଥାଏ ? କଣ ଆଶ୍ଚର୍ଯ୍ୟ ହେଇଗଲେ ନା ?
ଉତ୍ତର :- ଚିଙ୍ଗୁଡି
କେଉଁ ଦେଶର ଡାକ୍ତରମାନେ ଉଡା ଜାହାଜ ଛାଡିଉ ରୋଗିଦେଖିବାକୁ ଯାନ୍ତି ?
ଉତ୍ତର :- ଅଷ୍ଟ୍ରେଲିଆ
କେଉଁ ପକ୍ଷୀ ୩୦ ହଜାର ଫୁଟ ଉପରେ ଉଡିପାରେ ?
ଉତ୍ତର :- ଶାଗୁଣା
କେଉଁ ପ୍ରାଣିର ଆଖିରୁ ସବୁବେଳେ ଲୁହ ଝରେ ? ଭାବନାରେ ପଡିଗଲେ ନା ? ତଳେ ଦେଖନ୍ତୁ ଏହାର ଉତ୍ତର
ଉତ୍ତର :-କୁମ୍ଭୀର
କେଉଁମାନେ ବିଲେଇକୁ ପୂଜା କରନ୍ତି ?
ଉତ୍ତର :- ମିଶର ଦେଶର ଲୋକମାନେ
କେଉଁ ଗଛ ମଣିଷ ପରି କାନ୍ଦେ ? ବାପରେ ଏମିତି ବି ଗଛ ଅଛି, କଣ ଆପଣ ଜାଣିଥିଲେ ?
ଉତ୍ତର :- ୟୂରେଲ ଗଛ
ପିଠିରେ ଭାରଦେଇ ଶୋଉଥିବା ଏକମାତ୍ର ପ୍ରାଣୀ କିଏ ?
ଉତ୍ତାରେ :- ମଣିଷ
କେଉଁ ପ୍ରାଣୀ ୧ବର୍ଷ ବଞ୍ଚେ ? ମାତ୍ର ଗୋଟେ ବର୍ଷ ?
ଉତ୍ତର :- ପିମ୍ପୁଡି
କେଉଁ କୋଇଲି ରାବେ ନହିଁ ?
ଉତ୍ତର :-ପାଣି କୋଇଲି
ଗୋଟିଏ କୁକୁରର ଆୟୁ ସୀମା କେତେ ? କଣ ଆପଣ ଜାଣିଛନ୍ତି, ଯଦି ନା ତେବେ ଏହା ଉତ୍ତର ଆପଣ ତଳେ ପାଇଯିବେ
ଉତ୍ତର :-୧୦ ବର୍ଷ
କେଉଁ ପ୍ରାଣୀ ୫୦୦ବର୍ଷ ବଞ୍ଚେ ?
ଉତ୍ତର :- ତିମିମାଛ
କଞ୍ଚା ଲଙ୍କାରେ କେଉଁ ଭିଟାମିନ ଥାଏ ?
ଉତ୍ତର :- ଭିଟାମିନ – k
ସାଙ୍ଗମାନେ, ଆଶା କରୁଛୁ କି ଆପଣଙ୍କୁ ଆମର ଏଇ ଆର୍ଟିକିଲ୍ ଟି ପସନ୍ଦ ଆସିଥିବ। ଯଦି ପସନ୍ଦ ଆସିଥାଏ ତେବେ ଲାଇକ ଓ ଶେୟାର କରିବାକୁ ଭୁଲିବେ ନାହିଁ । ଦୈନନ୍ଦିନ ଘଟୁଥିବା ଖବର ସହିତ ଅପଡେଟ ରହିବା ପାଇଁ ଆମ ପେଜ କୁ ଲାଇକ କରନ୍ତୁ ।