SCB ରେ ମହିଳା ଏକା ଥରେ ଜନ୍ମ ଦେଲେ 4 ଶିଶୁ କନ୍ୟା, ଖୁସି ହେଇ Ollywood ଅଭିନେତା Sabyasachi କହିଲେ ଏମିତି…ଦେଖନ୍ତୁ Video

ଓଲିଉଡ ଜଗତରେ ଅଭିନୟ କରି ଅଭିନେତା ଓ ଅଭିନେତ୍ରୀ ମାନେ ନିଜର ଜବରଦସ୍ତ ପର୍ଫୋମାଂସ ପାଇଁ ବେଶ ଚର୍ଚ୍ଚାରେ ରହିଛନ୍ତି । କିଛି କଳାକାର ମାନେ ନିଜର ଅଭିନୟ ବ୍ଯତୀତ ଷ୍ଟାଇଲ, ଲୁକ ଓ ବ୍ୟକ୍ତିତ୍ବ ପାଇଁ ମଧ୍ୟ ବେଶ ଲୋକପ୍ରିୟ ହୋଇ ପାରିଛନ୍ତି । ଏହା ଛଡା କିଛି କଳକାର ମାନେ ଶୁ-ଟି-ଙ୍ଗ ସେଟରୁ ହିଁ ପ୍ରେମ କରି ବିବାହ ବନ୍ଧନରେ ବାନ୍ଧି ହୋଇଛନ୍ତି ।

ଏମିତି କିଛି କଳାକାର ଅଛନ୍ତି ଯିଏ ନିଜର ମହାନ କାମ ପାଇଁ ଚର୍ଚ୍ଚାରେ ରହୁଛନ୍ତି । ତେବେ ଆଜି ଆମେ ଏମିତି ଏକ ଯୋଡି ବିଷୟରେ କହିବାକୁ ଯାଉଛୁ ଯେଉଁ ମାନଙ୍କର ବିବାହ ପରେ ତାଙ୍କ ଘରକୁ ଏକ ବଡ ଖୁସି ଖବର ଆସି ପହଞ୍ଚିଛି । ଆପଣ ମାନେ ଓଲିଉଡର ସୁନ୍ଦର ଯୋଡି ସବ୍ୟସାଚୀ ଓ ଅର୍ଚ୍ଚିତା ଙ୍କୁ ବେଶ ଭଲ ଭାବେ ଜାଣିଥିବେ । ଦୁହେଁ ରିୟଲ ଲାଇଫରେ ମଧ୍ୟ ପରସ୍ପର ସହ ମ୍ୟାରେଜ କରି ବେଶ ଖୁସିରେ ଟାଇମ ସ୍ପେନ୍ଡ କରୁଛନ୍ତି । ବର୍ତ୍ତମାନ ସୂଚନା ଅନୁସାରେ ଅଭିନେତା ସବ୍ୟସାଚୀ ଓ ଅଭିନେତ୍ରୀ ଅର୍ଚ୍ଚିତା ବିବାହ ପରେ ଗୋଟେ ବା ଦୁଇଟି ନୁହେଁ ବରଂ ୪ଟି କନ୍ୟା ସନ୍ତାନରର ମାମୁଁ ଓ ମାଇଁ ହୋଇଛନ୍ତି ।

ଏହି ବିରଳ ଘଟଣାଟି କଟକ ବଡ ମେଡିକାଲରେ ଘଟିଛି । ଗୋଟେ ମା ୪ଟି ପିଲାକୁ ଜନ୍ମ ଦେବା ପରେ ଦୁଇ ପିଲାଙ୍କର ମୃ-ତ୍ୟୁ ହୋଇଛି ଓ ମାର ଅବସ୍ଥା ମଧ୍ୟ ଗୁରୁତର ହୋଇଛି ଯାହା ସୂଚନା ମିଳିଛି । ଗଞ୍ଜାମ ଜିଲ୍ଲା ଭଞ୍ଜନଗର ଅଞ୍ଚଳର ଜଣେ ପ୍ରସୂତି ମହିଳା ବୁଧବାର ଦିନ କଟକ ବଡ ମେଡିକାଲରେ ଆଡମିସନ ହୋଇଥିଲେ । ଶନିବାର ଦିନ ତାଙ୍କୁ ଯନ୍ତ୍ରଣା ହେବାରୁ ବିନା ଅସ୍ତ୍ରୋପଚାରରେ ୪ଟି ପିଲାଙ୍କୁ ଜନ୍ମ ଦେଇଥିଲେ ସେହି ମହିଳା

ସମୟ ପୂର୍ବରୁ ପ୍ରସାବ ହେବାରୁ ମହିଳାଙ୍କର ଅବସ୍ଥା ଗୁ-ରୁ-ତ-ର ହୋଇଛି ଯାହା ପାଇଁ ତାଙ୍କୁ ଆସିୟୁରେ ଭର୍ତ୍ତି କରା ଯାଇଛି । ସେହି ୪ଟି ପିଲାଙ୍କୁ କଟକ ଶିଶୁ ଭବନରେ ଭର୍ତ୍ତି କରା ଯାଇଛି କାରଣ ସେମାନଙ୍କର ଓଜନ ୧କିଲୋ ରୁ ୨କିଲୋ ଯାଏଁ ରହିଛି ଯାହାକୁ ସବ୍ୟସାଚୀ ନିଜ ସୋ-ସି-ଆ-ଲ ଆକାଉଣ୍ଟରେ ଶେୟାର କରିଛନ୍ତି ।

ସବ୍ୟସାଚୀ ନିଜ ରାଏରେ ଲେଖିଛନ୍ତି ଯେ “ଭାରତୀୟ ଚିକିତ୍ସାରେ ଘଟିଛି ଏକ ବିରଳ ଘଟଣା । ଭାରତ ଇତିହାସରେ ଏକ ବିରଳ ମୂହୁର୍ତ୍ତ ଯେଉଁଠାରେ ଏକା ଥରେ ଜନ୍ମ ନେଲେ ୪ଟି ଲକ୍ଷ୍ମୀ ଓ ମୁଁ ହେଲି ମାମୁଁ” । ମହିଳାଙ୍କର ଆର୍ଥିକ ଅବସ୍ଥା ଭଲ ନ ଥିବାରୁ ତାଙ୍କ ତରଫରୁ ଏକ ପ୍ରାଇଭେଟ ଆମ୍ବୁଲାନ୍ସ ଯୋଗାଇ ଦେଇଥିଲେ ବୋଲି ସବ୍ୟସାଚୀ କହିଛନ୍ତି ।

ସେହି ମହିଳାଙ୍କୁ ଏସ୍ସିବି ଡାକ୍ତରୀ ଟିମ ନିଯୋଜିତରେ ଅସ୍ତ୍ରୋପଚାର କରା ଯାଇଥିଲା । ମହିଳା ଜଣକ ଗୁରୁତର ଅବସ୍ଥାରେ ଥିଲେ ମଧ୍ୟ ଡାକ୍ତର ଟିମର ମିଳିତ ଚେଷ୍ଟା ଯୋଗୁ ଏହି ୫ଟି ଜୀବନ ରକ୍ଷା ପାଇଥିଲା । କିନ୍ତୁ ଗତ କାଲି ସେହି ୪ଟି ଛୁଆ ମଧ୍ୟରୁ ଦୁଇ ଶିଶୁଙ୍କର ମୃ-ତ୍ୟୁ ହୋଇଛି ବୋଲି ସବ୍ୟସାଚୀ କହିଛନ୍ତି ।

ବନ୍ଧୁଗଣ ଆପଣ ମାନଙ୍କୁ ଆମର ଏହି ଲେଖା ଟି ଭଲ ଲାଗିଥିଲେ ଅନ୍ୟ ସହ ଶେୟାର କରନ୍ତୁ । ଆମ ସହ ଆଗକୁ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *