ଓଡିଆ ଯବାନଙ୍କ ମହାନତା: ମହିଳାଙ୍କୁ ମୃତ୍ୟୁ ମୁଖରୁ ଏମିତି ବଞ୍ଚାଇଲେ ଯବାନ, ଆଉ ତା ପରେ ଯାହା କଲେ ଦେଖି ଆପଣ ବି କରିବେ ସଲାମ… ଦେଖନ୍ତୁ Video

ନମସ୍କାର ବନ୍ଧୁଗଣ । ଏହି ଭିଡିଓ ରେ ଯେଉଁ ଦୃଶ୍ୟ ଦେଖା ଯାଉଛି ତାହା ହେଉଛି ଦିଲ୍ଲୀର ଜନପୁରୀ ମେଟ୍ରୋ ଷ୍ଟେସନର । ଗତ ମଙ୍ଗଳବାର ଦିନ ଏଠାରେ ଏମିତି ଏକ ଘଟଣା ଘଟିଛି ଯାହା ହୃଦୟ ବିଦାରକ ଅଟେ । ଜଣେ ଯୁବତୀ ଆ-ତ୍ମ-ହ-ତ୍ୟା କରିବାକୁ ଯାଇ ଟ୍ରେନ ଟ୍ରାକରେ ମୁ-ର୍ମୁ-ଷ ଅବସ୍ଥାରେ ପଡିଥିବା ସମୟରେ ତାଙ୍କୁ ଉ-ଦ୍ଧା-ର କରିଛନ୍ତି ସେଠାରେ ଡିୟୁଟି ଥିବା କିଛି ଆର୍ମୀ ଅଫିସର ମାନେ ।

ସେହି ଯବାନ ମାନଙ୍କ ମଧ୍ୟରେ ଜଣେ ଓଡିଆ ପୁଅ ଥିଲେ ଯାହାଙ୍କର ନାଁ ହେଉଛି ନବକିଶୋର ନାୟକ । ସୂଚନା ଅନୁସାରେ ଜଣେ ୨୧ ବର୍ଷୀୟ ଯୁବତୀ ଆ-ତ୍ମ-ହ-ତ୍ୟା କରିବା ସମୟରେ ଷ୍ଟେସନ ରେ ହୋହାଲା ଆରମ୍ଭ ହୋଇ ଯାଇଥିଲା । ଏହି ଖବର ପ୍ରଚାର ହେବା ପରେ ସେଠାରେ ଥିବା ୪ ଜଣ ଯବାନ ଯୁବତୀ ଙ୍କୁ ଖୋଜିବା ଅଭିଯାନ ଆରମ୍ଭ କରିଥିଲେ ।

ଯୁବତୀ ଙ୍କୁ ଟ୍ରେନ ଧକ୍କା ଦେବା ପୂର୍ବ ରୁ ଏହି ୪ ଜଣ ଯବାନ ଯୁବତୀ ଙ୍କୁ ଏଠାରୁ ଉଦ୍ଧାର କରିବାରେ ସଫଳ ହୋଇଥିଲେ । ଟ୍ରେନ ଟ୍ରାକ ମଧ୍ୟ ରୁ ଯୁବତୀ ଙ୍କୁ ଯବନ ମାନେ ଟେକି ଟେକି ବୋହି ଆଣିଥିଲେ । ଯୁବତୀ ଙ୍କ ଗୋଡରେ ଗୁ-ରୁ-ତ-ର ଆ-ଘାତ- ଲାଗିବା ସହ ତାଙ୍କ ଶରୀର ରେ ପୋଷାକ ନ ଥିଲା ।

ଏହା ପରେ ଯବାନ ନବକୀଶୋର ଯାହା କରିଲେ ତାହା ଶୁଣିଲେ ଆଶ୍ଚର୍ଯ୍ୟ ଲାଗିବ । ସେ ନିଜର ଯବାନ ବର୍ଦି ବାହାର କରି ଯୁବତୀ ଙ୍କୁ ଘୋଡାଇ ଦେଇଥିଲେ ଯାହା ଦ୍ଵାରା ଯୁବତୀ ଙ୍କର ଇଜ୍ଜତ ରକ୍ଷା ହୋଇ ପାରିଲା । ଏଭଳି ମାନବିକତା ଓ ସାହସିକତା ପାଇଁ ନବ କିଶୋର ଙ୍କ ସମେତ ୪ ଜଣ ଯବନା ଙ୍କୁ ଦିଲ୍ଲୀ ସରକାର ଓ ସିଆଏସଫ ଆଇଜି ପୁରସ୍କୃତ କରିଛନ୍ତି ।

ନବ କିଶୋର ନିଜ ରାଏ ରେ କହିଛନ୍ତି ଯେ ବହୁତ କଷ୍ଟରେ ଯୁବତୀ ଙ୍କୁ ଟ୍ରେନ ଟ୍ରାକ ରୁ ଉଦ୍ଧାର କରା ଯାଇଥିଲା । ବାସ୍ତବ ରେ ଦେଖିବାକୁ ଗଲେ ନବ କିଶୋର ନିଜର ଡିୟୁଟି ପୂରଣ କରିଛନ୍ତି କିନ୍ତୁ ଆମ ନଜର ରେ ଏହା ଏକ ମହାନ କାମ ଅଟେ । ସତରେ ନବ କିଶୋର ଯୁବତୀ ଙ୍କର ଉଦ୍ଧାର କରି ନାହାନ୍ତି ବରଂ ତାଙ୍କର ଇଜ୍ଜତ ମଧ୍ୟ ରକ୍ଷା କରିଛନ୍ତି ଯାହା ପ୍ରଶଂସନୀୟ ଅଟେ ।

ବନ୍ଧୁଗଣ ଏହି ଘଟଣା କୁ ନେଇ ଆପଣ ମାନଙ୍କର ମତାମତ କଣ ରହିଛି ଆମକୁ କମେଣ୍ଟ ମାଧ୍ୟମ ରେ ଜଣାଇବେ । ଯଦି ଆପଣ ମାନଙ୍କୁ ଆମର ଏହି ଲେଖା ଟି ଭଲ ଲାଗିଥାଏ ତେବେ ଅନ୍ୟ ସହ ଶେୟାର କରନ୍ତୁ । ଆମ ସହ ଆଗକୁ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *