ଓଡିଶା ରେ କରୋନା ଦ୍ଵାରା ପୀଡିତ ଦ୍ଵିତୀୟ ଘଟଣା ସାମ୍ନାକୁ ଆସିଲା

କରୋନା ଦ୍ଵାରା ପୁରା ଦୁନିଆ ପୀଡିତ ହଉଛି, ଏହା ଏମିତି ଗୋଟେ ଭାଇରସ ଆସିଛି ଯାହା ଦ୍ଵାରା କେତେକ ଲୋକଙ୍କ ମୃତ୍ୟୁ ମଧ୍ୟ ହୋଇ ସାରିଛି ଓ କେତେକ ଲୋକ ସଂକ୍ରମିତ ଅଛନ୍ତି, ଏହି ସୂଚୀରେ ଓଡିଶା ରେ କରୋନା ଦ୍ଵାରା ସଂକ୍ରମିତ ଦ୍ଵିତୀୟ କେସ ସାମ୍ନାକୁ ଆସିଛି, ଗୁରୁବାର ପ୍ରଶିକ୍ଷଣ ୧୪ ସ୍ୟାମ୍ପଲ କୁ ଆଉଥରେ ଯାଞ୍ଚ କରିବା ପାଇଁ ଭୁବନେଶ୍ବର ଆରଏମଆରସି ପଠେଇ ଦିଆ ଯାଇଥିଲା । ଏହି ୧୪ ସ୍ୟାମ୍ପଲ ମଧ୍ୟରୁ ଗୋଟେ ପଜେଟିଭ ଆସିଛି ।

ତେବେ ଅନ୍ୟ ୧୩ଟି ଲୋକଙ୍କ ନେଗେଟିବ ରିପୋର୍ଟ ଆସିଛି, ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କାର୍ଯ୍ୟଳୟ ଦ୍ଵାରା ଏହି ସମ୍ବନ୍ଧ ରେ ସୂଚନା ଦିଆ ଯାଇଛି ।

ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ଦ୍ଵାରା ଖବର ଅନୁଯାଇ କରୋନା ଠାରୁ ସଂକ୍ରମିତ ବ୍ୟକ୍ତି ବର୍ତମାନ ରେ ବିଦେଶ ଠାରୁ ଫେରିଥିଲା । ଲେଖନୀୟ କଥା ଅନୁଯାଇ ଏହା ପୂର୍ବରୁ ୧୫ ମାର୍ଚ କୁ ଭୁବନେଶ୍ବର ନିବାସୀ ତଥା ଇଟାଲୀ ରେ ଅଧ୍ୟୟନ କରୁଥିବା ଗୋଟେ ଯୁବକ ରେ କରୋନା ପୋଜେତିବ ମିଳିଥିଲା, ଏହା ସହ ରାଜ୍ୟରେ ପଜେଟିଭ ସଂଖ୍ୟା ଦୁଇ ହେଇଗଲାଣି । ଏବେ ଲୋକଙ୍କୁ ଆହୁରି ସତର୍କ ରହିବା ଉଚିତ ଏହା ଦ୍ଵାରା ଆପଣଙ୍କ ସ୍ୱାସ୍ଥ୍ୟ ଭଲ ରହିବ ତେବେ ଏହା ଜାଣି ଆପଣଙ୍କୁ ଚିନ୍ତା କରିବା ଉଚିତ ନୁହ ସତର୍କ ରହିବା ଉଚିତ ।

Leave a Reply

Your email address will not be published. Required fields are marked *