130 କିଲୋ ର ଫେମସ ଅଭିନେତା Ram Kapoor ଏତେ ଫିଟ ହେଇ ଯାଇଛନ୍ତି କି ଆପଣ ବି ଦେଖିଲେ ହେଇଯିବେ ଆଶ୍ଚର୍ଯ୍ୟ

ବଲୀଉଡ ଜଗତ ଏମିତି ଗୋଟେ ଦୁନିଆ ଯେଉଁଠାରେ ଲୋକଙ୍କ ସୌନ୍ଦର୍ଜ୍ୟ ଆଉ ତାନ କଳା ବହୁତ ମହତ୍ବପୂର୍ଣ ହୋଇଥାଏ । ଆପଣ ମାନେ ପ୍ରାୟତଃ ସବୁ କଳାକାର ମାନଙ୍କୁ ଜିମ ଯିବାର ଦେଖିଥିବେ ଏହା ଛଡା ସେ ମାନେ ନିଜ ଖାଦ୍ଯ ଉପରେ ମଧ୍ୟ ବହୁତ ଧ୍ୟାନ ଦିଅନ୍ତି କିନ୍ତୁ କଣ ସାମାନ୍ଯ ଲୋକ ଏହା କରନ୍ତି । ସାମାନ୍ୟ ଲୋକଙ୍କ ପାଖରେ ନିଜ ପାଇଁ କେବେ ସମୟ ନଥାଏ କିନ୍ତୁ ଆଜିକା ସମୟରେ ଯେତେବେଳେ ସବୁ କିଛି ଖାଇବାକୁ ଭେଜାଲ ବା ନକଲି ମିଳୁ ଅଛି ତେବେ ଆପଣଙ୍କୁ ନିଜ ଖାଇବା ଉପରେ ଧ୍ୟାନ ଡବା ଉଚିତ ନଚେତ ଆପଣଙ୍କ ସ୍ୱାସ୍ଥ୍ୟ ବହୁତ ଶୀଘ୍ର ଖରାପ ହୋଇଥାଏ ଆଉ ଆପଣଙ୍କୁ ବହୁତ ପ୍ରକାର ରୋଗ ର ସାମ୍ନା କରିବାକୁ ପଡିଥାଏ ।

ଆଜି ଆମେ ଆପଣଙ୍କୁ ଏମିତି ଜଣେ କଳାକାର ବିଷୟରେ କହିବାକୁ ଯାଉଛୁ ଯାହାକୁ ଆପଣ ମାନେ ସମସ୍ତେ ବେସ ଭଲ ଭାବରେ ଜାଣିଛନ୍ତି କିନ୍ତୁ ବର୍ତମାନ ତାଙ୍କୁ ଦେଖିଲେ ଆପଣ ଚିହ୍ନି ପାରିବେ ନାହିଁ । ସୋନି ଚ୍ୟାନଲ ରେ ଗୋଟେ ବହୁତ ପ୍ରସିଦ୍ଧ ଧାରାବାହିକ ଆସୁଥିଲା ଯାହା ନା ଥିଲା “ବଡେ ଅଛେ ଲଗତେ ହେଁ” ଏହି ସିରିଏଲ ମୁଖ୍ୟ ଅଭିନେତା ରାମ କପୁର ଥିଲେ ଆଉ ସେ ସେହି ସମୟରେ ୧୩୦ କେଜି ଓଜନ ର ଥିଲେ କିନ୍ତୁ ତାଙ୍କ ଅଭିନୟ ଦର୍ଶକ ମାନଙ୍କୁ ତାଙ୍କ ଆଡକୁ ଆକର୍ଷିତ କରିଥିଲା ।

ତାଙ୍କ ଓଜନ କମେଇବା ପାଇଁ ସେ ବହୁତ ଥର ପ୍ରୟାସ କରିଛନ୍ତି କିନ୍ତୁ କାମରେ ବ୍ୟସ୍ତ ରହିବା କାରଣରୁ ସେ କେବେ ନିଜକୁ ଅଧିକ ସମୟ ଦେଇ ପାରିଲେ ନାହିଁ କିନ୍ତୁ ଏବେ ସେ କରୋନା ରେ ନିଜକୁ ସମୟ ଦେଇଛନ୍ତି ଆଉ ତାଙ୍କ ଏବକା ଫଟୋ ଦେଖି ଆପଣ ମଧ୍ୟ ତାଙ୍କୁ ଚିହ୍ନି ପାରିବେ ନାହିଁ ବର୍ତମାନ ସେ ବହୁତ ହ୍ୟାଣ୍ଡସମ ହୋଇ ଯାଇଛନ୍ତି । ତେବେ କଣ ଆପଣ ମାନେ ଏହା ଜାଣିଛନ୍ତି ଯେ ରାମ କପୁର ୨୪ ଠାରୁ ଅଧିକ ଫିଲ୍ମରେ କାମ କରି ସାରିଛନ୍ତି ଆଉ ସେଥିରୁ ବହୁତ ଫିଲ୍ମ ସୁପର ଡୁପର ହିଟ ମଧ୍ୟ ହୋଇଛି ।

ତେବେ ରାମ କପୁର ଆଗରୁ ଦେଖିବା ପାଇଁ ବହୁତ ଗୋଲୁ ମୋଲୁ ଥିଲେ କିନ୍ତୁ ବର୍ତମାନ ସେ ହ୍ୟାଣ୍ଡସମ ସ୍ଲିମ ମ୍ୟାନ ହୋଇ ଯାଇଛନ୍ତି । ତେବେ ଯଦି ଆପଣଙ୍କୁ ମଧ୍ୟ ଓଜନ କମ କରିବାର ଅଛି ତେବେ ସଠିକ ଡାଇଟ ସହ ସଠିକ ସମୟରେ ଜିମ ନଚେତ ଯୋଗା କରନ୍ତୁ । ରାମ କପୁର ଦିନକୁ ୧୬ – ୧୬ ଘଣ୍ଟା ଉପବାସ କରୁଛନ୍ତି କିନ୍ତୁ ଏହା  ଡକ୍ଟର ତାଙ୍କୁ କହିଛି ଆପଣ ମାନେ ନିଜ ସ୍ୱାସ୍ଥ୍ୟ ଉପରେ ଧ୍ୟାନ ଦିଅନ୍ତୁ ଆଉ ନିଜ ଶରୀରକୁ ସ୍ଵସ୍ଥ ରଖନ୍ତୁ।

ଆମେ ଆପଣଙ୍କ ପାଇଁ ଏଭଳି ତଥ୍ୟ ସବୁବେଳେ ନେଇ ଆସୁ, ଭଲ ଲାଗିଲେ ଆମକୁ ଲାଇକ ଏବଂ ଫଲୋ କରିବା ପାଇଁ ଆଦୌ ଭୁଲନ୍ତୁ ନାହିଁ। ସେୟାର୍ କରି ନିଜ ପରିଜନ ଙ୍କ ନିକଟରେ ନିଶ୍ଚୟ ପହଞ୍ଚାନ୍ତୁ, ଧନ୍ୟବାଦ।

Leave a Reply

Your email address will not be published. Required fields are marked *