ବାହାଘର ପରେ ପ୍ରଥମ ଥର ନିଜ ଶାଶୁଘରେ କେମିତି ରୋଷେଇ କଲେ ଅର୍ଚ୍ଚିତା

ନମସ୍କାର ବନ୍ଧୁଗଣ ଆପଣମାନଙ୍କୁ ଆମର ଏହି ଲେଖାକୁ ସ୍ଵାଗତ । ବର୍ତ୍ତମାନ ସବ୍ୟ ଓ ଅର୍ଚ୍ଚିତାଙ୍କ ବିବାହ ବହୁତ ଚର୍ଚ୍ଚାର ବିଷୟ ହୋଇଛି । ତେବେ ଆମେ ମଧ୍ୟ ଆପଣଙ୍କୁ ସେମାନଙ୍କ ଜୀବନର ଏହି ସବୁ ଖାସ ସମୟ ବିଷୟରେ ଅପଡେଟ ଦେଇ ଚାଲିଛୁ । ତ ଆଜି ମଧ୍ୟ ସେହି ଭଳି ଏକ ଖବର ଯାହା ସବ୍ୟ ଆରଚିତଙ୍କ ସହ ଜଡିତ ନେଇ ଆମେ ଆସିଛୁ । ଆଜି ଆମେ ଆପଣାକୁ କହିବୁ ବିବାହ ପରେ ଶାଶୁଘରେ ଅର୍ଚ୍ଚିତ କେମିତି ରାନ୍ଧିଲେ ତାଙ୍କ ପ୍ରଥମ ରୋଷେଇ । ତ ଆସନ୍ତୁ ଜାଣି ନେବା ।

ବହୁ ସମୟରଅନ୍ତ ଘଟାଇ ସବ୍ୟ ଅର୍ଚ୍ଚିତାଙ୍କୁ ବିବାହ କରିଛନ୍ତି । ତେବେ ତାଙ୍କ ବାହାଘର ସାରା ଓଡିଶାରେ ଏକ ଚର୍ଚ୍ଚାର ବିଷୟ ହୋଇଥିଲା । କାହିଁକି ନା ତାଙ୍କ ବିବାହ ବିଷୟରେ କେହି ବି ଆଗରୁ ଜାଣି ନଥିଲେ । କିନ୍ତୁ ହଟାତ ବିବାହର ଗୋଟେ ଦିନ ପୂର୍ବରୁ ଏହି ଖବର ସାମ୍ନାକୁ ଆସିବା ଦ୍ଵାରା ସମସ୍ତେ ଆଶ୍ଚର୍ଯ୍ୟ ଚକିତ ହୋଇଯାଇଥିଲେ ।

ତେବେ ସେମାନେ ଓଡିଶାଠୁ ବହୁତ ଦୂର ରାଜସ୍ଥାନରେ ବିବାହ କରିଛନ୍ତି । ସବ୍ୟ ଓ ଅର୍ଚ୍ଚିତାଙ୍କ ଯୋଡିକୁ ଓଡିଶାର ଲୋକ ମାନେ ଖୁବ ପସନ୍ଦ କରନ୍ତି । ତେବେ ଏହା ପରେ ସେମାନେ ନିଜ ଘରକୁ ଫେରି ଆସିଛନ୍ତି ଓ ଅର୍ଚ୍ଚିତାଙ୍କ ପ୍ରଥମ ଦିନ ତାଙ୍କ ଶାଶୁ ଘରେ ଖୁବ ଖୁସିରେ କଟିଛି ।

Loading...

ଖୁବ ଧୂମଧାମରେ ତାଙ୍କର ଗୃହ ପ୍ରବେଶ ହୋଇଥିଲା ଓ ଏହା ପରେ ଗୋଟେ ବଡ ପୂଜା ରଖା ଯାଇଥିଲା ତାଙ୍କ ଚର୍ଥୁତିର ।  ଆଉ ଏବେ ସେ ବିବାହ ପରେ ପ୍ରଥମ ଥର ତାଙ୍କ ସ୍ଵାମୀ ଓ ପରିବାର ପାଇଁ ରୋଷେଇ କରିଛନ୍ତି । ସେ ରୋଷେଇ ଘରେ ରୋଷେଇ କରିବାର ଦେଖିବାକୁ ମିଳିଛି । ତାଙ୍କ ସ୍ଵାମୀ ଓ ପରିବାର ଲୋକଙ୍କ ସହ ବହୁତ ଖୁସିରେ ରୋଷେଇ କରୁଥିବାର କିଛି ଫୋଟୋ ସୋସିଆଲ ମିଡିଆରେ ଭାଇରାଲ ହେଉଛି ।

ତେବେ ଏହି କିଛି ଦିନ ହେବ ସବ୍ୟ ଓ ଅର୍ଚ୍ଚିତା ସାରା ମେଡିଆରେ ଛାଇ ରହିଛନ୍ତି । ଗୋଟେ ଇଣ୍ଟେର୍ଭିଉରେ ଅର୍ଚ୍ଚିତା କହିଛନ୍ତି ସେ ତାଙ୍କ ଜୀବନର ଅଧିକ ଖୁସି ଅଛନ୍ତି, କାହିଁକି ନା ସେ  ତାଙ୍କ ମନର ମଣିଷକୁ ପାଇଛନ୍ତି । ତେବେ ବର୍ତ୍ତମାନ ଆମର ଭଗବାନଙ୍କ ନିକଟରେ ଏତିକି କାମନା କି ସେମାନଙ୍କ ଏହି ନୂଆ ଜୀବନକୁ ସୁଖମୟ କରନ୍ତୁ ।

ଆମେ ଆପଣଙ୍କ ପାଇଁ ଏଭଳି ତଥ୍ୟ ସବୁବେଳେ ନେଇ ଆସୁ, ଭଲ ଲାଗିଲେ ଆମକୁ ଲାଇକ ଏବଂ ଫଲୋ କରିବା ପାଇଁ ଆଦୌ ଭୁଲନ୍ତୁ ନାହିଁ। ସେୟାର୍ କରି ନିଜ ପରିଜନ ଙ୍କ ନିକଟରେ ନିଶ୍ଚୟ ପହଞ୍ଚାନ୍ତୁ, ଧନ୍ୟବାଦ।

ଶେୟାର କରି ଅନ୍ୟମାନଙ୍କୁ ଜଣାନ୍ତୁ

Related Posts

About The Author

Add Comment