ଆଜି ଆମେ ଆପଣଙ୍କ ପାଇଁ ନେଇ ଆସିଛୁ ଏମିତି ଏକ ଅଦ୍ଭୁତ ଫେଟ କଟର ଡ୍ରିଙ୍କ ଯାହାଦ୍ୱାରା ଆପଣ କେବଳ ୩ ଦିନରେ ୫ କିଲୋ ପର୍ଯ୍ୟନ୍ତ ଓଜନ କମ କରି ପାରିବେ । ବନ୍ଧୁଗଣ ଆଜି କାଲି ମୋଟାପଣ ସମସ୍ୟା ପାଇଁ ଅନେକ ଲୋକ ଚିନ୍ତିତ ଅଛନ୍ତି । ପିଲାଙ୍କଠୁ ନେଇ ବୁଢା ପର୍ଯ୍ୟନ୍ତ ସମସ୍ତେ ଏହି ସମସ୍ୟା ନେଇ ଚିନ୍ତିତ ଅଛନ୍ତି । ଏହି ସମସ୍ୟାର ମୁଖ୍ୟ କାରଣ ଆମ ଜୀବନଶୈଳୀ ଏବଂ ଖାଦ୍ୟ ପେୟ ।
ଯେଉଁ କାରଣରୁ ଦିନ ପ୍ରତିଦିନ ଆମ ମୋଟାପଣ ବଢିବାକୁ ଲାଗିଛି ଏବଂ ଆମ ବ୍ୟସ୍ତବହୁଳ ଜୀବନ ପାଇଁ ଆମେ ଏହି ସମସ୍ୟା ପାଇଁ ଅଧିକ ଧ୍ୟାନ ଦେଇ ପାରୁନାହାନ୍ତି ଏବଂ ଏହି ମୋଟାପଣ ବହୁ ରୋଗର କାରଣ ପାଲଟିଯାଏ ।
ଯେମିତିକି ବ୍ଳଡପ୍ରେସର, ସୁଗାର,କୋଲେଷ୍ଟ୍ରୋଲ, ଆଣ୍ଠୁଗଣ୍ଠି ବିନ୍ଧା ଆଦି । ଏଥିପାଇଁ ଏହି ସମସ୍ୟା ଆଡକୁ ଗମ୍ଭିରତାର ସହ ଧ୍ୟାନ ଦେବା ଆବଶ୍ୟକ । ମାର୍କେଟରେ ଓଜନ କମ କରିବା ପାଇଁ ବହୁ ପ୍ରଡକ୍ଟ ଅଛି । କିନ୍ତୁ କିଛିବି କାମକୁ ନୁହେଁ । ଯଦି କିଛି କାମ ଆସେ ତାହାଲେ ତାହା ବହୁତ କଷ୍ଟଲି ଅଟେ । ଆଜି ଆମେ ଆପଣଙ୍କ ପାଇଁ ମୋଟାପଣ କମ କରିବାର ସହଜ ଘରୋଇ ଉପଚାର ନେଇ ଆସିଛୁ । ଯାହା ବଜାର ପ୍ରଡକ୍ଟ ତୁଳନାରେ ୨ ଗୁଣା ଅଧିକ ଲାଭଦାୟକ ଅଟେ ଏବଂ ତାହା ଅଟେ ଧଣିଆ ଚା ।
ଧଣିଆ ପତ୍ର ଆପଣଙ୍କୁ ବହୁ ସହଜରେ ମିଳିଯିବ । ଆଜି ଆମେ ଆପଣଙ୍କୁ କହିବି ଧଣିଆ କିପରି ୩ ଦିନରେ ୫ କିଲୋ ପର୍ଯ୍ୟନ୍ତ ଆପଣଙ୍କ ଓଜନ କମ କରିପାରିବ । ଓଜନ କମ କରିବା ସହ ସହ ଏହା ଆପଣଙ୍କ ଶରୀରର ଅନାବଶ୍ୟକ ପଦାର୍ଥକୁ କାଢିଦିଏ । ଏହି ଚା କୁ ବନେଇବା ପାଇଁ ଯେଉଁ ସାମଗ୍ରୀ ଆମକୁ ଆବଶ୍ୟକ ତାହା ଅଟେ । ୫ ଚାମଚ କଟା ହେଇଥିବା ଧଣିଆ ପତ୍ର,ଦ୍ୱିତୀୟରେ ୧ ଲିଟର ଶୁଦ୍ଧ ପାଣି, ତୃତୀୟରେ ୧ ଚାମଚ ଳେମ୍ବୁ ରସ, ଚତୁର୍ଥରେ ମହୁ ସ୍ୱାଦ ଅନୁସାରେ । ତେବେ ଆସନ୍ତୁ ଜାଣିବା ଏହି ଚା କୁ ବନେଇବା କିପରି ?
ସର୍ବପ୍ରଥମେ ପାଣି ଫୁଟାନ୍ତୁ ଏବଂ ଏଥିରେ କଟା ଯାଇଥିବା ଧଣିଆ ପତ୍ର ପକାଇ ଦିଅନ୍ତୁ । ତାପରେ ୧୫ ରୁ ୨୦ ମିନିଟ ପର୍ଯ୍ୟନ୍ତ ଏହାକୁ ଫୁଟିବାକୁ ଛାଡି ଦିଅନ୍ତୁ । ଏହାପରେ ଏହାକୁ ଭଲସେ ଛାଣି ଦିଅନ୍ତୁ ଯେମିତି ପତ୍ର ଅଲଗା ହୋଇଯିବ । ଏହି ଚା ର ଏକ ଗ୍ଲାସ ନିଅନ୍ତୁ ଏବଂ ଏଥିରେ ଏକ ଚାମଚ ଳେମ୍ବୁ ରସ ମିଶାନ୍ତୁ । ଲେମ୍ବୁର ରସ ଆଣ୍ଟିଅକ୍ସିଡେଣ୍ଟ, ଆଣ୍ଟିସେଫଟିକ ଏବଂ ଆଣ୍ଟିବେକ୍ଟେରିଆଲ ଗୁଣରେ ଭରପୁର ଅଟେ ଓ ଏହା ଡିଟକସିକେସନ ପ୍ରକ୍ରିୟାରେ ବହୁତ ଲାଭକାରୀ ଅଟେ, ଯାହା ଆମ ଶରୀରର ଅନାବଶ୍ୟକ ପଦାର୍ଥକୁ ବାହାରକୁ କାଢିଥାଏ । ଆପଣ ଏହି ଚା ରେ ସ୍ୱାଦ ଅନୁସାରେ ମହୁବି ମିଶାଇ ପାରନ୍ତି ।
ମହୁ ନିଜର ଆଣ୍ଟିବେକ୍ଟେରିଆଲ ଗୁଣା ପାଇଁ ଜଣାଯାଏ ଏବଂ ପ୍ରାଚୀନ କାଳରୁ ଏହାର ବ୍ୟବହାର କରାଯାଉଅଛି । ଏହା ଆମ ଶରୀରର ମେଟାବୋଲିଯିମକୁ କଣ୍ଟ୍ରୋଲ କରି ଥାଏ ଏବଂ ଓଜନ କମ କରିବାରେ ସାହାଯ୍ୟ କରିଥାଏ । ମୋଟାପଣ କମ କରିବା ସହ ସହ ଏହି ଚା ଆପଣଙ୍କ ଲିଭର ସମ୍ବନ୍ଧିତ ସମସ୍ୟାକୁ ମଧ୍ୟ ଠିକ କରିଥାଏ । ଆମେ ଆପଣଙ୍କୁ କହି ରଖିବି ଯଦି ଆପଣ ଏହି ଚା ର ଦିନକୁ ୨ ରୁ ୩ ଥର ସେବନ କରିବେ ତେବେହିଁ ଆପଣଙ୍କୁ ଇଛା ସ୍ୱରୂପ ପରିଣାମ ପ୍ରାପ୍ତ ହେବ । ଧ୍ୟାନ ରଖିବେ ଏକ ଲିଟରରୁ ଅଧିକ ଚା ଆପଣଙ୍କ ଶରୀର ପାଇଁ ହାନିକାରକ ଅଟେ ।