ଓଲିଉଡ ଷ୍ଟାର Sritam Dashଙ୍କ ଏଭଳି କାମ ଦେଖି ଆଖିରେ ଲୁହ ଆସିଯିବ… ଦେଖନ୍ତୁ Video 

ବନ୍ଧୁଗଣ ଆପଣ ମାନେ ଓଲିଉଡ ଜଗତର ଷ୍ଟାର ମାନଙ୍କୁ ବେଶ ଭଲ ଭାବେ ଜାଣିଥିବେ । ସେମାନେ ନିଜର ସୁନ୍ଦର ଓ ଚମତ୍କାର ଅଭିନୟ ଦ୍ଵାରା ଦର୍ଶକ ମାନଙ୍କ ବାନ୍ଧି ରଖିବାରେ ସଫଳ ହୋଇଛନ୍ତି । କିନ୍ତୁ ଆମ ଓଡିଆ ଇଣ୍ଡଷ୍ଟ୍ରି ର ଏ ଏମିତି ବି କିଛି ଷ୍ଟାର ବା କଳାକାର ମାନେ ଅଛନ୍ତି ଯେଉଁ ମାନେ ନିଜର ବ୍ୟକ୍ତିଗତ କାମକୁ ନେଇ ଅନେକ ସମୟରେ ଚର୍ଚ୍ଚା ରେ ରହିଥାନ୍ତି । ସେମାନେ ସ୍ଵଭାବ ଅନ୍ୟ ମାନଙ୍କ ପ୍ରତି ଏତେ ଉଦାର ରହିଥାଏ କି ଯାହା କେହି କଳ୍ପନା କରି ନ ଥିବେ । ଆଜି ଆମେ ଆପଣ ମାନଙ୍କୁ ଅଭିନେତା ଶ୍ରୀତମ ଦାସ କରିଥିବା ଏମିତି କିଛି ମହତ କାମ ବିଷୟରେ କହିବାକୁ ଯାଉଛୁ ।

ବନ୍ଧୁଗଣ ଆପଣ ମାନେ ଓଡିଆ ଇଣ୍ଡଷ୍ଟ୍ରି ର ଅଭିନେତା ଶ୍ରୀତମ ଦାସ ଙ୍କୁ ବେଶ ଭଲ ଭାବେ ଜାଣିଥିବେ । ସେ ନିଜର ଦମଦାର ଅଭିନୟ ମାଧ୍ୟମ ରେ ଦର୍ଶକ ମାନଙ୍କର ଖୁବ ନିକଟ୍ଟାର ହୋଇ ପାରିଛନ୍ତି । ତାଙ୍କର ଅଭିନୟ ଯେତିକି ଆକର୍ଷକ ତାଙ୍କର ବ୍ୟବହାର ଓ ସ୍ଵଭାବ ମଧ୍ୟ ତା ଠାରୁ ଅଧିକ ଆକର୍ଷକ ଅଟେ । ଆପଣ ମାନେ ଜାଣିଥିବେ ବର୍ତ୍ତମାନ ସାରା ରାଜ୍ୟରେ ଲଗାଣ ବର୍ଷା କାରଣରୁ ବନ୍ୟା ସ୍ଥିତି ଉତପନ ହୋଇଛି । ଯାହା ପାଇଁ ଗରିବ ଅସହାୟ ଲୋକ ମାନେ ନାହି ନ ଥିବାର ଅସୁବିଧାର ଶିକାର ହେଉଛନ୍ତି ।

ତେବେ ଏଭଳି ସଙ୍କଟ ସମୟରେ ଅସହାୟ ଲୋକଙ୍କୁ ସାହାଜ୍ଯ ର ହାତ ବଢାଇଛନ୍ତି ଓଲିଉଡ ଅଭିନେତା ଶ୍ରୀତମ ଦାସ । ଆଜ୍ଞା ହଁ ଦର୍ଶକ ବନ୍ଧୁ ଶ୍ରୀତମ ଦାସ ଗାଁ ଗାଁ ବୁଲି ପାଣି ଘେର ରେ ରହିଥିବା ଲୋକ ମାନଙ୍କୁ ରିଲିଫ ବାଣ୍ଟିବାର ନଜର ଆସୁଛନ୍ତି । ସେ ତାଙ୍କର କିଛି ସାଥି ମାନଙ୍କ ସହ ଖାଦ୍ୟ ଜିନିଷ ନେଇ ବନ୍ୟା ପାଣିରେ ବୁଡି ଲୋକ ମାନଙ୍କ ଘରେ ଘରେ ରିଲିଫ ବାଣଟୁଛନ୍ତି ଯାହାର ଭିଡିଓ ବର୍ତ୍ତମାନ ସୋସିଆଲ ମିଡିଆରେ ବେଶ ଭାଇରାଲ ହେବାରେ ଲାଗିଛି ।

ତାଙ୍କର ଏଭଳି ମହତ କାମ କୁ ଦେଖି ତାଙ୍କର ଫ୍ୟାନ୍ସ ମାନେ ବହୁତ ପ୍ରଶଂସା ଅକରିଛନ୍ତି । ଏମିତିକି ଯେଉଁ ମାନଙ୍କୁ ଶ୍ରୀତମ ଦାସ ରିଲିଫ ବଣ୍ଟନ କରୁଛନ୍ତି ସେମାନେ ମଧ୍ୟ ତାଙ୍କୁ ପ୍ରଶଂସା ନ କରି ରହିପାରୁ ନାହାନ୍ତି । ତେବେ ଆମ ଓଡିଆ ଇଣ୍ଡଷ୍ଟ୍ରି କୁ ଅଭିନେତା ଶ୍ରୀତମ ଦାସ ଅନେକ ସାରା ଓଡିଆ ଫିଲ୍ମ ଭେଟି ଦେଇଛନ୍ତି । ଯାହା ସେମାନଙ୍କର ଫ୍ୟାନ୍ସ ମାନେ ଦେଖିବାକୁ ପସନ୍ଦ କରିଥାନ୍ତି । ଆଜି ବି ସେ ନିଜ କ୍ଯାରିୟର ପ୍ରତି ଅଧିକ ଧ୍ୟାନ ଦେବା ସହ ଗରିବ ଦୁଖୀ ଲୋକ ମାନଙ୍କର ସାହାଜ୍ଯ କରିବାକୁ ଆଗେଇ ଆସୁଛନ୍ତି ।

ସତରେ ଶ୍ରୀତମ ଦାସ ଙ୍କର ଏଭଳି ମହତ କାମକୁ ଦେଖି ଆଖି ରେ ଲୁହ ଆସିଯିବ । ତାଙ୍କ ଭଳି ଏତେ ବଡ ଷ୍ଟାର ବନ୍ୟା ଭଳି ବିପଦ ସମୟରେ ଲୋକ ମାନଙ୍କୁ ସାହାଯ୍ୟ କରିବାକୁ ଆଗେଇ ଆସିଛନ୍ତି ଆଉ ତାଙ୍କୁ ଖାଇବାକୁ କିଛି ଖାଦ୍ୟ ବଣ୍ଟନ କରୁଛନ୍ତି ଏଟା ବହୁତ ବଡ କଥା । ବନ୍ଧୁଗଣ ଆପଣ ମାନଙ୍କର ଅଭିନେତା ଶ୍ରୀତମ ଦାସଙ୍କର ଏହି ମହତ କାମକୁ ନେଇ ମତାମତ ଆମକୁ କମେଣ୍ଟ ମାଧ୍ୟମ ରେ ଜଣାଇବେ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *