ସୁଟିଙ୍ଗ ସେଟରେ ଗୀତ ଗାଈ ଭାବୁକ ହୋଇଗଲେ Ollywood ଷ୍ଟାର Babi Mishra, ଦେଖନ୍ତୁ Video

ଓଡିଆ ଇଣ୍ଡଷ୍ଟ୍ରି ରେ ଅଭିନୟ ଅକ୍ରିୟ ଅଭିନେତା ଓ ଅଭିନେତ୍ରୀ ମାନେ ଖୁବ ଲୋକପ୍ରିୟତା ହାସଲ କରିବାରେ ସଫଳ ହୋଇ ପାରିଛନ୍ତି । ଓଡିଆ ଜଗତର କଳାକାର ମାନେ ନିଜର ଜୀବନ ଶୈଳୀ କୁ ନେଇ ମଧ୍ୟ ବେଶ ଚର୍ଚ୍ଚା ରେ ରହିଥାନ୍ତି । ତେବେ ଏମିତି କିଛି କଳାକାର ମାନେ ଅଛନ୍ତି ଯେଉଁ ଶୁ-ଟି-ଙ୍ଗ ସମୟରେ ନିଜର କୋ ଆକ୍ଟର ଙ୍କୁ ପ୍ରେମ କରି ବିବାହ ବନ୍ଧନ ରେ ବାନ୍ଧି ହୋଇଛନ୍ତି ।

ଅନ୍ୟ କିଛି କଳାକାର ମାନେ ବିବାହ ପରେ ପରସ୍ପର ଠାରୁ ଅଲଗା ହୋଇ ଯାଇଛନ୍ତି ଓ ଏକା ଜୀବନ ବିତାଉଛନ୍ତି । ଆଜି ଆମେ ଆପଣ ମାନଙ୍କୁ ଏମିତି ଏକ କଳାକାରଙ୍କ ବିଷୟରେ କହିବାକୁ ଯାଉଛୁ ସେ ଆଉ କେହି ନୁହେଁ ସେ ହେଉଛନ୍ତି ଅଭିନେତା ବବି ମିଶ୍ର ଯିଏ ଶୁ-ଟି-ଙ୍ଗ ସେଟ ରେ ଏକ ସୁନ୍ଦର ଗୀତ ଗାଉଥିବାର ନଜର ଆସିଛନ୍ତି । ଆପଣ ମାନେ ଅଭିନେତା ବବି ମିଶ୍ର ଙ୍କୁ ବେଶ ଭଲ ଭାବେ ଜାଣିଥିବେ ।

ସେ ଅନେକ ଓଡିଆ ଆଲବମ କରିବା ସହ ଫିଲ୍ମ ରେ ମଧ୍ୟ ମୁଖ୍ୟ ନାୟକ ଭାବେ ଅଭିନୟ କରି ଖୁବ ଲୋକପ୍ରିୟ ହୋଇ ପାରିଛନ୍ତି । ତେବେ ଅଭିନେତା ବବି ମିଶ୍ର ବଙ୍ଗାଳୀ ନାୟିକା କୋୟଲ ବାନାର୍ଜୀ ଙ୍କୁ ପ୍ରେମ କରି ବିବାହ ବନ୍ଧନ ରେ ବାନ୍ଧି ହୋଇଥିଲେ । ବିବାହର କିଛି ବର୍ଷ ପରେ ଦୁହିଙ୍କ ମଧ୍ୟ ରେ କିଛି ମନାନ୍ତର ଯୋଗୁ ବର୍ତ୍ତମାନ ଦୁହେଁ ପରସ୍ପର ଠାରୁ ଅଲଗା ହୋଇ ଯାଇଛନ୍ତି ।

ତେବେ ବବି ମିଶ୍ର ବର୍ତ୍ତମାନ ଏକା ନିଜର ଜୀବନ ବିତାଉଥିବାର ନଜର ଆସୁଛନ୍ତି । କୋୟଲ ଙ୍କ ଠାରୁ ଅଲଗା ହେବା ପରେ ବବି ମିଶ୍ର ଦୁଖରେ ଭାଙ୍ଗି ପଡିଥିବାର ମଧ୍ୟ ନଜର ଆସିଛନ୍ତି । ଏହି ଭିଡିଓ ରେ ବବି ମିଶ୍ର ନିଜର ଏକ ଫିଲ୍ମ ସୁଟ ରେ ଥିବାର ନଜର ଆସୁଛନ୍ତି ।

ତାଙ୍କ ସହ ଏହି ସୁଟ ରେ ଅଭିନେତା ହଋ, ଅମ୍ଳାନ, ମ୍ୟୁଜିକ ଡାଇରେକ୍ଟର ଅଭିଜିତ ମଜୁମଦାର ଙ୍କ ବ୍ଯତୀତ ଅନ୍ୟ କେତେକ କୋ-ଆଟିଷ୍ଟ ନଜର ଆସୁଛନ୍ତି । ବବି ମିଶ୍ର ଏତେ ଭାବୁକ ହୋଇ ଯାଇଛନ୍ତି ଯେ ସେ “ନୂଆ ସାୟରି ନୂଆ କବିତା” ଗୀତ ଗାଇ ନିଜର ମନର ଭାବନାକୁ ଅନ୍ୟ ଆଗରେ ପ୍ରକାଶ କରୁଛନ୍ତି ଯାହା ଏହି ଭିଡିଓ ରୁ ଜଣା ପଡୁଛି । ବବି ମିଶ୍ର ଏତେ ସୁନ୍ଦର କଣ୍ଠ ରେ ଗୀତ କୁ ଗାଉଛନ୍ତି ଯାହାକୁ ଦେଖି ସେଠାରେ ଥିବା ଅନ୍ୟ କଳାକାର ମାନେ ତାଙ୍କର ବେଶ ପ୍ରଶଂସା କରୁଛନ୍ତି ।

ତେବେ ବବି ମିଶ୍ର ନିଜର ମନର ଆବେଗ କୁ ଏହି ଗୀତ ମାଧ୍ୟମ ରେ ଦର୍ଶାଇଛନ୍ତି ଯାହା ବର୍ତ୍ତମାନ ସୋସିଆଲ ମିଡିଆରେ ଖୁବ ଜୋରସୋର ରେ ଭାଇରାଲ ହେବାରେ ଲାଗିଛି । ଏହା ଛଡା ସେଠାରେ ଥିବା କିଛି ଆଟିଷ୍ଟ ମାନେ ମଧ୍ୟ ବବି ଙ୍କର ସମର୍ଥନ କରୁଛନ୍ତି । ଏହା ସହ ବବି ମିଶ୍ର ଗୀତ ଗାଉଥିବା ସମୟରେ କେତେ ଜଣ ଏହାର ଭିଡିଓ ମଧ୍ୟ କରୁଥିବାର ନଜର ଆସୁଛନ୍ତି ।

ବନ୍ଧୁଗଣ ଯଦି ଆପଣ ମାନଙ୍କୁ ଆମର ଏହି ବିବରଣୀ ଟି ଭଲ ଲାଗିଥାଏ ତେବେ ଅନ୍ୟ ସହ ଶେୟାର କରନ୍ତୁ । ଆମ ସହ ଆଗକୁ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *