ବାଃ ଲାଇଫ ହୋ ତୋ ଏସି! Omar Aliଙ୍କ ଲାଇଫଷ୍ଟାଇଲ ଦେଖି ଉଡିବ ଆପଣଙ୍କ ହୋସ… ଦେଖନ୍ତୁ Video

ଦୁନିଆରେ ଏପରି ଅନେକ ଲୋକ ଅଛନ୍ତି ଯେଉଁ ମାନେ ବେଶ ବିଳାସ ବ୍ୟସନରେ ଜୀବନ ବ୍ଯତୀତ କରୁଛନ୍ତି । ଘର ଦ୍ଵାରା, ଗାଡି, ଘୋଡା ସବୁ କିଛି ତାଙ୍କ ହାତ ପାହାନ୍ତାରେ ରହିଛି । ଠିକ ସେହିପରି ଆଜି ଆମେ ଆପଣଙ୍କୁ ଏମକ୍ତି ଜଣେ ବ୍ୟକ୍ତି ଙ୍କ ବିଷୟାରେ କହିବାକୁ ଯାଉଛୁ ଯାହାଙ୍କ ଜୀବନ ଶୈଳୀ ବିଷୟରେ ଜାଣିଲେ ଆପଣ ମାନେ ମଧ୍ୟ ବନ୍ଧୁଗଣ କହିବେ ଲାଇଫ ହୋ ତୋ ଏସି । ଫୋଟୋରେ ଦେଖୁଥିବା ଏହି ବ୍ୟକ୍ତି ଙ୍କ ନାଁ ହେଉଛି ହସନଲ ବୋଲଖିଆ ଇବନୀ ଓମାର ଅଲ୍ଲୀ ସେଫଉଦିନ । ଏହି ବ୍ୟକ୍ତି ଙ୍କ ତାଙ୍କର ବିଳାସ ବ୍ୟସନ ଜୀବନ ଶୈଳୀ ପାଇଁ ସବୁଆଡେ ପରିଚିତ ଆଉ ଚର୍ଚ୍ଚିତ ଚେହେରା ଅଟନ୍ତି ।

ହସନଲ ଙ୍କ ପାଖରେ ସୁନାରେ ଖଞ୍ଜା ହୋଇଥିବା ୭୦୦୦ ରୁ ଅଧିକ ଲକଜରି କାର ଅଛି । କେବେଳ କାର ନୁହେଁ ବରଂ ତାଙ୍କ ପାଖରେ ପ୍ରାଇଭେଟ ଜେଟ ମଧ୍ୟ ରହିଛି । ଆଉ ପ୍ଳେନ ରେ ମଧ୍ୟ ସୁନାର ଛାଉଣି କରା ଯାଇଛି । ପ୍ରକାଶ ପାଇଥିବା ରିପୋର୍ଟ ଅନୁଯାୟୀ ହସନଲ ଙ୍କ ସମ୍ପତି ୨ ଲକ୍ଷ ୮୮ ହଜାର କୋଟି ରୁ ଅଧିକ ରହିଛି ।

ହସନଲ ବୋଲଖିଆ ଇବନିମ ଓମାର ଅଲ୍ଲୀ ସେଫଉଦିନ ତୃତୀୟ ହେଉଛନ୍ତି ଭୃଣେ ର ସୁଲତାନ । ସେ ଅମର ଅଲ୍ଲୀ ସେଫଉଦିନ ଙ୍କ ପରେ ୨୯ତମ ରାଜା ବଣିଛନ୍ତି । ଏବେ ତାଙ୍କର ବୟସ ୭୫ ବର୍ଷ । ଏବେ ସେ ଭୃଣେ ର ପ୍ରଧାନମନ୍ତ୍ରୀ, ବୈଦେଶିକ ମନ୍ତ୍ରୀ, ରକ୍ଷା ମନ୍ତ୍ରୀ ଭାବେ କାର୍ଯ୍ୟରତ ଅଟନ୍ତି । ସୂଚନା ଅନୁଯାୟୀ ତାଙ୍କ ପାଖରେ ସୁନାରେ ତିଆରି ପ୍ରାଇଭେଟ ପ୍ଳେନ ବି ରହିଛି ।

ଯାହାର ମୂଲ୍ୟ ୩୩୫୯ କୋଟି ଟଙ୍କା ରୁ ବି ଅଧିକ । ଏହି ପ୍ଳେନ ଭିତରେ ୯୫୯ କୋଟି ରୁ ଅଧିକ ମୂଲ୍ୟର ଜିନିଷ ରହିଛି । ଏହା ସହ ତାଙ୍କ ପାଖରେ ୭୦୦୦ କାର ରହିଛି । ସେଥି ମଧ୍ୟରୁ ୩୬୫ ଟି ଫେରାରି, ୨୭୫ ଲାଭର ଗିନି, ୨୫୮ ଏଷ୍ଟର ମାର୍କେ, ୧୭୨ ହୁଗାଡି, ୨୩୦ ସ୍ପୋର୍ଟ୍ସ, ୩୫୦ ବେନ୍ସଲୀପ, ୬୦୦ ରୋଜରଏସ, ୪୪୦ଟି ମର୍ଷଡେଜ ବ୍ରେଞ୍ଚ, ୨୬୫ଟି ଅଡି, ୨୭୦ଟି BMW, ୨୨୫ଋ ଜାଗୁଆର, ୧୮୩ଟି ଲେଣ୍ଟ ରୋଭର ସାମିଲ ରହିଛି ।

ଏହା ଥିଲା ତାଙ୍କର ଆଲିଶାନ ଗାଡି ବାଡବାରେ ସଂପୂର୍ଣ୍ଣ ବିବରଣୀ । ଗାଡି କୁ ବାଦ ଦେଲେ ସେ ତାଙ୍କର ହେୟାର କାଟ ରେ ୧୪ ଲକ୍ଷ ଟଙ୍କା ଖର୍ଚ୍ଚ କରନ୍ତି । ସୁଲତାନ କୁ ନେଇ ଦାବି କରା ଯାଉଛି ଦୁନିଆର ସବୁଠାରୁ ବଡ ମହଲ ଭାବେ ତାଙ୍କ ମହଲ କୁ ଗଣନା କରା ଯାଉଛି । ପ୍ରାୟର ୨୦ ଫୁଟ ସ୍କୋୟାର ରେ ବ୍ୟାପୀ ରହିଛି ତାଙ୍କର ମହଲା ।

ଏଥିରେ ୧୭୦୦ଟି ରାମ, ୫ଟି ବଡ ସୁଇମିଙ୍ଗ ଫୁଲ, ୨୫୭ଟି ବାଥୃମ ରହିଛି । ୧୦ ହଜାର ରୁ ଅଧିକ ଲୋକ ଏହି ମହଲରେ କାମ କରୁଛନ୍ତି । ଭୃଣେ ର ସୁଲତାନଙ୍କ ନିକଟରେ ପ୍ରାଇଭେଟ ଚିଡିଆଘର ବି ରହିଛି । ଏହି ଚିଡିଆଘରେ ୩ଟି ବଙ୍ଗଳା ଟାଇଗର ଅଛି । ବନ୍ଧୁଗଣ ଆପଣଙ୍କୁ ସୁଲତାନ ହସନଲଙ୍କ ଜୀବନ ଶୈଳୀ କେମିତି ଲାଗିଲା ଆମକୁ କମେଣ୍ଟ ଜରିଆରେ ଜଣାଇବେ ।

Leave a Reply

Your email address will not be published. Required fields are marked *