ଯୋନିକୁ ସଫା ରଖିବା ପାଇଁ କଣ କରିବେ ? ଦେଖନ୍ତୁ କଣ କହୁଛନ୍ତି ସ୍ତ୍ରୀ ରୋଗ ବିଶେଷଜ୍ଞ Dr Rashmi Ranjan Dash

ବନ୍ଧୁଗଣ ଆଜି ଆମେ ଆପଣଙ୍କୁ ଯୋନି କୁ କିପରି ସଫା ରଖା ଯାଇପାରିବ ସେହି ବିଷୟରେ ଆଲୋଚନା କରିବାକୁ ଯାଉଛୁ । ଆଜିକାଲି ବଜାରରେ ଜେନେଟାଲ ହାଇଜିନ ମେଣ୍ଟେନ କରିବାକୁ ମିଳୁଛି । କିନ୍ତୁ ଡାକ୍ତରଙ୍କ କହିବା ଅନୁଯାୟୀ ଯଦି ଦିନକୁ ନରନାଲ ପାଣିରେ ଯୋନି କୁ ସଫା କରିବେ ତେବେ କୌଣସି ଖର୍ଚ୍ଚ ହେବ ନାହି କି ଏଥିପାଇଁ କୌଣସି ପ୍ରକାରର ଇନଫେକସନ ହେବାର ଚାନ୍ସ ନ ଥାଏ । କମ୍ପାନୀ ଅନେକ ପ୍ରକାରର ପ୍ରଡ଼କ୍ଟ ବାହାର କରିଛନ୍ତି ଯାହା ଆମେ ବ୍ୟବହାର କରିଥାଉ । କିନ୍ତୁ ନରମାଲ ସାବୁନ ବ୍ୟବହାର କରିଲେ କିଛି ଅସୁବିଧା ହେବାର ଚାନ୍ସ ନ ଥାଏ ।

ଯଦି ବ୍ରାଣ୍ଡ ସାବୁନ ଆମେ ଆମର ଯୋନି ରେ ବ୍ୟବହାର କରିବା ଯେଉଁଥିରେ PH ରହିଥାଏ ତାହା ଯଦି ଯୋନିକୁ ନଷ୍ଟ କରି ଦେଲା ତା ହେଲେ ଇନଫେକସନ ହେବାର ଚାନସ ରହିଥାଏ । ତେଣୁ ଯେତେ ସମ୍ଭବ ସାଧା ପାଣି ରେ ଯୋନି କୁ ସଫା ରଖନ୍ତୁ । ଯଦି ଆପଣଙ୍କ ଯୋନି ରେ କୌଣସି ପ୍ରକାରର ଇନଫେକସନ ହୋଇଥାଏ ତେବେ ଡାକ୍ତର ଙ୍କ ପରାମର୍ଶ ଅନୁଯାୟୀ ଯାହା ବି ପ୍ରଡ଼କ୍ଟ ବା ୱାଶ ରହିବ ତାହା ବ୍ୟବହାର କରି ପାରିବେ । ଆଜିକାଲି ପ୍ରାୟତ ଲୋକ ମାନେ କ୍ଷେତ୍ର ରେ ଥଣ୍ଡା ଓ ଜ୍ଵର ଦେଖା ଯାଉଛି । ଏଥିପାଇଁ ଲୋକ ମାନେ ମେଡ଼ିସିନ ଦୋକାନରୁ ଆଣ୍ଟି ବେତୀକ କିଣି ଆଣି ଖାଉଛନ୍ତି ।

ଯାହା ଆପଣ ଶରୀର ପାଇଁ କ୍ଷତିକାରକ ହୋଇଥାଏ । ଯାହା କାରଣରୁ ଯୋନି ଇଂଫେସକନ ହେବର ବହୁତ ଚାନ୍ସ ରହିଥାଏ । ସାଧାରଣ ଜ୍ଵର ରେ ଯଦି ଆଣ୍ଟି ବେଟିକ ନ ଦରକାର ଥାଇ ମଧ୍ୟ ଖାଇଥାଉ । ଯାହା ଫଳରେ ଆମ ହାଇଜେନ ଭିତରେ ଯେଉଁ ଫ୍ଲୋରା ଅଛି ସେଥିରେ ଅନେକ ପ୍ରକାରର ବ୍ୟାକ୍ଟେରିୟା ରହିଛି । ଯଦି ଆପଣ ଆଣ୍ଟି ବେଟିକ ନେଉଛନ୍ତି ତେବେ ଏଥିପାଇଁ ବ୍ୟାକ୍ଟେରିୟା ଗୁଡିକ ଅଧିକ ସକ୍ରିୟ ହୋଇଥାନ୍ତି । ଯଦି ଭଲ ବ୍ୟାକ୍ଟେରିୟା ଭେନେଜା ଭିତରେ ନଷ୍ଟ ହୋଇଯାଏ ତେବେ ଅନ୍ୟ ବ୍ୟାକ୍ଟେରିୟା ସେଠାରେ ଇଂଫେସନ କରିବାର ଚାନ୍ସ ଅଧିକ ରହିଥାଏ ।

ତେଣୁ ବଜାରରେ ମିଳୁଥିବା ଆଣ୍ଟି ବେତୀକ ବୀନା ଡାକ୍ତର ଙ୍କ ପରାମର୍ଶ ଅନୁଯାୟୀ ସେବନ କରନ୍ତୁ । ଏପରି ହେଲେ ଶରୀରରେ ଅନେକ ପ୍ରକାରର ରୋଗ ସମସ୍ଯା ଦେଖା ଯାଇଥାଏ । ଯେମିତି ମହିଳା ଙ୍କ କ୍ଷେତ୍ରରେ ୱ୍ହାଇଟ ଡିଶ୍ଚାର୍ଜର୍ଜୀ ହେଉ ବା ଅନ୍ୟ କିଛି ଇଂଫେସନ ହେଉ ବଧିବାରେ ଚାନ୍ସ ଥାଏ । ଯେଉଁ ମାନଙ୍କର ଡାଇବେଟିସ ରହିଥାଏ ସେମାନଙ୍କ କ୍ଷେତ୍ରରେ ଇନଫେନସନ ଅଧିକ ପରିମାଣରେ ଦେଖାଯାଇଏ । ତେଣୁ ଯଦି ଆପଣଙ୍କର ଡାଇବେଟିସ ଅଛି ତେବେ ଉପଯୁକ୍ତ ଚିକିତ୍ସା କରନ୍ତୁ ।

ଏହା ସହ ନିଜର ଖାଦ୍ୟପେୟ ଉପରେ ନିୟନ୍ତ୍ରଣ ନ ରଖିବା ସହ ଡାଏଟ ମେନ୍ଟେନ କରିବା ଦରକାର । ସୁଗାର ଲେବଲକୁ ସର୍ବଦା କଣ୍ଟ୍ରୋଲରେ ରଖିବା ଉଚିତ । ଯଦି ଅନ୍ୟ କୌଣସି ପ୍ରକାରରେ ଇନଫେକସନ ହୁଏ ତେବେ ଡାକ୍ତରଙ୍କ ପରାମର୍ଶ ଅନୁଯାୟୀ ଆଣ୍ଟି ବେଟିକ ଖାଇ ପାରିବେ । ବନ୍ଧୁଗଣ ଆପଣଙ୍କୁ ଆମ ପୋଷ୍ଟଟି ଭଲ ଲାଗିଥିଲେ ଆମ ସହ ଆଗକୁ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *