ପାଣିପାଗ ବିଭାଗ ଚେତାବନୀ, ଆସନ୍ତା ଗୋଟେ ସପ୍ତାହ ଭାରି ବର୍ଷା ହବାର ଅଲର୍ଟ ଜାରି କରିଛନ୍ତି, ଥଣ୍ଡା ପବନ ବଢିବା ର ପୂର୍ବନୁମାନ କରା ଯାଇଛି

ଉତ୍ତର ପ୍ରଦେଶ ରେ ଆଜିକା ସମୟରେ ଗରମ ବଢିଛି, କିନ୍ତୁ ପ୍ରଦେଶ ପାଗ ଆହୁରି ଗୋଟେ ଥର ବଦଳିଛି, ପାଣିପାଗ ଅନୁଯାଇ ଆସନ୍ତା ଗୋଟେ ସପ୍ତାହ ରାଜଧାନୀ ଲଖନଉ ସମେତ ପୁରା ଉତ୍ତର ପ୍ରଦେଶ ରେ କେବଳ ବର୍ଷା ହବ, ଗରମ ମଧ୍ୟ କମିବାକୁ ଲାଗିବ । ପାଗ ରେ ଆସିଥିବା ଏହି ପରିବର୍ତନ ପାଇଁ ଥଣ୍ଡା ବଢିବ ବୋଲି ଅନୁମାନ କରା ଯାଉଛି, ଏହି ସମୟରେ ଥଣ୍ଡା ପବନ ଚାଲିବାର ଆଶଙ୍କା ଅଛି ଓ ଅସୁବିଧା ବଢି ପାରେ ।

ପାଣିପାଗ ଅନୁଯାଇ ଏହି ଗୋଟେ ସପ୍ତାହ ନିର୍ଧୂମ ବର୍ଷା ହୋଇ ପାରେ ଯାହା ପାଇଁ ପାଗ ଥଣ୍ଡା ହୋଇ ଯିବ ।

ଗୋଟେ ସପ୍ତାହ ପାଗ ଖରାପ ରହିବ :

ପାଣିପାଗ ବିଭାଗ ଅନୁଯାଇ ଆସନ୍ତା ସପ୍ତାହରେ ରାଜଧାନୀ ଲଖନଉ ସହ ଉତ୍ତର ପ୍ରଦେଶ ଜିଲ୍ଲା ପାଗ ରେ ଗୋଟେ ବଡ ପରିବର୍ତନ ଦେଖିବା ପାଇଁ ମିଳି ପାରେ । ଏହି ସମୟରେ ଲଖନଉ, ବାରାବଙ୍କୀ, କାନପୁର, ବହରାଈଚ, ଝାନ୍ସି, ବାନ୍ଦା, ଅମେଠି, ସୋଂଭଦ୍ର, ଆଗ୍ରା, ଆଲିଗଢ, ସୁଲ୍ତାନପୁର, ଗୋରଖପୁର, ପ୍ରୟୋଗରାଜ, ବାରାଣସି, ଶାହଜାହାଁପୁର, ବରେଲି ଓ ମେରଠ ରେ ବାଦଲ ରହିବେ ଓ ପବନ ସହ ବର୍ଷା ସମ୍ଭାବନା ଅଟେ । ଆସନ୍ତା ସପ୍ତାହ ରେ ଅଧିକତମ ତାପମାନ ୩୨ ଓ ନୁନ୍ୟତମ ତାପମାନ ୧୦ ଡିଗ୍ରୀ ରହିବାର ସମ୍ଭାବନା ଅଛି ।

ପାଗ ବଦଳିବା କେତେକ କାରଣ :

ରାଜଧାନୀ ରେ ଔମୋସି ସ୍ଥିତି ଆଞ୍ଚଳିକ ପାଗ ବିଜ୍ଞାନ କେନ୍ଦ୍ର ନିଦେଶକ ଜେପି ଗୁପ୍ତା କହିଛନ୍ତି ଯେ ପାଗ ବଦଳିବାର ବହୁତ କାରଣ ଅଟେ । ହରିୟାନା, ରାଜସ୍ଥାନ ଓ ଅନ୍ୟ କେତେକ ରାଜ୍ୟ ରେ ସାଇକ୍ଳୋନିକ ସରକୁଲେସନ ତିଆରି ହଉଛି, ଯାହା ଦ୍ଵାରା ବର୍ଷା ବହୁତ ଜୋରେ ହବ ଏବଂ ବର୍ଷା ସହ ବିଜୁଳି ଓ ପବନ ମଧ୍ୟ ଅଧିକ ହବାର ସମ୍ଭାବନା ଅଟେ ।

Leave a Reply

Your email address will not be published. Required fields are marked *