ସାମୁଦ୍ରିକ ସାସ୍ତ୍ର ଅନୁସାରେ ବ୍ୟକ୍ତିର ଶରୀରର ପ୍ରତେକ ଅଙ୍ଗ ଦ୍ଵାରା ବ୍ୟକ୍ତିର ଜୀବନ କ୍ରିୟା ଓ ତାର ଚରିତ୍ର ବିଷୟରେ ଜଣାଯାଏ । ଆଜି ଆମେ କହିବୁ ଯଦି ଆପଣଙ୍କ ବୁଢା ଆଙ୍ଗୁଠିର ପାଖ ଆଙ୍ଗୁଠି ବଡ ହୋଇଥାଏ ଏହି ଲୋକ ବହୁତ ସାମାନ୍ଯ ପ୍ରବୃତିର ହୋଇଥାନ୍ତି । ଏହି ଭଳି ବ୍ୟକ୍ତିତଵ ଛୋଟବେଳୁ ହିଁ ଆତ୍ମ ନିର୍ଭରଶୀଳ ହୋଇଥାନ୍ତି ।
ଏମାନଙ୍କୁ ଉପହାର ସ୍ଵରୂପରେ କେବେ କିଛି ମିଳେନି, ଏମାନେ ଯାହାବି ଆଯ କରନ୍ତି ନିଜ ପରିଶ୍ରମ ବଳରେ ହିଁ କରିଥାନ୍ତି । କେତେଜନଙ୍କ ଭାଗ୍ୟ ଏମିତି ହୋଇଥାଏକି ଜନ୍ମ ହେବ କ୍ଷଣି ସୁନାର ଚାମଚ ତାଙ୍କ ମୁହଁରେ ଲାଗିଥାଏ । ମୋ ମତରେ ନିଯ ପରିଶ୍ରମ ବଳରେ ମିଳିଥିବା ସଫଳତାର ଆନନ୍ଦ କିଛି ଅଲଗା ଅଟେ ।

ଏହି ଆନନ୍ଦର ଅନୁଭୂତି ଏହି ଲୋକ ତାଙ୍କ ଜୀବନରେ ପ୍ରାପ୍ତ କରିଥାନ୍ତି । ଏମାନେ ତାଙ୍କ ଜୀବନରେ ସଫଳତା ପାଇବା ପାଇଁ ବହୁତ ପରିଶ୍ରମ କରିଥାନ୍ତି । ଏହି ଲୋକ କାଳ୍ପନିକ ଜୀବନରେ ବଞ୍ଚିବା ପାଇଁ ଅଧିକ ପସନ୍ଦ କରିଥାନ୍ତି । ଏହି ଲୋକଙ୍କ ଭିତରେ ନୂଆ ନୂଆ କାମ କରିବା ଓ ଜାଣିବାର କ୍ଷମତା ମଧ୍ୟ ରଖିଥାନ୍ତି ।

ଏହି ଲୋକ କିଛିବି କାମ ବହୁତ ପ୍ରଫେସନାଲ ଭଳି କରିଥାନ୍ତି । ଏହି ଲୋକ ଧାର୍ମିକ ହେବ ସହିତ ବହୁତ ମାତ୍ରାରେ ଭାବୁକ ମଧ୍ୟ ହୋଇଥାନ୍ତି । ଯଦି ଏହି ଲୋକଙ୍କ ବିଷୟରେ କିଏ ଭୁଲ କହିଦେଲା ସେ ବହୁତ ଜଲ୍ଦି ହ୍ରୁଦୟକୁ ନେଇଥାନ୍ତି । ଏମାନଙ୍କର ଆହୁରି ଭଲ ଗୁଣ ଏହାକି ଯଦି ଏମାନଙ୍କୁ କିଛି ଖରାପ ବ୍ୟବହାର କଲା ଏହି ଲୋକ ନିଜ ମୁହଁରେ ନକହି ନିଜ କାର୍ଯ୍ୟରେ କରାଇ ଦେଖେଇଥାନ୍ତି ।

ଆହିରି ମଧ୍ୟ ଭଲ ଗୁଣ ଏହାକି ଏମାନେ ନିଜ ଭୁଲରୁ ହିଁ ଶିଖି ଆଗକୁ ବଢିଥାନ୍ତି । ଏମାନଙ୍କ ଜୀବନର ଉଦେଶ୍ୟ ପରିବାର ଲୋକଙ୍କୁ ଖୁସିରେ ରଖିବା ହୋଇଥାଏ । ନିଜ ପରିବାର ପାଇଁ ସେ ଜୀବନରେ ମଧ୍ୟ ବଡ ବଡ ତ୍ୟାଗ କରିଥାନ୍ତି । ଏମାନଙ୍କୁ ଯେତେ କଷ୍ଟ ହେଲେ ମଧ୍ୟ ନିଜ ପରିବାରକୁ ସବୁବେଳେ ଖୁସିରେ ରଖି ଥାନ୍ତି । ଏହି ଲୋକ ନିଜ ଲକ୍ଷକୁ ପାଇବା ପାଇଁ ବହୁତ ଜିଦି ହୋଇଥାନ୍ତି ।

ଯେବେ ସେ ସ୍ତିର କରିଥାନ୍ତି କିଛି କରିବା ସେହି ଜିନିଷ କାଲା ପରେ ହିଁ ସେ ଚୁପ ବସିଥାନ୍ତି । ଯେଉଁ ଲୋକଙ୍କର ବୁଢା ଆଙ୍ଗୁଠିର ପାଖ ଆଙ୍ଗୁଠି ବଡ ହୋଇଥାଏ ତାଙ୍କୁ ଜୀବନରେ ପ୍ରେମ ବା ଭଲପାଇବା ମିଳିଥାଏ କିନ୍ତୁ ଅଶି ପ୍ରତିଶତ ଲୋକ ନିଜ ଭଲପାଇବା ବିବାହରେ ପରିବର୍ତନ କରିପାରନ୍ତି ନହିଁ । ଆଉ ୨୦ ପ୍ରତିଶତ ଲୋକଙ୍କ ପ୍ରେମ ବିବାହ ହେଲେ ମଧ୍ୟ ଜୀବନରେ ବହୁତ ସଂଘର୍ଷ କରିବାକୁ ପଡିଥାଏ ।

ଏମାନଙ୍କୁ ପ୍ରାରମ୍ଭିକ ଜୀବନରେ ବହୁତ ସଂଘର୍ଷ ଦେଖିବାକୁ ମିଳିଥାଏ କିନ୍ତୁ ୨୮ ବର୍ଷ ପରେ ଯେମିତି ବୟସ ଆଧିକ ବଢି ବଢି ଯିବ, ତାଙ୍କ ଜୀବନରେ ଉପଲବ୍ଧି ସେହି ହିସାବରେ ପୁରା ହୋଇ ହୋଇ ଯିବ। ୨୮ ବର୍ଷ ପରେ ଏହି ଲୋକଙ୍କ ଭାଗ୍ୟ ଉଦୟ ହେବା ଆରମ୍ଭ ହୋଇଥାଏ । ତାପରେ ସେ ତାଙ୍କ ଜୀବନରେ ବହୁତ ସୁଖ ସମୃଦ୍ଧି ଭୌତିକ ସୁଖ ଯଶ ଆଦି ପ୍ରାପ୍ତ କରିଥାନ୍ତି । ଆଗକୁ ଆମ ସହ ରହିବା ପାଇଁ ଆମ ପେଜକୁ ଲାଇକ କରନ୍ତୁ ।