ଇଂରାଜୀ ତାରିଖ ଭାବେ ନୂଆ ବର୍ଷ କୁ ସମସ୍ତେ ଡିସେମ୍ବର ମାସରେ ପାଳିତ କରାଯାଏ । ତେବେ ଆମ ଭାରତ ରେ ବହୁତ ଭାଷାର ଓ ବହୁତ ଭିନ୍ନ ଭିନ୍ନ ଜାତିର ବର୍ଣ ର ଲୋକ ବାସ କରନ୍ତି । ତେବେ ସବୁ ଭାଷା ଓ ଜାତି ରେ ନୂଆ ବର୍ଷ ମଧ୍ୟ ଅଲଗା ଅଲଗା ଦିନ ଓ ଅଲଗା ଅଲଗା ରୀତି ନୀତି ଭାବେ ପାଳିତ ହୋଇଥାଏ । ତେବେ ଆମ ଓଡିଶା ରେ ପଣା ସଙ୍କ୍ରାନ୍ତିକୁ ଓଡିଆ ନବବର୍ଷ ଭାବେ ପାଳନ କରାଯାଏ ।
ଏହି ନବବର୍ଷ ଦିନ ଭଗବାନ ହନୁମାନଜି ଙ୍କ ଜନ୍ମ ଦିନ ଭାବେ ମଧ୍ୟ ପାଳିତ ହୋଇଥାଏ । ତେବେ ଏହି ଶୁଭ ଦିନ ହେବାକୁ ଯାଉଛି ଗ୍ରହ ମାନଙ୍କ ମଧ୍ୟ ରେ ଏକ ପରିଵର୍ତନ । ଏହି ପରି ବର୍ତନ ର ଶୁଭ ଫଳ କିଛି ରାଶିକୁ ମିଳିବ । ଏହା ଛଡା ଭଗବାନ ବଜରଙ୍ଗ ବାଲିଙ୍କ ଆଶ୍ରିବାଦ ମଧ୍ୟ ମିଳିବ ଏହି ରାଶିର ବ୍ୟକ୍ତିଙ୍କୁ ।
ପ୍ରଥମ ରାଶି ବୃଷ ରାଶି – ଆପଣ ନିଜର ଦୈନଦିନ କାର୍ଯ୍ୟ ଛାଡି ଯଦି କୌଣସି ନୂଆ କାର୍ୟ୍ଯ କରିବେ ସେଥିରେ ସଫଳତା ପାଇବେ । ଆପଣଙ୍କ ଜୀବନ ସୁଖମୟ ହେବ । ଜୀବନ ସାଥୀଙ୍କ ସହ ଶୁଭ ସମୟ ଅତିବାହିତ ହେବ । ଏହି ନୂଆ ବର୍ଷ ଟି ଆପଣଙ୍କ ପାଇଁ ବହୁତ ଶୁଭ ଖବର ଆଣିବ ।
ଦ୍ଵିତୀୟ ରାଶି – କୁମ୍ଭ ରାଶି – ଆପଣଙ୍କ ଜୀବନର ସବୁ ସମସ୍ୟା ଏବେ ଦୁର ହେବ । ଆପଣଙ୍କ ଜୀବନରେ ଏବେ ଖୁସି ର ମୁହୂର୍ତ୍ତ ଆସିବାକୁ ଯାଉଛି । ବ୍ୟାପାର ବାଣିଜ୍ୟ ରେ ଉନ୍ନତି ହେବ । ପରିବାରରେ ଖୁସି ର ବାତାବରଣ ରହିବ । ଆପଣଙ୍କ ପାଇଁ ଏହି ନୂଆ ବର୍ଷ ବହୁତ ଶୁଭ ଫଳ ପ୍ରଦାନ କରିବ । ଏହା ଛଡା ହନୁମାନ ଜି ଙ୍କ କୃପା ମଧ୍ୟ ଆପଣଙ୍କୁ ଲାଭ ହେବ ।
ତୃତୀୟ ରାଶି ହେଉଛି ତୁଲା – ଏହି ରାଶିର ବ୍ୟକ୍ତିଙ୍କ ର ଏବେ ଧନ ବୃଦ୍ଧି ର ଯୋଗ ଅଛି । ଆପଣ କୌଣସି ନୂଆ ମିତ୍ର କରିପାରନ୍ତି । ଆପଣଙ୍କ ଜୀବନରେ ଏବେ ବହୁତ ଶୁଭ ଘଟଣା ଘଟିବ । ପ୍ରେମ ସମ୍ପର୍କ ମଧୁର ହେବ । ଜୀବନସାଥୀଙ୍କ ସହ ସମ୍ପର୍କ ଭଲ ରହିବ ।
ଚତୁର୍ଥ ରାଶି ହେଉଛି କନ୍ୟା ରାଶି – ଏହି ରାଶି ର ବିଦ୍ୟାର୍ଥୀ ଙ୍କ ପାଇଁ ଏହି ନବ ବର୍ଷ ଅତ୍ୟନ୍ତ ଶୁଭ ଅଟେ । ଏମାନେ ଏବେ ବହୁତ ଉନ୍ନତି କରିବେ । ମାନ ସମ୍ମାନ ପ୍ରାପ୍ତ ହେବ । ପଞ୍ଚମ ରାଶି ହେଉଛି ମିଥୁନ ରାଶି – ଏହି ରାଶିର ଲୋକମାନେ ବହୁତ ଲାଭବାନ ରହିବେ ଚାକିରୀ ଓ ବାଣିଜ୍ୟ କ୍ଷେତ୍ରରେ ପରିବାର ରେ ସୁଖର ପରିବେଶ ରହିବ ।
କୌଣସି ଶୁଭ କାର୍ଯ୍ୟ ହୋଇପାରେ । ଷଷ୍ଠ ରାଶି ହେଉଛି ମେଷ – ଆପଣଙ୍କ ପାଇଁ ଏହି ନବବର୍ଷ ବହୁତ ଶୁଭ ମୟ ରହିବ । ଆପଣଙ୍କ ର ସବୁ କାର୍ଯ୍ୟ ସଫଳ ହେବ । ଆପଣଙ୍କୁ ଧନ ପ୍ରାପ୍ତି ର ଯୋଗ ମଧ୍ୟ ଅଛି ।