ଯଦି ଆପଣଙ୍କ ଘରେ ପାରା କରିଛି ବସା, ତେବେ ଜାଣି ରଖନ୍ତୁ କଣ ସବୁ ହୋଇପାରେ ଆପଣଙ୍କ ସହ

କହିବାକୁ ଗଲେ ପାରାମାନଙ୍କୁ କେବଳ ଦାନା ଓ ପାଣି ପକାଇଲେ ସେ ରହିଥାନ୍ତି । କାରଣ ତାଙ୍କ ପେଟ ସବୁବେଳେ ଭରି ରହିଥାଉ । ଓ ତାଙ୍କୁ ଖାଇବା ଓ ପିଇବା ଖୋଜାରେ କେଉଁଆଡେ ବୁଲିବାକୁ ନ ପଡେ । କିନ୍ତୁ ବହୁତଥର ଏମିତି ହୋଇଥାଏ କି ସେ ଆମ ଘରରେ ବସା ବନାଇ ଦିଅନ୍ତି । ପାରା ଯେଉଁଠି ନିଜକୁ ସୁରକ୍ଷିତ ଭାବେ ସେଠାରେ ସେ ନିଜର ବସା ବନାଇଦିଏ । ଯଦି ଆପଣଙ୍କ ଘରେ କେଉଁ ପାରା ବସା ବନାଇଦେଇଛି । ତେବେ ଆପଣଙ୍କ ପାଇଁ କିଛିଟା ଶୁଭ ଫଳ ନିଶ୍ଚିତ ରହିଛି । ଆସନ୍ତୁ ଜାଣିବା ପାରା ଘରେ ରହିବା ଦ୍ୱାରା କଣ ହୋଇଥାଏ ଫାଇଦା ।

ଏଥିରେ କୌଣସି ସନ୍ଦେହ ନାହିଁ କି ପାରା ସବୁବେଳେ ଶାନ୍ତ ଓ ସିଧା ସ୍ୱଭାବର ପକ୍ଷୀ ହୋଇଥାଏ । ପାରା ର କାମ କେବଳ ଆକାଶରେ ଉଡିବା । ଯଦି କେବେ ସେ ଅଶାନ୍ତ ହେଲେ ସେ କାହାର କିଛି କ୍ଷତି କରେ ନାହିଁ । ବୋଧେ ଏହି କାରଣରୁ ଲୋକମାନେ କେଉଁ ପଶୁ ଓ ପକ୍ଷୀ ଅପେକ୍ଷା ଅଧିକା ପାରା ପାଳିବା ପସନ୍ଦ କରନ୍ତି ।

ଯଦି ଆପଣଙ୍କ ଘରେ ପାରା ବସା ବନାଇଦେଇଛି ତେବେ ବୁଝିଯାଆନ୍ତୁ କି ଆପଣଙ୍କ ଘରେ ସୁଖ ସମୃଦ୍ଧି ଆସିବାର ଅଛି । ଏହାର ମତଲବ ଏହା କି ଆପଣଙ୍କ ଜୀବନରେ ପ୍ରଗତି କରିବେ । ଓ ଏହା ସହ ଘରେ ସୁଖ ଶାନ୍ତିର ବାତାବରଣ ରହିବ । କହିଦେବୁ କି ଏହାର ମତଲବ ଏହା କି ଆପଣଙ୍କୁ ବହୁତ କମ୍ ସମୟରେ ବଡ ସଫଳତା ମିଳିପାରିବ । କିଛି ଲୋକ ଏହାକୁ ଖରାପ ସଙ୍କେତ ଭାବି ନିଅନ୍ତି । କିନ୍ତୁ ଆପଣଙ୍କୁ ଜଣାଇଦେବୁ କି ଏହା ଏକ ଭଲ ସଙ୍କେତ ହୋଇଥାଏ ।

ଏବେ ଏତିକି ତ କେହି ସନ୍ଦେହ କରିପାରିବେନି କି ସଫଳତା ପାଇବା ପାଇଁ ଇଚ୍ଛା କାହାକୁ ବି ହୋଇନଥାଏ । ଏହା ଛଡା କେଉଁ କାମରେ ସଫଳତା ହାସିଲ୍ କରିବାପାଇଁ ପରିଶ୍ରମ କରିବାକୁ ପଡେ । ଯାହା ଭାଗ୍ୟର ଦମରେ ସଫଲତା ମିଳିପାରିଥାଏ । ସବୁ ଲୋକ କଡା ପରିଶ୍ରମ କରି ଏହି ସଫଳତା ପାଇବାକୁ ନିଜ ଜୀବନ ଲଗାଇଦିଅନ୍ତି । କିନ୍ତୁ ସଫଳତା ମିଳିପାରେ ନାହିଁ । ଏଥିପାଇଁ ପରିଶ୍ରମ ଓ ଭାଗ୍ୟର ସାଥ୍ ରହିବା ନିତାନ୍ତ ଜରୁରୀ । ପ୍ରକୃତରେ ପାରା ଘରେ ବସା ବନାଇଦେଲେ ଏହି ଶୁଭ ଫଳ ମିଳିଥାଏ ।

ଏଥିପାଇଁ ଯଦି ହୋଇପାରୁଛି ତେବେ ପାରାକୁ ସବୁ ଦିନ ଦାନା ଓ ପାଣି ଦିଅନ୍ତୁ । ଆପଣଙ୍କୁ ତାଙ୍କର ଆଶିର୍ବାଦ ମିଳିବ । ଓ ଆପଣଙ୍କ ଘର ଖୁସିରେ ଭରି ଉଠିବ । ଓ ଖରାପ ସମୟ ଚାଲିଯିବ ।

Leave a Reply

Your email address will not be published. Required fields are marked *