ପରି ଭଳି ସୁନ୍ଦର ଅଟନ୍ତି ସୌରଭ ଗାଙ୍ଗୁଲୀଙ୍କ ଝିଅ, ଫଟୋ ଦେଖି ଆପଣ ବି ନଜର ହଟେଇ ପାରିବେ ନାହିଁ

ଆପଣ ବହୁତ ଥର ବଲୀଉଡ ଅଭିନେତା ଅଭିନେତ୍ରୀଙ୍କ ଛୁଆ ଫଟୋ ସୋଶିଅଲ ମିଡିଆ ରେ ଦେଖିଥିବେ ଓ ପସନ୍ଦ ମଧ୍ୟ କରିଥିବେ, କିନ୍ତୁ ଆଜି ଯେଉଁ ଛୁଆ ଫଟୋ ଆମେ ଆଜି ଆପଣଙ୍କୁ ଦେଖେଇବାକୁ ଯାଉଛୁ ତାହା କୌଣସି ବଲୀଉଡ ଅଭିନେତା ବା ଅଭିନେତ୍ରୀଙ୍କ ନୁହ ଗୋଟେ ବହୁତ ପ୍ରସିଦ୍ଧ କ୍ରିକେଟର ଝିଅ ଅଟନ୍ତି । ଯିଏ ଭାରତୀୟ ଟିମ ପାଇଁ ବହୁତ ବଡ ଯୋଗଦାନ କରିଥିଲେ, ତାଙ୍କର ବହୁତ ଫ୍ୟାନ୍ସ ଅଛନ୍ତି ଯିଏ ତାଙ୍କୁ ଥରେ ଦେଖିବା ପାଇଁ କିଛି ବି କରି ପାରନ୍ତି ।

ତେବେ ଆଜି ଆମେ ଯାହା ବିଷୟରେ କହୁଛୁ ସେ ଆଉ କେହି ନୁହ ସୌରଭ ଗାଁଗୁଲି ଅଟନ୍ତି ଯାହାଙ୍କୁ ବାଙ୍ଗାଲ ଶେର କୁହା ଯାଏ ।

ଆଜି କାଲୀ ସେ କ୍ରିକେଟ ଠାରୁ ଦୂରେଇ ଯାଇଛନ୍ତି କିନ୍ତୁ ତାଙ୍କ ସମ୍ପର୍କ କ୍ରିକେଟ ସହ ସମାପ୍ତ ହୋଇ ନାହିଁ ଓ ଏହା କେବେ ବି ସମାପ୍ତ ହବ ନାହିଁ, ଏବେ ସୌରଭ କ୍ରିକେଟ ଆସୋସିଏସନ ଚେୟରମେନ ଅଛନ୍ତି । ତେବେ କେବଳ ଭାରତ ରେ ନୁହ ବିଦେଶୀ ଲୋକ ମଧ୍ୟ ସୌରଭଙ୍କ ଭଉତ ବଡ ଫ୍ୟାନ ଅଛନ୍ତି କିନ୍ତୁ ଆଜି ଆମେ ସୌରଭଙ୍କ ଝିଅଙ୍କ ବିଷୟରେ କହିବାକୁ ଯାଉଛୁ ଓ ଆପଣଙ୍କୁ ତାଙ୍କ ଫଟୋ ଦେଖେଇବୁ ।

ସୌରଭଙ୍କ ଝିଅ ନା ସାନା ଗାଁଗୁଲି ଅଟେ, ଯଦି ଆମେ ଏହା କହୁ ଯେ ସାନା ଦେଖିବା ପାଇଁ ପରି ଭଳି ତେବେ ଏହା ଭୁଲ ହବ ନାହିଁ ଓ ଆପଣ ମଧ୍ୟ ଫଟୋ ଦେଖିଲା ପରେ କହିବେ ଯେ ଏହା ସତ ଅଟେ । ସାନା ଆଜି କାଲୀ ତାଙ୍କ ଫଟୋଶୁଟ ପାଇଁ ବହୁତ ଚର୍ଚା ରେ ଅଛନ୍ତି ଓ ଖୁବ ଶୀଘ୍ର ତାଙ୍କ ଫଟୋ ଭାଇରାଲ ହବ ବା ଏହା କହିବା ଯେ ଭାଇରାଲ ହୋଇ ଯାଇଛି । ସାନା ତାଙ୍କ ପ୍ରଥମ ଶୁଟ ନିଜ ପିତା ସୌରଭଙ୍କ ସହ କରିଛନ୍ତି ଯାହା ଦ୍ଵାରା ତାଙ୍କୁ ବହୁତ ଆତ୍ମବିଶ୍ଵାସ ପ୍ରାପ୍ତ ହୋଇଛି ଓ ପିତା ଝିଅ ଭଲ ପାଇବା ଦେଖା ଯାଉଛି ।

ଏହି ଫଟୋ ଶୁଟ ରେ ସାନା ବହୁତ ସୁନ୍ଦର ଲାଗୁଛନ୍ତି କାହିଁକିନା ସେ ବୟସ ର ଏମିତି ସ୍ଥିତି ରେ ଅଛନ୍ତି ଯେଉଁଠି ସୁନ୍ଦର ଲାଗିବା ସ୍ଵଭାବିକ ଅଟେ । ତେବେ ଛୋଟ ବେଳୁ ସାନା ନିଜ ପିତା ସବୁ ମ୍ୟାଚ ଦେଖିବା ପାଇଁ ଯାନ୍ତି ତାଙ୍କ ଅନୁଯାଇ ତାଙ୍କୁ ନିଜ ବାପାଙ୍କୁ ଖେଳୁଥିବାର ଦେଖିବା ବହୁତ ପସନ୍ଦ ଅଟେ । ତେବେ ସାନା ମଧ୍ୟ ଗୋଟେ ଷ୍ଟାର କିଡ ଅଟନ୍ତି ଓ ତାଙ୍କ ପାଇଁ ମଧ୍ୟ ବଲୀଉଡ ରାସ୍ତା ଖୋଲା ଅଛି ଆମେ ତାଙ୍କ ଉଜ୍ଵଳ ଭବିଷ୍ୟ ପାଇଁ କାମନା କରୁଛୁ ।

Leave a Reply

Your email address will not be published. Required fields are marked *