ପାର୍ଲେ-ଜି ବିସ୍କୁଟ୍ ର ପ୍ୟାକ୍ ରେ ଥିବା ଝିଅଟି କିଏ । ଓ ଏବେ ସେ କିପରି ଦିଶୁଛି – ଏବେହିଁ ଦେଖନ୍ତୁ

ପାର୍ଲେ ଜି ଆପଣ ଛୁଆବେଳେ କିମ୍ବା ଏବେ ଆପଣ ମାନେ ଖାଉଥିବେ । କେବେ ଭାବିଛନ୍ତି କି ଏହି ବିସ୍କୁଟ୍ ର୍ ବିଜ୍ଞାପନରେ ଆସୁଥିବା ସେ ଝିଅଟି କିଏ ।ଓ କେଉଁଠାରୁ ସେ । ଏବେ ସେ କିପରି ଦିଶୁଛି । ଆପଣ ମାନଙ୍କର ସବୁ ପ୍ରଶ୍ନର ଜବାବ ଦେବାପାଇଁ ଆସନ୍ତୁ ଜାଣିବା ଏହି ଝିଅଟି କିଏ ଓ ସେ କେଉଁଠାରେ ରହୁଛି ।ବହୁତ ବର୍ଷ ପରେ ମଧ୍ୟ ଆମେ ଆଜିକାଲି ପାର୍ଲେଜି ବିସ୍କୁଟ୍ ର ଖାଇ ମଜା ନେଉଛେ । ଏହି ବିସ୍କୁଟ୍ ୬୦ ଦଶକର ଅଟେ । ଓ ଆଜି ବି ଏହି ବ୍ରାଣ୍ତ ଇଣ୍ତିଆର ଲୋକପ୍ରିୟ ବ୍ରାଣ୍ତ ଅଟେ । କିନ୍ତୁ ଆପଣ କେବେ ଧ୍ୟାନ ଦେଇଛନ୍ତି ଏହି ବିସ୍କୁଟ୍ ର ପ୍ୟାକେଟ୍ ଉପରେ ଯେଉଁ ଝିଅଟି ଅଛି ତାହା କାହାର ଫଟୋ ।

ଆଜି ଆପଣଙ୍କୁ ଆସନ୍ତୁ ଜଣାଇବୁ । ଏହି ପ୍ରଶ୍ନର ଉତ୍ତର ବହୁ ଲୋକ ଖୋଜିବାକୁ ଚେଷ୍ଟା କରିଥିଲେ । କିନ୍ତୁ ବହୁତ କମ୍ ଲୋକ ଏହି ପ୍ରଶ୍ନର ଉତ୍ତର ଖୋଜି ପାଇଥିଲେ । ତେବେ ଆସନ୍ତୁ ଜାଣିବା ସେ କିଏ । ତାଙ୍କ ନାଁ ନିରୁ ଦେଶପାଣ୍ତେ ଅଟେ । ଓ ସେ ନାଗପୁର ର ଅଟନ୍ତି । ଯେତେବେଳେ ତାଙ୍କୁ ୪ ବର୍ଷର ହୋଇଥିଲା ତାଙ୍କ ବାପା ଏକ ଫଟୋ ଉଠାଇଥିଲେ ।

ତାଙ୍କ ବାପା ଜଣେ ଫଟୋଗ୍ରାଫର୍ ନୁହନ୍ତି କିନ୍ତୁ ପାର୍ଲେଜି କମ୍ପାନୀ ତାଙ୍କର ଏହି ସୁନ୍ଦର ଛବି କୁ ପାର୍ଲେଜି କମ୍ପାନିର ପ୍ୟାକେଟ୍ ରେ ଛପାଇବାକୁ ବାଛିଥିଲେ ।

ପ୍ରଥମ ବାଳ କଳାକାର : କେଉଁ ବିଜ୍ଞାପନରେ ଏହା ପ୍ରଥମ ବାଳ କଳାକାରଙ୍କ ଫଟୋ ଥିଲା ।ଓ କେତେ ବର୍ଷ ପରେ ମଧ୍ୟ ଆଜି ବି ତାଙ୍କର ଫଟୋ ପାର୍ଲେଜି ବିସ୍କୁଟ୍ ପ୍ୟାକେଟ୍ ରେ ଦେଖିବାକୁ ମିଳୁଛି । ନିରୁ ଦେଶପାଣ୍ତେ ଏବେ ୬୫ ବର୍ଷ ହେଇସାରିଲେଣି । ଓ ଏବେ ସେ ମହାରାଷ୍ଟ୍ରରେ ରହୁଛନ୍ତି । ନିରୁ ଦେଶପାଣ୍ତେଙ୍କ ବୟସ ୬୫ ବର୍ଷର ହୋଇସାରିଲେଣି ସେ ଏବେ ତାଙ୍କ ପିଲାଙ୍କ ସହ ଓ ନିଜେ ବି ସୁସ୍ଥ ଅଛନ୍ତି । ଓ ଆରାମରେ ଜୀବନ ଯାପନ କରୁଛନ୍ତି ।

Leave a Reply

Your email address will not be published. Required fields are marked *