ପରୀକ୍ଷା ଦେବା ପୂର୍ବରୁ ଗୋଟେ କାମ କରନ୍ତୁ ସଫଳତା ନିଶ୍ଚୟ ପ୍ରାପ୍ତି ହେବ ।

ସାନ ପିଲା ହେଉବା ଅଥବା ବଡ ପିଲା ପରୀକ୍ଷା ସବୁଦିନ ଲାଗି ରହିଥାଏ । କାହିଁକି ନା ଛାତ୍ର ଜୀବନରେ ହେଉବା ଚାକିରି କ୍ଷେତ୍ରରେ ଆପଣ ମାନେ ପରିକ୍ଷା ଦେଇ ଥାନ୍ତି । ଆପଣ ଜାଣି ଥିବେ କିଛି ବ୍ୟକ୍ତି ପରିକ୍ଷା ପୂର୍ବରୁ ସବୁ ପଢିଥିବେ କିନ୍ତୁ ପରିକ୍ଷାରେ କିଛି ମନେ ପଡେ ନାହିଁ । ଫ୍ରେଣ୍ଡସ୍ ଏଭଳି କିଛି ବାସ୍ତୁ ଶାସ୍ତ୍ରରେ ଯଦି ଆପଣ ପାଳନ କରୁ ଛନ୍ତି ତାହା ହେଲେ ସବୁ ମନେ ରହିବ । ଏହି କଥା ଆପଣ ନିହାତି ଭାବେ ଜାଣି ଥିବେ ଯେ ବଡ ଲୋକ ମାନେବି କହି ଥାନ୍ତି ଯେ ପାହାନ୍ତା ଉଠି ପଢିଲେ ସବୁ କଥା ମନେ ରହିବ ।

ପୁରା ରାତି ମୋବାଇଲ ଚାର୍ଜ କରୁଛନ୍ତି କି ? ଯଦି କରୁଥାନ୍ତି ତେବେ ଏବେହିଁ ପଢନ୍ତୁ କଣ ହୁଏ …

କାହିଁକିନା ପାହାନ୍ତିଆ ମନ ପବିତ୍ର ରହି ଥାଏ ଆପଣଙ୍କ ମନରେ ଆଉ କିଛି ଜୁଟି ନଥାଏ । ତେଣୁ ଭଲ ମାର୍କ ରହି ଥାଏ । ବାସ୍ତୁ ଶାସ୍ତ୍ର ଅନୁସାରେ ପରୀକ୍ଷାକୁ ଯିବା ପୂର୍ବରୁ ପକେଟରେ ଗୋଟିଏ ଦୂବ ଘାସ ପୂରାଇ ନିଅନ୍ତୁ ପରିକ୍ଷାର ଯାତ୍ରା ଶୁଭ ରହିବ । ତାହା ସହ ତୂଳସୀ ଗଛର ମାଟି ମୁଣ୍ଡରେ ଲଗାନ୍ତୁ ଯାତ୍ରା ସଫଳ ରହିବ । ଦେଖିବେ ଯେ ପରିକ୍ଷାରେ ସବୁ ମନେ ପଡିବ । ସବୁ ପରିକ୍ଷାରେ ସଫଳତା ମିଳିବ ।

ଆତିଫ୍ ଅସଲାମ୍ ଙ୍କ ସ୍ତ୍ରୀ କେଉଁ ଅପସରା ଠାରୁ କମ୍ ନୁହନ୍ତି , ସୁନ୍ଦରତା ଦେଖିକରି ଆପଣ ଚକିତ ହୋଇଯିବେ ଏବେ ଦେଖି ନିୟନ୍ତୁ

Leave a Reply

Your email address will not be published. Required fields are marked *