ବାଛନ୍ତୁ ନିଜ ପସନ୍ଦର କୌଣସି ଏକ Letter ଓ ଜାଣନ୍ତୁ ନିଜ ବିଷୟରେ ଗୋଟେ ଖାସ କଥା

ଆମ ଜୀବନରେ ଆମେ କେମିତି ରହିଥାଉ, କେମିତି ଲୋକଙ୍କ ସହ ରହିବା ପସନ୍ଦ କରନ୍ତି, ଏହି ସବୁ କଥା ଆମ ଭାବନା ବା କ୍ଷମତା ଉପରେ ନିର୍ଭର କରିଥାଏ । ସବୁ କଥାର କିଛି ନା କିଛି ଅର୍ଥ ନିଶ୍ଚିନ୍ତ ହୋଇଥାଏ । ଆଜି ଆମେ ଆପଣଙ୍କୁ ଇଂରାଜୀ ୫ଟି ଅକ୍ଷର ଦଉଛୁ ଆପଣଙ୍କୁ ଏହି ଅକ୍ଷର ମଧ୍ୟରୁ ବାଛିବାକୁ ହବ ଯାହା ଅନୁଯାଇ ଆମେ ଆପଣଙ୍କ ବିଷୟରେ ଆଜି କିଛି କଥା କହିବୁ । ଏହି ଅକ୍ଷର ଗୁଡିକ ହେଲା ଏ, ଡି, ପି, ଆର ଏବଂ ଏସ ତେବେ ଆସନ୍ତୁ ଆରମ୍ଭ କରିବା ।

Image Courtesy: Google

ଏ :

ଯଦି ଆପଣ ଏ ଅକ୍ଷର ପସନ୍ଦ କରିଛନ୍ତି ତେବେ ଆପଣଙ୍କୁ ବୁଲିବା ଓ ପାର୍ଟି କରିବା ବହୁତ ପସନ୍ଦ ଅଟେ । ଏହା ଛଡା ଆପଣ ବହୁତ ଆକର୍ଷକ ଓ ସମ୍ପର୍କକୁ ମହତ୍ଵ ଦବାର ହୋଇଥାନ୍ତି । ଆପଣ ଏମିତି କିଛି କାମ କରିଥାନ୍ତି ଯାହା ଆଶା ମଧ୍ୟ ଅନ୍ୟ ଲୋକ କରି ନଥାନ୍ତି । ଆପଣ କାହାକୁ ଧୋକା ଦିଅନ୍ତି ନାହିଁ ଓ ନିଜେ ମଧ୍ୟ ସହି ପାରନ୍ତି ନାହିଁ ।

Image Courtesy: Google

ଡି :

ଯଦି ଆପଣ ଡି ଅକ୍ଷର ପସନ୍ଦ କରିଛନ୍ତି ତେବେ ଏହି ଭଳି ବ୍ୟକ୍ତ ବହୁତ ପରିଶ୍ରମୀ ହୋଇଥାନ୍ତି ଓ ନିଜ କେରିଅର ବିଷୟରେ ବହୁତ ଗମ୍ଭୀର ହୋଇ ଚିନ୍ତା କରିଥାନ୍ତି । ଆପଣ ନୂଆ ଜିନିଷ ବ୍ୟବହାର କରିବା ଓ ଶିଖିବା ବହୁତ ପସନ୍ଦ କରିଥାନ୍ତି ଏହା ଛଡା ଏହି ଭଳି ଲୋକଙ୍କୁ ବୁଲା ବୁଲି କରିବା ମଧ୍ୟ ବହୁତ ପସନ୍ଦ ହୋଇଥାଏ ।

ପି :

ଯଦି ଆପଣ ପି ଅକ୍ଷର ପସନ୍ଦ କରିଛନ୍ତି ତେବେ ଏହି ଭଳି ବ୍ୟକ୍ତି ଶୀଘ୍ର ସାଙ୍ଗ ହୁଅନ୍ତି ନାହିଁ ବା କାହା ସହ ଶୀଘ୍ର ମିଶି ନଥାନ୍ତି କିନ୍ତୁ ଥରେ ଯାହା ସହ ମିଶି ଥାନ୍ତି ତାଙ୍କ ସହ ଜୀବନ ସାରା ଧୋକା ବା ବିଶ୍ଵାସ ଘାତ ଭଳି କାମ କରିନଥାନ୍ତି ।

Image Courtesy: Google

ଆର :

ଯଦି ଆପଣ ଆର ଅକ୍ଷର ପସନ୍ଦ କରିଛନ୍ତି ତେବେଏହି ଭଳି ବ୍ୟକ୍ତି ମନରେ ବହୁତ ରହସ୍ୟ ଲୁଚେଇ ରଖି ଥାନ୍ତି ତେବେ ଏହି ନାମ ଲୋକ ଅନ୍ୟ ଲୋକଙ୍କ ଭାବନା ବହୁତ ଭଲରେ ବୁଝି ପାରନ୍ତି କିନ୍ତୁ ନିଜ ଭାବନା କାହାକୁ ଜାଣିବା ଦିଅନ୍ତି ନାହିଁ ।

ଏସ :

ଯଦି ଆପଣ ଏସ ଅକ୍ଷର ପସନ୍ଦ କରିଛନ୍ତି ତେବେଏହି ଭଳି ବ୍ୟକ୍ତି କାମ ଭଲ ହେଲେ ଭଲ ହୋଇଥାନ୍ତି ଓ କାମ ଚିନ୍ତା ହେଲେ ଦୁଃଖୀ ହୋଇଥାନ୍ତି । ଆପଣଙ୍କୁ ଆମର ଏଇ ଆର୍ଟିକିଲ୍ ଟି କେମିତି ଲାଗିଲା କାମେଣ୍ଟ ରେ ଜଣାନ୍ତୁ, ଭଲ ଲାଗିଥିଲେ ଲାଇକ ଓ ଶେୟାର ନିଶ୍ଚୟ କରନ୍ତୁ ।

ଆପଣଙ୍କୁ ଆମର ଏଇ ଆର୍ଟିକିଲ୍ ଟି କେମିତି ଲାଗିଲା କମେଣ୍ଟ ରେ ଜଣାନ୍ତୁ, ଭଲ ଲାଗିଥିଲେ ଲାଇକ ଓ ଶେୟାର ନିଶ୍ଚୟ କରନ୍ତୁ ।

Leave a Reply

Your email address will not be published. Required fields are marked *