ପାର୍ଟନରଙ୍କ ସହ ଏମିତି କରିବା ଦ୍ୱାରା ଶରୀରର ପ୍ରତିରୋଧକ ଶକ୍ତିକୁ ମିଳିଥାଏ ବୁଷ୍ଟ, ଜାଣନ୍ତୁ କଣ

ଶରୀରର ପ୍ରତିରୋଧକ କ୍ଷମତା ବା ଇମ୍ୟୁନ ସିଷ୍ଟମକୁ ପାର୍ଟନରଙ୍କ ସହ ଶୋଇବା ଦ୍ଵାରା ବୁଷ୍ଟ ମିଳିଥାଏ । ଏହା ଆମ ମସ୍ତିଷ୍କ ରେ କେତେ ପ୍ରକାରର କ୍ୟମିକଲ୍ସ କୁ ଛାଡିଥାନ୍ତି, ଯାହାଦ୍ଵାରା ଆମର ଶରୀରରେ ପ୍ରତିରୋଧକ କ୍ଷମତା ବଢିଥାଏ । ଏହା ସହିତ ଶାନ୍ତିରେ ପାର୍ଟନରଙ୍କ ସହ ନିଦ ନେବାପରେ ଶରୀରକୁ ଶାନ୍ତି  ଓ ଆରାମ ଅନୁଭବ ହୋଇଥାଏ । କଣ ଆପଣ କେବେ ଧ୍ୟାନ ଦେଇଛନ୍ତି କି ଆପଣ ପୁରା ଦିନର ଥକାପଣ ଦିନର ଦୁଃଖକୁ ନେଇ ଘରେ ପହଞ୍ଚିଲେ ଓ ତାପରେ କିଛି ସମୟ ନିଜ ପାର୍ଟନରଙ୍କ ବିତାଇବା ପରେ ସବୁ ଥକାପଣ ଦୁର ହୋଇଯାଇଥାଏ । ଏହା କରିବା ଦ୍ଵାରା ଆପଣ ସବୁ କଷ୍ଟକୁ କମ ବୋଲି ଅନୁଭବ କରିବାକୁ ଲାଗିବେ ।

ଯଦି ଦୁଃଖ କଷ୍ଟରେ ଏକୁଟିଆ ଶୋଇବେ ତେବେ ହୁଏ ତ ଆପଣକୁ ନିଦ ନ ଆସିପାରେ , କିନ୍ତୁ ନିଜ ପାର୍ଟନରଙ୍କ ସହ ଶୋଇଲେ ଭଲ ନିଦ ଆସିଥାଏ । ଏହା ଏଥିପଇଁ କାହିଁକି ନା ପାର୍ଟନରଙ୍କ ସହ ଶୋଇଲେ ନିଜକୁ ଖୁସି ମିଳିଥାଏ ଏବଂ ଏହା ଶୀଘ୍ର ନିଦ ଆସିବା ପାଇଁ ସାହାଯ୍ୟ କରିଥାଏ । ଯଦି ଆପଣଙ୍କୁ କୌଣସି କଥାର ଚିନ୍ତା ଲାଗି ରହିଛି ଏବଂ ନିଦ ଆସିବାରେ ଅସୁବିଧା ହେଉଛି ତେବେ ଆପଣ ନିଜ ପାର୍ଟନରଙ୍କ ସହ ନିଜ ମନ କଥା ଶେୟାର କରନ୍ତୁ ଓ ତାଙ୍କୁ କୁଣ୍ଢେଇକି ସୋଇପଡନ୍ତୁ ଦେଖିବେ ଶାନ୍ତିରେ ସୋଇପାରିବେ ।

କେତେ ଥର ଲୋକେ ଏମିତି ସାରା ସାରା ରାତି ମଧ୍ୟ ସେମିତି ଅନିଦ୍ରା ହେଉଛନ୍ତି । ନିଜ ପାର୍ଟନର ବା ଗାର୍ଲଫ୍ରେଣ୍ଡ, ବୟେ ଫ୍ରେଣ୍ଡ୍ ସହ ଶୋଇଲେ ମନୋବୈଗାନିକ ରୂପରେ ଆପଣଙ୍କ ସ୍ୱାସ୍ଥ୍ୟ ଉପରେ ବହୁତ ହିଁ ଲାଭଦାୟକ ଅଟେ । ଦେହ ସହ ଦେହ ଲାଗିବ ଆପଣଙ୍କ ଆଧିବୃକକ ଗ୍ରାନ୍ଥିକୁ କୋଣ୍ଟିସିଲ ଅଟକେଇବା ପାଇଁ ସିଗ୍ନାଲ ପଠାଇଥାଏ । ସହଜ ଶବ୍ଦରେ କୁହାଯାଏତ, ଆପଣଙ୍କ ପାର୍ଟନରଙ୍କ ଛୁଆଁରେ ଆପଣଙ୍କ ଶରୀର ଓ ମସ୍ତିଷ୍କ ଦୁହେଁ ରିଲାକ୍ସ୍ ହୋଇଯାଏ । ଏହାଦ୍ବାରା କଷ୍ଟ ଓ ଭୟ ଦୁଇଟି ଯାକ ଶେଷ ହୋଇଥାଏ ।

ନିଜ ପାର୍ଟନରଙ୍କ ସହ ଶୋଇବା ଦ୍ଵାରା ମସ୍ତିଷ୍କ କେତେ ପ୍ରକାରର କ୍ୟାମିକାଲ ଛାଡ଼ିଥାଏ, କ୍ୟାମିକାଲସ ପୁରୁଣା କଷ୍ଟରୁ ଛୁଟକାରା ଦେବାରେ ସାହାଯ୍ୟ କରିଥାଏ ଏବଂ ଶରୀରକୁ ତୁରନ୍ତ ଆରାମ ପହଞ୍ଚାଇ ଥାଏ  । ଏବେତ ଆପଣ ଜାଣି ଯାଇଥିବେ କି କପଲ୍ସ୍ ମାନେ ଏକା ସହ ଶୋଇବା କେତେ ଲାଭ ଦାୟକ ଅଟେ ଓ କାହିଁକି ନିଜର ସବୁ ବାଧା ନିଜ ପାର୍ଟନରଙ୍କ ପାଖକୁ ଆସିବା ମାତ୍ରେ ସବୁ କଷ୍ଟ ଦୁର ହୋଇଯାଏ ।

Leave a Reply

Your email address will not be published. Required fields are marked *