ବାଛନ୍ତୁ ନିଜ ପସନ୍ଦିତା ରଙ୍ଗର ଗୋଟେ ପତ୍ର ଓ ଜାଣନ୍ତୁ କଣ ପୁରା ହୋଇପାରିବ ଆପଣଙ୍କ ଅଧୁରା ଇଚ୍ଛା

ଯଦି ମନୁଷ୍ୟର ସବୁ ଇଚ୍ଛା ପୁରା ହେବାକୁ ଲାଗିବ ସେ  ସତ ଜୀବନରୁ ଯାଇ ପରିମାନଙ୍କ କାହାଣୀ ବନିଯିବ । କିନ୍ତୁ ଏମିତି ହେବ ବହୁତ ଅସମ୍ଭବ ଅଟେ । ମନୁଷ୍ୟ ମନରେ ବହୁତ ଇଚ୍ଛା ଆସିଥାଏ ଓ ବଦଳି ଥାଏ । ଆପଣଙ୍କ ସବୁ ଇଛା ପୁରଟ ହୋଇପାରିବ ନହିଁ କିନ୍ତୁ ଆମେ ଏହାକୁକଥାକୁ  ନେଇ ପୁରା ଆଶ୍ଵସ୍ଥ ରହିଚୁକୀ ଆପଣଙ୍କ ଏମିତି ଗୋଟେ ଇଚ୍ଛାତ ଅବଶ୍ୟ ରହିଥିବ, ଯାହାକୁ ପୁରା କରିବାର ଅପେକ୍ଷା ଆପଣ କରୁଛନ୍ତି ।

ସେଇ ଇଚ୍ଛା କିଛିବି ହୋଇପାରେ ବିବାହ, ଭଲ ଚାକିରି, ପ୍ରମୋଶନର, ଧନର, ସନ୍ତାନ ପ୍ରାପ୍ତିର । ଆପଣ ଏହା ଅବଶ୍ୟ ଜାଣିବା ପାଇଁ ଚାହୁଁଥିବେ କି ସେଇ ଇଚ୍ଛା ପୁରା ହୋଇପାରିବ । ଯଦି ପୁରା ହୋଇପାରିବ ତେବେ କେବେ, ଯଦି ଏହିପରି ଭାବନା ଆପଣଙ୍କ ମନରେ ଅଛି ତାହେଲେ ଏହି କଥା ଆପଣଙ୍କୁ ବହୁତ ସାହାର୍ଯ୍ୟ କରିବ ।

ଏଠାରେ କିଛି ରଙ୍ଗର ପତ୍ର ରହିଛି, ଏହା ଭିତରୁ କେଉଁ ରଙ୍ଗ ଆପଣ ନିଜ ପାଇଁ ପସନ୍ଦ କରୁଛନ୍ତି ଏହା ବତେଇଥାଏକି ଆପଣଙ୍କ ଇଚ୍ଛାର ନିୟତି କଣ ଅଟେ । ଏହି ପତ୍ର ଭିତରୁ ଗୋଟେ ପସନ୍ଦ କରନ୍ତୁ ଓ ଜାଣନ୍ତୁ କଣ ପୁରା ହୋଇପାରିବ ଆପଣଙ୍କ ଅଧୁରା ଇଚ୍ଛା । ଯଦି ଆପଣ ନିଜ ପାଇଁ ନୀଳ ପତ୍ର ପସନ୍ଦ କରୁଛନ୍ତିତ ତାଙ୍କର ଏହି ଇଚ୍ଛା ଅବଶ୍ୟ ପୁରା ହେବ । କିନ୍ତୁ କିଛି କାରଣ ଲାଗି ଆପଣଙ୍କୁ ଧର୍ଜ୍ୟ ରଖିବାକୁ ପଡିବ ।

ସବୁଜ ପତ୍ର ଯଦି ପସନ୍ଦ କରିଛନ୍ତି ତାହେଲେ ଆପଣ ନିଜର ଇଚ୍ଛା କରିଥିବା କମ ପାଇଁ ବହୁତ କଷ୍ଟ କରିଛନ୍ତି । ଶେଠୀ ପାଇଁ ଆପଣ ଚିନ୍ତା ମୁକ୍ତ ହୋଇ ରୁହନ୍ତୁକି ନିକଟ ଭବିଷ୍ୟତରେ ଆପଣଙ୍କର ଏହି ଇଚ୍ଛା ପୂରଣ ହେବ । ବାଇଗେଣୀ ପତ୍ର ଯଦି ଆପଣ ପସନ୍ଦ କରିଛନ୍ତି ତାହେଲେ ଆପଣଙ୍କ ସ୍ଵପ୍ନ ପୁରା ହେବ ପାଇଁ ଆପଣଙ୍କୁ କଠିନ ପରିଶ୍ରମ କରିବାକୁ ହେବ । ଆପଣ ନିକଟ ଭବିଷ୍ୟତରେ ସକାରାତ୍ମକ ଓ ଅନୁକୂଳ ପରିସ୍ତିତି ଅନୁଭବ କରିବେ ।

ଲାଲ ପତ୍ର ପସନ୍ଦ କରିଥିଲେ ଏହାର ମାନେ ଏହା ଅଟେକି ଆପଣଙ୍କ ଇଛା ପୁରୀ ନିଶ୍ଚିତ ରୂପରେ ହେବ କେମିତି ଓ କେଉଁ ଭଳି ଏହି କଥା ଆପଣଙ୍କୁ ଆଶ୍ଚର୍ଯ୍ୟ କରିଦେବ । ଯଦି ଆପଣ ଚହୁଁଛନ୍ତି ଏହି ଇଛା ଜଲ୍ଦି ପୁରା ହେଉ ତ ଏଥିରେ ଆପଣଙ୍କ ସଚା ମିତ୍ର ଓ ପ୍ରେମିର ସହାୟତା ନେବାକୁ ହେବ ।

ନାରଙ୍ଗି ପତ୍ର ଯଦି ପସନ୍ଦ କରିଛନ୍ତି ଆପଣଙ୍କ ଇଛା ଆପଣଙ୍କ ପାଇଁ ସମସ୍ୟା ଓ ବାଧା ନେଇକି ଆସିପାରେ । ସେଥିପାଇଁ ଆପଣଙ୍କୁ ଏହା ସଜେସନ ଦିଆଯିବକୀ ଆପଣ ଏହି ଇଚ୍ଛାକୁ ଦୁଇତିନି ମାସ ପର୍ଯ୍ୟନ୍ତ ଭୁଲିଯାନ୍ତୁ ଓ ଆପଣଙ୍କ ସୁନହେରେ ଭବିଷ୍ୟକୁ ଆଗକୁ ବଢନ୍ତୁ । ଆପଣଙ୍କ ଇଚ୍ଛା ପୁର୍ତି ପାଇଁ ବର୍ତମାନ ଇଚ୍ଛା ଅନୁକୂଳ ନୁହେଁ ।

ହଳଦିଆ ପତ୍ର ଯଦି ପସନ୍ଦ କରିଛନ୍ତି ଏହି ଇଚ୍ଛା ପୂରଣ କରିବା ପାଇଁ ଲମ୍ବା ସମୟ ଲାଗିପରେ । ଯେ ପର୍ଯ୍ୟନ୍ତ ପୁରା ହୋଇନି ଆପଣ ଧନ ସଞ୍ଚୟ ପାଇଁ ବିଭିନ୍ନ ଯୋଜନା ବନାଇ ପାରନ୍ତି । ଗୋଲାପି ପତ୍ର ଯଦି ପସନ୍ଦ କରିଛନ୍ତି ତାହେଲେ ଏମିତି ଲାଗୁଛିକି ଆପଣଙ୍କ ଇଚ୍ଛା ବହୁତ ଜଟିଳ ଅଟେ । ଲାଗୁଛି ଆପଣ ନିଜ ଇଚ୍ଛା ପୁରଣକୁ ନେଇ ଦୁବିଧାରେ ଅଛନ୍ତି । ଆପଣ ବହୁତ ଫାଷ୍ଟ ଯାଉଛନ୍ତି ଆପଣଙ୍କ ଇଛା ପାଇଁ ଭାବିଛିନ୍ତି ନିସ୍ପତି ନେବାରେ ଅଛି । ଆଗକୁ ଆମ ସହ ରହିବା ପାଇଁ ଆମ ପେଜକୁ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *