ସୁଶାନ୍ତର ଯିବାର ୯୪ ଦିନ ପରେ CBIର ଫାଇନାଲ ରିପୋର୍ଟ ଯାହା ଜଣାପଡିଲା- ଜାଣି ଆଶ୍ଚର୍ଯ୍ୟ ହେବେ

ସିବିଆଇ ଏବେ ସାଫ ସଙ୍କେତ ଦେଇଛି ସୁଶାନ୍ତ ଆତ୍ମ ହତ୍ୟା କରିନି ତାକୁ ମାରି ଦିଆଯାଇଛି ଓ ତାକୁ ମାରିବା ପାଇଁ ଚାରୋଟି ଲୋକ ଆସିଥିଲେ । ଯେବେ ସୁଶାନ୍ତ ସିଂହ ପୋଲିସ କୁ ଫୋନ କରିବାକୁ ଚାହିଁଲା ତେବେ ତାର ଫୋନ ଛଡେଇ ନେଇଯାଇଥିଲେ । କୁହାଯାଉଚିକି ଏହି ପ୍ରମାଣକୁ ଲୁଚେଇବାକୁ ଯାଇ ସନ୍ଦିଘ୍ଦ ବିଦେଶ ଯିବାର ପ୍ରୟାସ କରୁଥିଲେ କାରଣ ସେ ଜଣେ ଯୁବ ନେତାକୁ ବଞ୍ଚେଇବାକୁ ଚାହୁଁଛନ୍ତି ।

ଏବେ ଜଣା ପଡିଛିକି ଦିସାର ନିଜ ହତ୍ୟା ଦିନ ୧୦୦ ନମ୍ବରରକୁ ଫୋନ କରିଥିଲା ବୋଲି ପାଣି ଭଳି ସଫା ହୋଇଛି । ସୁଶାନ୍ତରବି ହତ୍ୟା ହୋଇଛି ସେ ଫୋନ କରିବାକୁ ଚେଷ୍ଟା କରିଥିଲା । ଯେଉଁ ଚାରୋଟି ଲୋକ ଦିଶା ସାଲିଆନକୁ ମାରିବାକୁ ଯାଇଥିଲେ ସେଇ ଚାରୋଟି ଲୋକ ସୁଶାନ୍ତ ହତ୍ୟା ଦାୟୀ ଅଟନ୍ତି ।

Image Courtesy: Google

ଏହି କଥାକୁ ପ୍ରମାଣ କରିବାକୁ ଯାଇ ଆଦିତ୍ୟ ଠାକରେକୁ ଧରିବ । ପୁରା ବଲିଉଡ ସେଇ ନେତା ପାଇଁ ଚୁପ ବସିଛି । ସେଇ ସ୍ତର ମାନଙ୍କୁ ଦର ଯଦି ବେବି ପେଙ୍ଗୁଇନ ନାମ ନିଆଯିବ ମୁମ୍ବାଇରେ ରହିବା କଷ୍ଟକର ହୋଇଯିବ । ଏହି ଲୋକମାନେ ନିଜେ ଡ୍ରଗ୍ସ ନେଉଛନ୍ତି ଓ ସରକାର ତରଫରୁ କିଛି ନିୟମ ନାହିଁ । ବଲିଉଡର ବଡ ଅଭିନେତା ଯେମିତି ଏହି ଡ୍ରଗ୍ସ ମାମଲାରେ ଫସିବାରେ ଲାଗିଛନ୍ତି ସେହିଭଳି ତାଙ୍କ ହୋସ ଏବେ ଠିକାନରେ ଲାଗିଲାଣି ।

Image Courtesy: Google

ମହାରାଷ୍ଟ୍ର ଗ୍ୟାଙ୍ଗ ଦ୍ଵାରା ଯାହା ୧୪ ଜୁନରେ କରାଯାଇଛି ଏହିଦିନ ସୁଶାନ୍ତ ବହୁତ କଷ୍ଟ ପାଇଛି ଓ ବହୁତ ଚିଲେଇଚି ବଞ୍ଚେଇବା ପାଇଁ କିନ୍ତୁ ତାର କଥା କେହି ଶୁଣି ନାହାନ୍ତି । ତାକୁ ବହୁତ ନିର୍ମମ ଭାବରେ ତାର ହତ୍ୟା କରାଯାଇଛି । ୮ ଜୁନ ଓ ୧୪ ଜୁନରେ ପୋଲିଶକୁ ଫୋନ କରଯାଇଥିଲା କିନ୍ତୁ ମୁମ୍ବାଇ ପୋଲିସ ଏହି ଫୋନର କିଛି ଜବାବ ଦେଇନଥିଲା । ୮ ତାରିଖରେ ଯେଉନଭଳି ଦିଶା ସାଲିଆନ ଫୋନ କୁ ଉଠେଇ ନଥିଲେ ସେଇଭଳି ସୁଶାନ୍ତରବି ଫୋନ୍ ପୋଲିଶ ଉଠାଇ ନହିଁ ବୋଲି ଅନୁମାନ କରାଯାଇଛି ।

Image Courtesy: Google

ଏହାର ମାନେ କ୍ଲିଅର ଅଟେକି ଏହା ପ୍ରିପ୍ଳାନ ମଡର ଅଟେ । ଯାହାକୁ ବଞ୍ଚେଇବା ପାଇଁ ପୁରା ବଲିଉଡ ସହିତ ମହାରାଷ୍ଟ୍ର ସରକାର ଲାଗିଛି । ଅପରପକ୍ଷରେ ସିବିଆଇ ସାଫ କହିଛିକି ସୁଶାନ୍ତର ମର୍ଡର ହୋଇଛି । ତାକୁ ମାରିବା ପାଇଁ ଚାରୋଟି ଲୋକ ଘର ଚାଟଉପରେ ଆସିଥିଲେ । ସୁଶାନ୍ତ ନୀଜକୁ ବଞ୍ଚେଇବା ପାଇଁ ଫୋନ କଲାତ ତାର ଫୋନ ଛଡେଇ ନିଆଯାଇଥିଲା ।

Image Courtesy: Google

ତାପରେ ତାକୁ ପିଟା ଯାଇଥିଲା ଓ ତାପରେ ତାର ହତ୍ୟା କରଯାଇଥିଲା । ଯଦି ଏହିକଥା ସତ ହେବ ସିବିଆଇ ବହୁତ ବଡ ସଫଳତା ମିଳିବ । ପୁରା ବଲିଉଡ ଓ ମୁମ୍ବାଇ ପୋଲିସ ସବୁ ପ୍ରମାଣକୁ ଖରାପ କରିବାକୁ ବହୁତ ସାଜିସ ଚଳେଇଛି । କିନ୍ତୁ ଏନସିବୀ ଓ ସିବିଆଇ ଗୋଟିଏ ଗୋଟିଏ ପ୍ରମାଣ ସାମ୍ନାରେ ରଖିବାକୁ ଚେଷ୍ଟା ଚଳେଇଛନ୍ତି ।

Image Courtesy: Google

ରିୟା ବହୁତ ସାରା ମେସେଜକୁ ଡ଼ିଲିଟ କରିଦେଇଥିଲା କିନ୍ତୁ ସିବିଆଇ ସବୁ ମେସେଜକୁ ରିକୋବର କରିଛି । ତାକୁ ଓ ତାର ଭାଇକୁ ଜେଲରେ ପୁରାଇଛି । ଏହି କେସ ଯେଉଁ ମୋଡ ନେଉଛି ଜଣା ନାହିଁ ଏହାର ଅନ୍ତ କଣ ହେବ । ଆଗକୁ ଆମ ସହ ରହିବା ପାଇଁ ଆମ ପେଜକୁ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *