ପସନ୍ଦ କରନ୍ତୁ ନିଜର ଜନ୍ମବାର ଓ ଜାଣନ୍ତୁ ନିଜର ଭବିଷ୍ୟତ

ଦିନ ବାର, ସମୟ ଆମ ଜୀବନରେ ବହୁତ ବଡ ପ୍ରଭାବ ପକାଇଥାଏ କାହିଁକିନା ଯେଉଁ ବାରରେ ଆମ ଜନ୍ମ ହୋଇଥାଏ ତା ପ୍ରଭାବ ଅନୁଯାଇ ଆମ ସ୍ଵଭାବ ହୋଇଥାଏ । ତେବେ ଏହା କାହା ହାତରେ ନଥାଏ କିନ୍ତୁ ଯଦି ଆପଣ ନିଜ ଭବିଷ୍ଟ ବିଷୟରେ ଜାଣିବାକୁ ଚାହୁଞ୍ଚନ୍ତି ତେବେ ଆସନ୍ତୁ ଜାଣିବା ଆପଣଙ୍କ ଭବିଷତ କେମିତି ହୋଇଥାଏ । ତେବେ ବାର ଆମ ଜୀବନରେ କେତେ ପ୍ରଭାବକାରୀ ତାହା ଆସନ୍ତୁ ଜାଣିବା ।

ରବିବାର :

ଆପଣଙ୍କୁ ଧନୀ ବନିବାର ଅଛି ଆପଣ ସଂସାର ଉପରେ ରାଜ କରିବା ପାଇଁ ଆପଣ ଜନ୍ମ ନେଇଥାନ୍ତି । ଏହି ଆଧାରରେ ଆପଣ ଯେଉଁ କାର୍ଯ୍ୟ କରିଥାନ୍ତି ତାହା ସମ୍ପୂର୍ଣ ରୂପରେ ପୂର୍ଣ ହୋଇଥାଏ । ଏହି ଦିନ ଜନ୍ମ ହୋଇଥିବା ବ୍ୟକ୍ତି ନିଜ ଜୀବନରେ କାହାକୁ ଧୋକା ଦିଅନ୍ତି ନାହିଁ ।

Image Courtesy: Google

ସୋମବାର :

ଯଦି ଆପଣଙ୍କ ଜନ୍ମ ସୋମବାର ଦିନ ହୋଇଥାଏ ତେବେ ଆପଣଙ୍କ ଜନ୍ମ ବାର ଆପଣଙ୍କ କର୍ମ ଓ ଭାଗ୍ୟକୁବି ପ୍ରେରିତ କରିଥାଏ । ଆପଣ ଯେତେବେଳେ ଜନ୍ମ ହୋଇଥାଏ ସେହି ବାର ଅନୁଯାଇ ଆପପଣଙ୍କ ଭବିଷ୍ଟ ନିର୍ମାଣ ହୋଇଯାଇଥାଏ ଓ ଆପଣ ନିଜ ବାର ଅନୁଯାଇ ସ୍ଵଭାବ ଦେଖେଇବା ଆରମ୍ଭ କରିଥାନ୍ତି । ଏହି ବାର ପଛରେ ରାଜଯୋଗର ଯୋଗ ରହିଥାଏ  ଏହି ରାଜା ଯୋଗ ଜୀବନରେ ବହୁତ ସଫଳତା ଦେଇଥାଏ ।

ମଙ୍ଗଳବାର :

ଯଦି ଆପଣ ମଙ୍ଗଳବାରରେ ଜନ୍ମ ହୋଇଛନ୍ତି ତେବେ ଆପଣ ଉଚରେ ରହିଥାନ୍ତି ଓ ସଂସାରର ସବୁ ସୁଖ ଭୋଗ କରିଥାନ୍ତି । ଆପଣଙ୍କ ଛୋଟ ବେଳେ ଯେମିତିବି କଟିଥାଉ କିନ୍ତୁ ଆପଣଙ୍କ ଯୁବାବସ୍ତାରେ ବହୁତ ସାରା ଅପସନ ରହିଥାଏ ପଇସା କମେଇବାର ଓ ରାଜା ଯୋଗ ଭୋଗିବାର ।

Image Courtesy: Google

ବୁଧବାର:

ଯଦି ଆପଣ ବୁଧବାରରେ ଜନ୍ମ ହୋଚନ୍ତି ତେବେ ଭଗବାନ ବିଷ୍ଣୁଙ୍କର ଆପଣଙ୍କ ଉପରେ ବିଶେଷ କୃପା ଅଟେ । ଏହି ଦିନ ଜନ୍ମ ହୋଇଥିବା ବ୍ୟକ୍ତି ସବୁଠୁ ଅଲଗା ଅଟନ୍ତି , ସବୁଠୁ ଭାଗ୍ୟଶାଳୀ ଅଟନ୍ତି । ଆପଣଙ୍କ ଚର୍ଚା ଚାରି ଆଡେ ହୋଇଥାଏ ।

ଗୁରୁବାର :

ଗୁରୁବାରରେ ଜନ୍ମ ହୋଇଥିବା ବ୍ୟକ୍ତି ଗୁରୁ ଭଳି ପୂଜା ପାଇଥାଏ, ଆପଣଙ୍କ ପାଖରେ ପଇସା ରହିଥାଏ । ପଇସା ନଥିଲେବି କିଛି ସମୟ ପରେ ଆପଣଙ୍କ ପାଖକୁ ଆସିଯାଏ ।

Image Courtesy: Google

ଶୁକ୍ରବାର :

ଯଦି ଆପଣଙ୍କ ଜନ୍ମ ଶୁକ୍ରବାର ଦିନ ହୋଇଥାଏ ତେବେ ଆପଣ ଦେଖିଥିବେ ବଡ ବଡ ଲୋକଙ୍କ ନାମ କିଛି ଏମିତି ହୋଇଥାଏ ଯାହାର ବହୁତ ଭଲ ଅର୍ଥ ଥାଏ । ସେଇ କେଉଁ ମଙ୍ଗଳବାରରେ ଜନ୍ମ ବାଲା ଅଟନ୍ତି ଏଇ ରାଜଯୋଗ ତାଙ୍କ ପାଇ ଖାସ ହୋଇଥାଏ ।

Image Courtesy: Google

ଶନିବାର :

ଯଦି ଆପଣଙ୍କ ଜନ୍ମ ଶନିବାରରେ ରହିଥାଏ ତେବେ ଆପଣଙ୍କୁ ସବୁ ଶିବାର ଦିନ ଶାଣିଦେବଙ୍କୁ ଓସ୍ତ ଗଛ ମୂଳରେ ପ୍ପାନୀ ଦବା ଉଚିତ ଏହା ଦ୍ଵାରା ଆପଣଙ୍କୁ ତାଙ୍କର ବିଶେଷ କୃପା ମିଳିଥାଏ । ଆପଣ ଆଗକୁ ବଢିବ ପାଇଁ ଆପଣଙ୍କ କାମ ଆଗକୁ ବଢିବା ପାଇଁ ପ୍ରେରିତ କରିଥାଏ । ଆପଣଙ୍କ ରାଶି ନିସ୍ପତି ନେଇଥାଏକି ଆପଣ କଣ କରିବେ । ଆଗକୁ ଆମ ସହ ରହିବା ପାଇଁ ଆମ ପେଜକୁ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *