ମେକଅପ ପରେ ଏମିତି ବଦଳି ଯାଇଥାନ୍ତି Bollywood ଅଭିନେତ୍ରୀ- ଏମିତ ହୁଏ ସେମାନଙ୍କ ମେକଅପ !

ଅଭିନେତ୍ରୀ ମାନଙ୍କ ସୁନ୍ଦରତା ତାଙ୍କ ପାଇଁ ସବୁ କିଛି ହୋଇଥାଏ, ସୁନ୍ଦରତା ପାଇଁ ତାଙ୍କୁ ଫିଲ୍ମ ଅଫର ମିଳିଥାଏ । ତେବେ କଣ ଆପଣ କେବେ କୌଣସି ଅଭିନେତ୍ରୀଙ୍କୁ ବିନା ମେକଅପରେ ଦେଖିଛନ୍ତି ଯଦି ଦେଖି ନାହାନ୍ତି ତେବେ ଆଜି ଆମେ ଆପଣଙ୍କୁ ଦେଖେଇବାକୁ ଯାଉଛୁ ।

ଅଭିନେତ୍ରୀ ମାନେ ନିଜ ସୁନ୍ଦରତା ପାଇଁ ବହୁତ ବହୁତ ଟଙ୍କା ଖର୍ଚ କରି ଥାନ୍ତି ଆପଣ ବିଶ୍ଵାସ କରି ପାରିବେ ନାହିଁ କିନ୍ତୁ ନିଜ ସୁନ୍ଦରତା ପାଇଁ ଅଭିନେତ୍ରୀ ମାନେ ପାର୍ଲରରେ ଲକ୍ଷ୍ୟ ଲକ୍ଷ୍ୟ ଟଙ୍କା ଖର୍ଚ କରିଥାନ୍ତି । ଅଭିନେତ୍ରୀ ମାନେ ନିଜକୁ ସୁନ୍ଦର କରିବା ପାଇଁ ବହୁତ କିଛି କରିଥାନ୍ତି ଯାହା ତାଙ୍କୁ ସୁନ୍ଦର କରିଥାଏ କିନ୍ତୁ ବେଳେ ବେଳେ ଏହା ଓଲଟା ପଡିଥାଏ ଓ ତାଙ୍କ ସୁନ୍ଦରତା ଖରାପ ମଧ୍ୟ କରିଥାଏ ।

Image Courtesy: Google

ଆପଣଙ୍କୁ ଏହା ଜାଣି ଆଶ୍ଚର୍ଯ୍ୟ ଲାଗିବ ଯେ ଅଭିନେତ୍ରୀ ମାନେ ସୁନ୍ଦର ଦେଖା ଯିବା ପାଇଁ ଭଗବାନ ଦ୍ଵାରା ଗଢା ଯାଇଥିବା ଶରୀରକୁ ମଧ୍ୟ ସର୍ଜରୀ ଦ୍ଵାରା ବଦଳି ଥାନ୍ତି ଯାହା କିଛି ଅଭିନେତ୍ରୀମାନଙ୍କ ପାଇଁ ଆଶୀର୍ବାଦ ହୋଇଥାଏ କିନ୍ତୁ କିଛି ଅଭିନେତ୍ରୀ ମାନଙ୍କ ସୁନ୍ଦରତା ଖରାପ କରି ଦେଇଥାଏ ।

Image Courtesy: Google

ତେବେ ପ୍ରିୟଙ୍କା ଚୋପଡାଙ୍କୁ ଦେଖନ୍ତୁ ତାଙ୍କ ରଙ୍ଗ ଶ୍ୟାମଳ ଅଟେ କିନ୍ତୁ ସେ ବହୁତ ସୁନ୍ଦର ଲାଗନ୍ତି କଣ ଆପଣ ତାଙ୍କ ସେତେବେଳର ଫଟୋ ଦେଖିଛନ୍ତି ଯେତେବେଳେ ସେ ବଲୀଉଡ ଦୁନିଆରେ ନୂଆ ନୂଆ ଆସିଥିଲେ ଆପଣ ଦେଖିଲେ ଚୀହିଁ ପାରିବେ ନାହିଁ ଯେ ୟେ ସେହି ଅଭିନେତ୍ରୀ ଅଟନ୍ତି ତାଙ୍କୁ ଦେଖି କହୁ ନଥିଲେ ଯେ ସେ ବଲୀଉଡରେ ରହି ପାରିବେ କାହିଁକିନା ଲୋକଙ୍କ ମନରେ ରଙ୍ଗ ପାଇଁ ବହୁତ ଭିନତା ଆସିଥାଏ । କିନ୍ତୁ ସେ ସୁନ୍ଦର ହେଲେ ଓ ଆଜି ଏମିତି ଦେଖା ଯାଉଛନ୍ତି ଯେ କେବଳ ବଲୀଉଡ ନୁହ ଅପିତୁ ହଲିଉଡ ମଧ୍ୟ ତାଙ୍କ ଶାଇନ କରିବା ପାଇଁ ଇଛା ରଖୁଛନ୍ତି ।

Image Courtesy: Google

ଦ୍ଵିତୀୟ ଅଭିନେତ୍ରୀ ଆସନ୍ତି ଶିଲ୍ପା ଶେଠୀ ଆପଣ ମାନେ ଶିଲ୍ପା ସେଠୀଙ୍କୁ ଆଜି ଯେମିତି ଦେଖୁଛନ୍ତି ସେ ପ୍ରଥମେ ଦେଖିବା ପାଇଁ ଏମିତି ନଥିଲେ ସେ ବହୁତ ଅଲଗା ଦେଖିବା ପାଇଁ ଥିଲେ ଓ ମେକଅପ ଦ୍ଵାରା ଆଜି ସେ ଏମିତି ଦେଖା ଯାଉଛନ୍ତି ଯଦି ଆପଣ ଏହି ଅଭିନେତ୍ରୀ ମାନଙ୍କୁ ବିନା ମେକଅପରେ ଦେଖିବେ ତେବେ ଆପଣ ତାଙ୍କୁ ଚିହ୍ନି ପାରିବେ ନାହିଁ ।

Image Courtesy: Google

ସୋନମ କପୁର ଯିଏ ଅନିଲ କପୁରଙ୍କ ଝିଅ ଅଟନ୍ତି ସେ ବଲୀଉଡ ଦୁନିଆରେ କାମ କରିଛନ୍ତି କିନ୍ତୁ ନିଜ ବାପାଙ୍କ ଭଳି ନା ପାଇଲେ ନାହିଁ ତାଙ୍କୁ ଯଦି ଆପଣ ବିନା ମେକଅପରେ ଦେଖିବେ ତେବେ ଆପଣଙ୍କୁ ତାଙ୍କ ମୁହଁରେ ଡାର୍କ ସର୍କଲ ଓ ବହୁତ କିଛି ଦେଖିବାକୁ ମିଳିବ ଯାହା ଦେଖି ଆପଣ ଭରସା କରିବେନି ଯେ ସେ ସୋନମ କପୁର ଅଟନ୍ତି । ଆଗକୁ ଆମ ସହ ରହିବା ପାଇଁ ଆମ ପେଜକୁ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *