ଅଶ୍ରୁମୋଚନଙ୍କ Family Album ଓ ତାଙ୍କ ବିଷୟରେ କିଛି ଅଜଣା କଥା, ଯାହା କେହି ଜାଣି ନଥିବେ

ଅଶ୍ରୁମୋଚନ ଓଡିଆ ଚଳଚିତ୍ର ଜଗତ ଏମିତି ଜେନ ନାୟକ ଯିଏ ସବୁ ପ୍ରକାର ଅଭିନୟ କରିଛନ୍ତି ସେ କମେଡିଅନ ଓ ଭିଲନ ରୂପରେ ମଧ୍ୟ କାମ କରିଛନ୍ତି ତେବେ ସେ ଗୋଟେ ରିଆଲିଟି ଷୋ ମଧ୍ୟ କରୁଥିଲେ ଯାହା ନା ଥିଲା ଆମ ଗାଁ ।

ଏହି ସିରିଏଲରେ ସେ ଭିନ୍ନ ଭିନ୍ନ ଓଡିଶା ଗାଁରେ ଯାଇ ସେଠିକା ବିଶେଷତା କଣ ଓ ଲୋକେ କେମିତି ରହୁଛନ୍ତି ଓ ନିଜ ଜୀବନ ନିରବାହନ କରୁଛନ୍ତି ତାହା ବିଷୟରେ କହୁଥିଲେ । ତେବେ ଆଜି ଆମେ ସେହି ମହାନ କଳାକାର ଅଶ୍ରୁମୋଚନଙ୍କ ପରିବାର ବିଷୟରେ କିଛି କହିବାକୁ ଯାଉଛୁ ।

Image Courtesy: Google

ଅଶ୍ରୁମୋଚନଙ୍କ ଜନ୍ମ ଓଡିଶା କେଉଁଝର ଜିଲା ଆନ୍ଦ ପୁର ଗାଁରେ ୧୯୬୯ ମସିହାରେ ହୋଇଥିଲା । ତେବେ ଅଶ୍ରୁମୋଚନ ଅଭିନୟ ସହ ନିର୍ଦେଶନ ମଧ୍ୟ କରନ୍ତି ଓ ସେ ଦୁଇଟି ଭଲ ଭାବରେ କରିଥାନ୍ତି । ବର୍ତମାନ ଅଶ୍ରୁମୋଚନଙ୍କ ବୟସ ହେଉଛି ୬୧ ବର୍ଷ ଓ ତାଙ୍କ ସ୍ତ୍ରୀଙ୍କ ନାମ ନୟନା ମହାନ୍ତି ଅଟେ । ଅଶ୍ରୁମୋଚନଙ୍କ ଦୁଇଟି ସନ୍ତାନ ଅଛନ୍ତି ପୁଅ ନାମ ଆଶୀର୍ବାଦ ମହାନ୍ତି ଓ ଝିଅ ନାମ ଆଶ୍ରିତା ମହାନ୍ତି । ଅଶ୍ରୁମୋଚନ ଆନ୍ଦପୁର ସାଇନ୍ସ କଲେଜରେ +୨ ପାଠ ପଢୀଥିଲେ ।

Image Courtesy: Google

ଛୁଆବେଳୁ ଅଭିନୟ ପାଇଁ ତାଙ୍କର ଇଛା ଥିଲା ସେଥିପାଇଁ ବଡ ହବା ପରେ ସେ ଉତ୍ତମ ମହାନ୍ତି ଓ ବିଜଯ ମହାନ୍ତିଙ୍କ ଦ୍ଵାରା ଅଭିନୟ ଶିକ୍ଷା ଲାଭ କରିଥିଲେ ଓ ଚଳଚିତ୍ର ଜଗତରେ ମେକଅପ ଆର୍ଟିଷ୍ଟ ଭଳି ପ୍ରବେଶ କରିଥିଲେ । ମାଗୁଡିର ଶଗଡ ଫିଲ୍ମ ପାଇଁ ସେ ବହୁତ ଚର୍ଚାର ବିଷୟ ହୋଇଥିଲେ ତେବେ ତାଙ୍କ ଜୀବନରେ ଅଭିନୟ ସେ ନାଟ ମଞ୍ଚରୁ ଆରମ୍ଭ କରିଥିଲେ । ତେବେ ଅଶ୍ରୁମୋଚନ ଓଡିଆ ଯାତ୍ରାରେ ନିର୍ଦେଶନ ଦବା ସହ ଓଡିଆ ଧାରାବାହିକ ଓ ଚଳଚିତ୍ରରେ ସେ ନାୟକ ଓ ଖଳନାୟକ ଅଭିନୟ ବେସ ଭଲ ଭାବରେ କରିଥିଲେ ।

Image Courtesy: Google

ତାଙ୍କ ଅଭିନୟ ଲୋକେ ଆଜୀବ୍ୟ ପସନ୍ଦ କରନ୍ତି ଓ ଆଜୀବି ତାଙ୍କୁ ଦର୍ଶକ ପର୍ଦା ପଛରେ ନୁହ ଆଗରେ ଦେଖିବାକୁ ଇଛା କରିଥାନ୍ତି । ତାଙ୍କ ଅଭିନୟ ଦର୍ଶକ ମାନଙ୍କୁ ବହୁତ କମ ଦିନରେ ବହୁତ ପସନ୍ଦ ଆସିଥିଲା ଯାହା ଫଳ ସ୍ୱରୂପ ଲୋକେ ତାଙ୍କୁ ବହୁତ ଶୀଘ୍ର ଜାଣିବାକୁ ପାଇଲେ । ତେବେ ଆପଣଙ୍କୁ ଅଶ୍ରୁମୋଚନଙ୍କ ଅଭିନୟ କେମିତି ଲାଗେ ଆମକୁ ଜଣାଇବେ । ଆଗକୁ ଆମ ସହ ରହିବା ପାଇଁ ଆମ ପେଜକୁ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *