ରାତିରେ କେତେଟା ପରେ ଶାରୀରିକ ସମ୍ପର୍କ ରଖିବା ଅନୁଚିତ

ଆଜିର ଲେଖାରେ ଆମେ ଜାଣିବା ରାତ୍ରି ସମୟରେ କେତେଟା ବାଜିବା ପରେ ଶାରୀରିକ ସମ୍ପର୍କ ରଖିବା ଉଚିତ ହୋଇନଥାଏ । କେଉଁ ସମୟ ଶାରୀରିକ ସମ୍ପର୍କ ରଖିବାକୁ ଉପଯୁକ୍ତ ହୋଇଥାଏ । ସମସ୍ତ ସ୍ଵାମୀ ସ୍ତ୍ରୀଙ୍କୁ ଏହିକଥା ଜଣା ଥିବା ଦରକାର ।

ଆଜିପର୍ଯ୍ୟନ୍ତ ଆପଣ ଶାସ୍ତ୍ର ବିଷୟରେ ଅନେକ କଥା ଶୁଣିଥିବେ । ଜଣେ ବ୍ୟକ୍ତିଙ୍କର ଜୀବନ ଶୈଳୀର ଘଟଣା ଶାସ୍ତ୍ରରେ ବର୍ଣିତ ରହିଛି । ଯଦି ଜଣେ ଠିକସେ ଶାସ୍ତ୍ର କଥାକୁ ମାନିକି ଚାଲିଥାଏ ତେବେ ସେ କେବେହେଲେ ଅସୁବିଧାରେ ପଡିନଥାଏ । ଆମକୁ କୌଣସି ଅସୁବିଧାର ସମୁଖୀନ ହେବାକୁ ପଡିନଥାଏ, ଯଦି ଆମେ ଶାସ୍ତ୍ରର କଥା ମାନି ଚାଲିଥାଉ  ।

Image Courtesy: Google

ରାତି ୧୨ ତ ପରେ ଶାରୀରିକ ସମ୍ବନ୍ଧ ରଖିବା ଅନୁଚିତ , ଶାସ୍ତ୍ରରେ ସମସ୍ତ କାର୍ଯ୍ୟର ଗୋଟେ ସମୟ ନିର୍ଧାରିତ ହୋଇଛି, ଏବଂ ଏହି ଶାସ୍ତ୍ରର ନିୟମ ଅନୁସାରେ ରାତି ୧୨ ଟା ପରେ ଶାରୀରିକ ସମ୍ପର୍କ ରଖିବା ଉଚିତ ହୋଇନଥାଏ । କାରଣ ରାତି ୧୨ ଘଟିକା ପରେ ଦିତୀୟ ଦିନର ଆରମ୍ଭ ହୋଇଥାଏ ଏବଂ ଏହା ବ୍ରହ୍ମ ମୁହୂର୍ତର ପୂର୍ବ ସମୟ ଅଟେ । ଏହି ସମୟରେ ମନୁଷ୍ୟର ଆଧ୍ୟାତ୍ମିକ ଶକ୍ତି ଜାଗ୍ରତ ହୋଇଥାଏ । ତେଣୁ ରାତିର ଏକ ଘଣ୍ଟା ପରେ ବ୍ରହ୍ମ ମୁହୂର୍ତ ଆରମ୍ଭ ହୋଇଥାଏ । ଏହି ସମୟ ଭଗବଙ୍କାଙ୍କର ଆରାଧନର ସମୟ ଅଟେ । ଏହି ସମୟରେ କିଛି ନୂତନ ଯୋଜନା କରିବା ଉଚିତ ।

Image Courtesy: Google

ରାତ୍ରି ବାର ଘଟିକା ପରେ ଶାସ୍ତ୍ରରେ ଶାରୀରିକ ସମ୍ବନ୍ଧ ରଖିବାକୁ ବାରଣ କରାଯାଇଛି । ଏହି ସମୟରେ ଦମ୍ପତିଙ୍କୁ ଶାରୀରିକ ସମ୍ବନ୍ଧ ରଖିବା  ଅନୁଚିତ ହୋଇଥାଏ । ଏପରି କରିବା ଦ୍ଵାରା ମନୁଷ୍ୟର ଖରାପ ସମୟ ଆସିଥାଏ ଏବଂ ତାଙ୍କ ସନ୍ତାନ ଉପରେ ଖରାପ ପ୍ରଭାବ ପଡିଥାଏ । କିନ୍ତୁ ଶାରୀରିକ ସମ୍ବନ୍ଧ ରଖିବାକୁ ହେଲେ  ସକାଳ ତିନିଘଟିକାର ଠିକ ପୂର୍ବ ସମୟ  ଉପଯୁକ୍ତ ସମୟ ଅଟେ ।

Image Courtesy: Google

ଏହି ସମୟରେ କେହି ଶାରୀରିକ ସମ୍ପର୍କ ରଖୁଥାନ୍ତି ତେବେ ସେହି ବ୍ୟକ୍ତିଙ୍କର ନାନା ସମସ୍ୟାର ଆଗମନ ହୋଇଥାଏ । ଏହା ଶାସ୍ତ୍ରରେ ମଧ୍ୟ ଉଲେଖ ରହିଛି ଯଦି ଉପଯୁକ୍ତ ସମୟରେ କରାଯାଏ ତେବେ ଜୀବନରେ ବହୁତ ଭଲ ହୋଇଥାଏ । ତେଣୁ ୧୨ ପରେ ଶାରୀରିକ ସମ୍ପର୍କ ଅନୁଚିତ ହୋଇଥାଏ । ସେଥିପାଇଁ ଏହାର ଗୋଟିଏ ଉପଯୁକ୍ତ ସମୟ ରହିଛି । ଆଗକୁ ଆମ ସହ ରହିବା ପାଇଁ ଆମ ପେଜକୁ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *