ପତ୍ନୀକୁ ନିଜ ଜୀବନଠୁ ବି ଅଧିକ ଭଲ ପାଆନ୍ତି ଏହି 3ଟି ନାମର ପୁରୁଷ- Jyotish Shastra

ଆଜି ଆମେ ପୁରୁଷଙ୍କ ବିଷୟରେ କହିବୁ ଯେଉଁମାନେ ନିଜ ଜୀବନଠୁ ଅଧିକ ଭଲ ପାଇଥାନ୍ତି । ଆସନ୍ତୁ ଜାଣିବା କେଉଁମାନେ ଅଟନ୍ତି ସେଇ ତିନୋଟି ନାମର ପୁରୁଷ । ଜୀବନକୁ ହସଖୁସିରେ ବିତାଇବା ପାଇଁ ଆପଣଙ୍କୁ ଗୋଟେ ପାର୍ଟନର ବହୁତ ଆବଶ୍ୟକ ହୋଇଥାଏ । ଏହି ପାର୍ଟନର ସବୁ ଖୁଶିର ଧ୍ୟାନ ରଖିଥାଏ ଆଉ ଆପଣଙ୍କ ଦୁଃଖ ସମୟରେ କନ୍ଧରେ କାନ୍ଧ ମିଳାଇ ଦୁଃଖ ସମୟରେ ମଧ୍ୟ ଠିଆ ହୋଇଥାନ୍ତି । ଏମିତିରେ ଆପଣଙ୍କ ସାଥି ଭରସା କରିବା ଆଉ ଅଧିକ ଭଲ ପାଇବା ଜରୁରୀ ହୋଇଥାଏ ।


ଖାସ କରି ମହିଳା ମାନକୁ ଏମିତି ପତ୍ନୀର ଆବଶ୍ୟକ ହୋଇଥାଏ ଯିଏ ତାଙ୍କୁ ଜୀବନସାରା ଖୁସିରେ ରଖିବ । ଜଣେ ମହିଳା ବିବାହ ପରେ ନିଜ ଘର ଛାଡି ପର ଘରକୁ ଯାଇଥାଏ । ଯେଉଁଠି ସମସ୍ତେ ତାଙ୍କ ପାଇଁ ଅପରିଚିତ ହୋଇଥାଏ ।ଏମିତିରେ ତାର ସବୁ ଆସା ନିଜ ସ୍ଵାମୀ ଉପରେ ହିଁ ରହିଥାଏ । ସବୁ ଝିଅ ଏହା ହିଁ ଭବିଥାନ୍ତି ତାର ସ୍ଵାମୀ ତା ସହିତ ଖୁସି ରହିବା ନା ନହିଁ । ଏମିତିରେ ସବୁ ପତି ତାଙ୍କ ସ୍ତ୍ରୀକୁତ ପ୍ରେମ କରିଥାଏ କିନ୍ତୁ ଆଜି ଆମେ କିଛି ଆମେ ଏମିତି କିଛି ନାମ କହିବାକୁ ଯାଉଛୁ ଯେଉଁ ମାନେ ପାଗଳ ଭଳି ନିଜ ସ୍ତ୍ରୀ କୁ ଭଲ ପାଇଥାନ୍ତି ଆଉ ପ୍ରେମ କରିଥାନ୍ତି ।


ଏ ନାମର ପୁରୁଷ :- ଏହି ନାମର ପୁରୁଷ ସଂପର୍କକୁ ବହୁତ ଭଲରେ ବୁଝିଥାନ୍ତି । ସେମାନେ ତାଙ୍କ ସ୍ତ୍ରୀକୁ ନେଇ ବହୁତ ପ୍ରୋଟେକ୍ଟିବ ହୋଇଥାନ୍ତି । ସେଥିଲାଗି ସେମାନେ ନିଜ ସ୍ତ୍ରୀର ବହୁତ ଯତ୍ନ ନେଇଥାନ୍ତି । ସେ ତାଙ୍କ ସ୍ତ୍ରୀ ଉପରେ ଟିକେବି ଆଞ୍ଚ ଆଣିବାକୁ ଦେଇନଥାନ୍ତି । ଆଉ ତାଙ୍କୁ ସବୁବେଳେ ଖୁସିରେ ରଖିବାକୁ ଚେଷ୍ଟା କରିଥାନ୍ତି ।


କେ ନାମର ପୁରୁଷ :- ଏହି ନାମର ପତି ତାଙ୍କ ସ୍ତ୍ରୀର ବହୁତ ଚିନ୍ତା କରିଥାଏ । ସେ ତାଙ୍କୁ ହୃଦୟର ସହିତ ପ୍ରେମ କରିଥାଏ ।ସ୍ତ୍ରୀକୁ ଖୁସି ଦେଖିବା ପାଇଁ ଏମାନେ କୌଣସିବି କାମ କରି ପାରନ୍ତି । ଏହିରେ ନିଜର କି ଅନ୍ଯର କ୍ଷତି ହେଉନା କାହିଁକି । ସେ ତାଙ୍କ ସ୍ତ୍ରୀର ପ୍ରେମ ଅନ୍ଧ ହୋଇଥାନ୍ତି । ଆଉ ତାଙ୍କର ସବୁ କଥା ମାନି ଥାନ୍ତି । ପୁରା ଦୁନିଆରେ ସେ ଖାଲି ତାଙ୍କର ସ୍ତ୍ରୀ କୁ ଭଲ ପାଇଥାନ୍ତି ।


ଏମ ନାମର ପୁରୁଷ :- ଏହି ନାମର ପୁରୁଷ ତାଙ୍କ ସ୍ତ୍ରୀକୁ ସବୁବେଳେ ଖୁସିରେ ଦେଖିବାକୁ ଚାହିଁ ଥାନ୍ତି । ତାଙ୍କ ପ୍ରେମ କୌଣସି ସୀମା ନଥାଏ । ସେ ତାଙ୍କ ସ୍ତ୍ରୀକୁ ଏତେ ଭାପାଇଥାନ୍ତି କି ତାଙ୍କ ପାଇଁ ନିଜ ଜୀବନ ମଧ୍ୟ ଦେଇ ପାରନ୍ତି । ତାଙ୍କର ଏହି ଗୁଣ ଲାଗି ତାଙ୍କର ପତ୍ନୀ ମଧ୍ୟ ତାଙ୍କ ସହିତ ଜୀବନସାର ଖୁସି ରହିଥାନ୍ତି । ତାଙ୍କ ସମ୍ପର୍କ ବହୁତ ମଧୁର ହୋଇଥାଏ ।

Leave a Reply

Your email address will not be published. Required fields are marked *