ଶିକ୍ଷିତ ମହିଳା ବି ଋତୁସ୍ରାବ ସମୟରେ କରିଥାଆନ୍ତି ଏହି ୫ଟି ଭୁଲ୍ : ନିଶ୍ଚୟ ଜାଣନ୍ତୁ କ’ଣ?

ନମସ୍କାର ବନ୍ଧୁଗଣ, ଆପଣମାନଙ୍କୁ ଆମର ଏହି ଲେଖାକୁ ସ୍ଵାଗତ । ଆଜି ଆମେ ଆପଣଙ୍କୁ ସ୍ୱାସ୍ଥ୍ୟ ସମ୍ବନ୍ଧୀୟ ଏକ ଟିପ୍ସ ଦେବାକୁ ଯାଉଛୁ । ଯେମିତି କି ଆପଣ ଜାଣିଛନ୍ତି ପ୍ରତ୍ୟକ ମାସରେ ନାରୀ ମାନଙ୍କର ରୁତୁସ୍ରାବ ହୋଇଥାଏ । ତେବେ ସେହିସମୟରେ ମହିଳାମାନେ କିଛି ଭୁଲ କରିଥାନ୍ତି ଯାହା କିନ୍ତୁ କରିବା ଅନୁଚିତ । ଯେଉଁ ମହିଳା ଅଶିକ୍ଷିତ କିଛି ଯାନୀ ନାହାନ୍ତି ସେମାନେ ଟିଆର ଏ ଭୁଲ କରନ୍ତି ହିଁ ଶିକ୍ଷିତ ମହିଳାମାନେ ମଧ୍ୟ ଏହି ଭୁଲ କରିଥାନ୍ତି । ତେବେ କଣ ସେହି ଭୁଲ ଆସନ୍ତୁ ଜାଣିବା ।

୧. ଋତୁସ୍ରାବ ସମୟରେ ଶରୀରରୁ ବହୁ ପରିମାଣର ରକ୍ତ କ୍ଷେୟ ହୋଇଥାଏ ଯେଉଁଥି ପାଇଁ ଆନିମିଆ ହୋଇଥାଏ ।

ସେଥିପାଇଁ ନାରୀମାନେ ପ୍ରାୟତଃ ବହୁତ ଥକାନ ଅନୁଭବ କରନ୍ତି । କିନ୍ତୁ ସେମାନେ ଏଠି ପ୍ରତି ଧ୍ୟାନ ନ ଦେଇ କାମରେ ବ୍ୟସ୍ତ ରୁହନ୍ତି , ଯାହା ଶରୀର ପାଇଁ ବହୁତ ଖରାପ ଅଟେ । ଏମିତି ନ କରି ଆପଣଙ୍କୁ ରେଷ୍ଟ ନବା ଆବଶ୍ୟକ ।

୨. କିଛି ଝିଅ ଅଛନ୍ତି ଯେଉଁମାନେ କଷ୍ଟ ନ ସହି ପାରି ପେନ କିଲର ଖାଆନ୍ତି । କିନ୍ତୁ ଏମିତି କରିବା ଠିକ ନୁହେଁ , କେବେ କେବେ ଖାଇଲେ ଚଳିବ କିନ୍ତୁ ସବୁବେଳେ ଏମିତି କରିବା ଖରାପ ।

୩. ଆପଣ ପିନ୍ଧୁଥିବା ସାନିଟାରୀ ପ୍ୟାଡ ମଧ୍ୟ ଆପଣଙ୍କ ସ୍ୱାସ୍ଥ୍ୟ ପାଇଁ ଯେତିକି ଭଲ ସେତିକି ଖରାପ । କାହିଁକି ନା ଆପଣ ଯେଉଁ ପ୍ୟାଡ ପିନ୍ଧୁଛନ୍ତି ସେଥିରେ କିଛି ନା କିଛି କେମିକାଲ ଦିଆ ଯାଏ ଯାହା ଆପଣଙ୍କ ଭାଜିନା ପାଖରେ ରହିବା ଦ୍ଵାରା ସେହି ଏରିଆରେ ଇନଫେକ୍ଶନ ହେବାର ବହୁତ ଚାନ୍ସ ଥାଏ ।

୪.ଯେତେବେଳେ ଆପଣ ବ୍ୟବହୃତ ପ୍ୟାଡକୁ ପକାଇଥାଆନ୍ତି ଏହାକୁ ଭଲଭାବେ ଦେଖନ୍ତି ନାହିଁ । କିନ୍ତୁ ଏହା ଭୁଲ୍ । ଋତୁସ୍ରାବ ରକ୍ତ ଉପରେ ଧ୍ୟାନ ଦେବା ନିତାନ୍ତ ଆବଶ୍ୟକ । ଆପଣଙ୍କ ରକ୍ତ କହିଥାଏ ଆପଣଙ୍କ ସ୍ବାସ୍ଥ୍ୟାବସ୍ଥା କିପରି ଅଛି । ରକ୍ତ ଈଷତ ଲାଲ ହେବା ଉଚିତ୍ । ଯଦି ଆପଣଙ୍କ ରକ୍ତ ନାରଙ୍ଗୀ ରଙ୍ଗର ହୋଇଥାଏ ତେବେ ତୁରନ୍ତ ଡାକ୍ତରଙ୍କୁ ପରାମର୍ଶ କରନ୍ତୁ। ଏହା ସହିତ ଯଦି କ୍ଲଟିଙ୍ଗ୍ ହେଉଛି ତେବେ ଡାକ୍ତରଙ୍କୁ ଦେଖା କରନ୍ତୁ। ଏହା ଅର୍ଥ ଆପଣଙ୍କୁ କୈାଣସି ସଂକ୍ରମଣ ହୋଇଛି।

ସାଙ୍ଗମାନେ ଆଶାକରୁଛୁ ଆମର ଏହି ସ୍ୱାସ୍ଥ୍ୟ ଟିପ୍ସ ଆପଣଙ୍କୁ ନିଶ୍ଚୟ ସାହାଯ୍ୟ କରିବ । ଭଲ ଲାଗିଲେ ଅନ୍ୟମାନଙ୍କ ସହିତ ସେଆର କରନ୍ତୁ । ଆଗକୁ ଏମିତି ନୂଆ ନୂଆ ଟିପ୍ସ ପାଇବା ପାଇଁ ପେଜକୁ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *