ହନୁମାନଙ୍କର ଏହି ଚମତ୍କାରୀ ମନ୍ତ୍ର ମଧ୍ୟରୁ କୌଣସି ଗୋଟେ ବି ମନ୍ତ୍ର ଆଜିଠୁ କରନ୍ତୁ ଜପ- ଦେଖିବେ ସମସ୍ତ କଷ୍ଟ ଦୂରେଇଯିବ ଓ ଧନ ପ୍ରାପ୍ତି ହେବ

ଆଜି ଆମେ ଆପଣମାନଙ୍କୁ ହନୁମାନଙ୍କର ଏକ ଚମତ୍କାରିତା ମନ୍ତ୍ର ବିଷୟରେ କହିବାକୁ ଯାଉଛୁ ଯାହାକୁ ଯଦି ଆପଣ ଠିକ ଭବାରେ ଜପ କରିବେ ତେବେ ଆପଣଙ୍କ ଜୀବନରେ ଧନ ସମ୍ବନ୍ଧିତ ସମସ୍ୟା ରହିବ ନାହିଁ । ଏହି ମନ୍ତ୍ର ଗୁଡିକର ରଚନା ତୁଳସୀ ଦାସ କରିଥିଲେ । ଯେତେବେଳେ ଇନ୍ଦ୍ରଙ୍କର ବଜ୍ର ବାଣରେ ହନୁମାନ ମୂର୍ଚ୍ଛିତ ହୋଇ ତଳେ ପଡିଗଲେ ସେତେବେଳେ ଏହା ଦେଖି ହନୁମାନଙ୍କର ପିତା ବାୟୁ ଦେବତା କ୍ରୋଧିତ ହୋଇ ପୃଥିବୀ ପୃଷ୍ଠରେ ବହୁଥିବା ବାୟୁକୁ ଅଟକାଇ ଦେଲେ । ତା ପରେ ଏହାର ସମାଧାନ କାରିବାକୁ ଯାଇ ସମସ୍ତ ଦେବତା ହନୁମାନଙ୍କୁ ବିଭନ୍ନ ପ୍ରକାରର ବରଦାନ ଦେଇଥିଲେ ।

Image Courtesy: Google

ଏହି ସବୁ ବରଦାନ ପାଇବା ପରେ ହନୁମାନଙ୍କୁ କଳିଯୁଗରେ ପ୍ରମୁଖ ଦେବତା ମାନଙ୍କ ମଧ୍ୟରେ ଅନ୍ୟତମ ଭାବରେ ଗଣାଗଲା । ହିନ୍ଦୁ ଧର୍ମରେ ତୁଳସୀ ଦାସଙ୍କ ଦ୍ଵାରା ରଚନା କରାଯାଇଥିବା  ଶ୍ରୀହନୁମାନ ଚାଳିଶା ବହୁତ ମହତ୍ଵ ରଖିଥାଏ । ଏଥିରେ ହଜାର ହଜାର ମନ୍ତ୍ର ସମାହିତ ହୋଇଛି । ଏମିତିରେ ସମ୍ପୂର୍ଣ ହନୁମାନ ଚାଳିଶା ପଢିବା ସବୁଠୁ ମହତ୍ଵପୂର୍ଣ ବୋଲି କୁହଯାଏ । କିନ୍ତୁ ଯଦି ହନୁମାନ ଚାଳିଶାର ଏହି ୫ ଟି ଚୌପାଈକୁ ସଠିକ ଭାବରେ ଜପ କରିବେ ତେବେ ଆପଣଙ୍କର ସମସ୍ତ ପ୍ରକାର ଦୁଃଖ ଦୂର ହୋଇଯିବ ।

Image Courtesy: Google

ଚାଲନ୍ତୁ ଜାଣିବା ସେହି ମନ୍ତ୍ରଗୁଡିକ ବିଷୟରେ

୧.

Image Courtesy: Google

ଯଦି କୌଣସି ବ୍ୟକ୍ତି ମନରେ ଭୟ ଆସିଥାଏ ତେବେ ସେମାନେ ଏହି ମନ୍ତ୍ରକୁ ପ୍ରତିଦିନ ସକାଳେ ଓ ସନ୍ଧ୍ୟାରେ ୧୦୮ ଥର ଜପ କରନ୍ତୁ ।

୨.

Image Courtesy: Google

ଯେଉଁ ବ୍ୟକ୍ତି ସର୍ବଦା ରୋଗରେ ପୀଡିତ ଥାଆନ୍ତି ତେବେ ସେହି ବ୍ୟକ୍ତିମାନଙ୍କୁ ଏହି ମନ୍ତ୍ରକୁ ପ୍ରତିଦିନ ସକାଳେ ଓ ସନ୍ଧ୍ୟାରେ ଜପ କରିବା ଉଚିତ ।

୩.

Image Courtesy: Google

ନିଜ ଜୀବନରେ ସମସ୍ତସମସ୍ୟାକୁ ଦୂର କରିବା ପାଇଁ ଏହି ମନ୍ତ୍ରକୁ ପ୍ରତିଦିନ ନିରନ୍ତର ଜପ କରନ୍ତୁ ।

୪.

Image Courtesy: Google

ବିଦ୍ୟା ଏବଂ ବୁଦ୍ଧି ପ୍ରାପ୍ତ କରିବା ପାଇଁ ଏହି ମନ୍ତ୍ରକୁ ପ୍ରତିଦିନ ୧୧ ଥର ଜପ କରିବା ଉଚିତ ।

୫.

Image Courtesy: Google

ନିଜ ଜୀବନରେ ସଫଳତା ପାଇବା ପାଇଁ ଓ ଶତୃ ନାସ କରିବା ପାଇଁ ଏହି ମନ୍ତ୍ରକୁ ନିରନ୍ତର ଜପ କରନ୍ତୁ । ଏହିସବୁ ମନ୍ତ୍ରକୁ ୪୦ ଦିନ ପର୍ଯ୍ୟନ୍ତ ଜପ କରନ୍ତୁ । ସବୁ ଦିନ ସକାଳେ ଏବଂ ସନ୍ଧ୍ୟାରେ ୧୦୮ ଥର ଏହି ମନ୍ତ୍ରର ଜପ କରନ୍ତୁ । ମଙ୍ଗଳବାର ଏବଂ ଶନିବାର ଦିନ ହନୁମାନଙ୍କର ପୂଜା କରନ୍ତୁ । ଏହା କରିବା ଦ୍ଵାରା ଆପଣଙ୍କର ସବୁ ସମସ୍ୟା ଦୂର ହୋଇଯିବ ।

ସାଙ୍ଗମାନେ, ଆଶା କରୁଛୁ କି ଆପଣଙ୍କୁ ଆମର ଏଇ ଆର୍ଟିକିଲ୍ ଟି ପସନ୍ଦ ଆସିଥିବ। ଯଦି ପସନ୍ଦ ଆସିଥାଏ ତେବେ ଲାଇକ ଓ ଶେୟାର କରିବାକୁ ଭୁଲିବେ ନାହିଁ । ଦୈନନ୍ଦିନ ଘଟୁଥିବା ଖବର ସହିତ ଅପଡେଟ ରହିବା ପାଇଁ ଖବର ଓଡିଆ ପେଜ କୁ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *