PF ଆକାଉଣ୍ଟଧାରୀ ମାନଙ୍କ ପାଇଁ ବଡ ଖବର, ଶୀଘ୍ର କରନ୍ତୁ ଏହି କାମ, ନଚେତ ବନ୍ଦ ହୋଇଯିବ ଆପଣଙ୍କ PF ଆକାଉଣ୍ଟ!

ନମସ୍କାର ବନ୍ଧୁଗଣ । କର୍ମଚାରୀ ଭବିଷ୍ୟତ ନିଧି ସଂଗଠନ ବା EPFO କୁ ଜାରି କରିଛି ନୂଆ ନିୟମ । ଯାହାକୁ ତୁରନ୍ତ ବନ୍ଦ ନ କରିଲେ ଆପଣଙ୍କ EPFO ଆକାଉଣ୍ଟ ବଡ ହୋଇପାରେ । ଏଥିରେ ଥିବା ଟଙ୍କା ମଧ୍ୟ ଆପଣ ପାଇ ପାରିବେ ନାହି । ଏହି ନିୟମ ପାଇଁ କେଉଁ ସମୟ ରହିଛି ତାହା ମାତ୍ର ଦୁଇ ଦିନ ଭିତରେ ଶେଷ ହୋଇଯିବ । ତେଣୁ ଏହି ସବୁ କାମ ଯଥା ଶିଗ୍ରହ କରିବା ଉଚିତ । ଏହି ନିୟମ ଶେଷ ହେବାର ସମୟ ହେଉଛି ନଭେମ୍ବର ୩୦ ତାରିଖ ।

ଏହା ପୂର୍ବରୁ ଜୁନ ପହିଲା ରହିଥିବା ବେଳେ କୋରୋନା ମହାମାରୀ ଯୋଗୁ ସେପ୍ଟେମ୍ବର ପହିଲାକୁ ଘୁଞ୍ଚାଇ ଦିଆ ଯାଇଥିଲା । ପରେ ଏହାକୁ ଘୁଞ୍ଚାଇ ନଭେମ୍ବର ୩୦ ଯାଏଁ ଧାର୍ଯ୍ୟ କର ଯାଇଥିଲା । ପିଏଫଓର ନୂଆ ନିୟମ ମୁତାବକ ନଭେମ୍ବର ୩୦ ସୁଧା ପ୍ରତି ପିଏଫଓ ଧରାଇ ନିଜର ଆକାଉଣ୍ଟ ନମ୍ବର UN ଆଧାର କାର୍ଡ ଲିଙ୍କ କରିବା ନିହାତି ଜରୁରୀ ଅଟେ ।

ଏହା ସହ ଏହାକୁ ପିଏଫ କର୍ମଚାରୀଙ୍କ ଦ୍ଵାରା ଭେରୀଫାଏଡ କରିବାକୁ ପଡିବ । ଯଦି ଏପରି ନ ହୁଏ ତେବେ ଆପଣଙ୍କ ଆକାଉଣ୍ଟରେ ଥିବା ଟଙ୍କା ଜମା ହୋଇ ପାରିବ ନାଁ ଟଙ୍କା ଉଠାଇ ହେବ । ଏହି ନିୟମ ବାବଦରେ ପିଏଫଓ ଏକେ ନୋଟିସ ଜାରି କରିଛି । ଏଥିରେ ସୋସିଆଲ ଶିକୁରୀଟି କୋଡ ୨୦୨୦ର ଧାରା ୧୪୨ ଅଧୀନରେ ଏହି ନିୟମକୁ ଲାଗୁ କରା ଯାଇଛି ।

ଏଥିରେ ଏହି ନିର୍ଦେଶ ଦିଆ ଯାଇଛି ଯେ ଯଦି ପିଏଫ ଆକାଉଣ୍ଟ ଆଧାର କାର୍ଡ ସହ ଲିଙ୍କ ନ ହୁଏ ବା ୟୁଏନ ଆଧାର ଭେରୀଫାଏଡ ହୋଇ ନାହି ତେବେ ଆକାଉଣ୍ଟ ଧାରୀଙ୍କ ଇସିଆର ବା ଇଲେକ୍ଟ୍ରୋନିକ ଚାଲାଣ କମ ରିଟର୍ନ ଜମା ହୋଇ ପାରିବ ନାହି । ତେବେ ଆକାଉଣ୍ଟ ଧାଡ଼ି ଘରେ ବସି ଏହାକୁ ଆଧାର କାର୍ଡ ସହ ଲିଙ୍କ କରି ପାରିବେ ।

ଏହା ସହ କର୍ମଚାରୀଙ୍କ ଦ୍ଵାରା ଭେରୀଫାଏଡ କରାଇ ପାରିବେ । ଏହି ଲିଙ୍କ କରିବା ପାଇଁ ପ୍ରଥମେ ଇପିଏଫଓ ୱେବ ସାଇଟକୁ ଯାଆନ୍ତୁ । ଏହା ପରେ WWW.epfindia.gov.in ଲଗିନ କରନ୍ତୁ । ଏହା ପରେ ଅନ ଲାଇନ ସର୍ଭିସ ଅପସନ ଆସିବ । ଏଥିରେ ekyc portal Option ଆସିବ । ଏହା ଉପରେ କ୍ଲିକ କରିଲେ KYC portal Window ଆସିବ ।

ଏହା ତଳକୁ ରହିଛି EPFO ମେମ୍ବରସ ର ଅପସନ ଆସିବ । ତା ପରେ ରହିଛି ଲିଙ୍କ UAN ଆଧାର ଅପସନ ଉପରେ କ୍ଲିକ କରିଲେ ଆସିବ ଅନ ଲାଇନ ଫର୍ମ । ଏଥିରେ ଆପଣଙ୍କ ଆଧାର କାର୍ଡରେ ଥିବା UAN ନମ୍ବର ସହ ଅନ୍ୟାନ୍ୟ ତଥ୍ୟ ଲେଖି ସବମିଟ କରନ୍ତୁ । ଏପରି କରିବା ପରେ ଆପଣଙ୍କ UPFO ଆଧାର କାର୍ଡ ସହ ଲିଙ୍କ ହୋଇଯିବ । ପୂର୍ବ ଭଳି ଆପଣ UPFO ଏହାର ସୁବିଧା ପାଇ ପାରିବେ ।

ବନ୍ଧୁଗଣ ଆପଣ ମାନଙ୍କୁ ଆମ ପୋଷ୍ଟ ଟି ଭଲ ଲାଗିଥିଲେ ଆମ ସହ ଆଗକୁ ରହିବା ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *