ରାତିରେ Boy friend ସହ ଗପିସାରି ଶୋଇଥିଲେ ମହିଳା ସକାଳ ୯ ଟାରେ ରୁମ୍ ରୁ ମିଳିଲା ମୃତ ଦେହ- କଣ ସମ୍ପୂର୍ଣ୍ଣ ଘଟଣା ପଢନ୍ତୁ

ହେଲୋ ଫ୍ରେଣ୍ଡ୍ସ , ଆପଣମାନଙ୍କୁ ଆମେ ସ୍ଵାଗତ କରୁଛୁ ଆମର ଏହି ଓଡିଆ ଦୁନିଆ ପୋର୍ଟାଲକୁ । ଆମେ ଆପଣଙ୍କୁ ପ୍ରତ୍ୟକ ଦିନ କିଛି ନା କିଛି ନୂଆ ଖବର ଯୋଗାଇଥାଉ । ସେହିଭଳି ଆଜି ମଧ୍ୟ ଏକ ଖବର ନେଇ ଆସିଛୁ ଆମେ ଆପଣମାନଙ୍କ ପାଇଁ ।  ସାଙ୍ଗମାନେ ଯଦି ଆପଣଙ୍କୁ ଗୋଟେ ମାସ ପାଇଁ କୁହାଜେ କି ଆପଣ ନିଜର ଫୋନ ଠାରୁ ଦୂରେଇ ରୁହନ୍ତି ତାହେଲେ ଏହା କଣ ଆପଣ କରି ପାରିବେ ? ନାଁ କାହିଁକି ନା ଆଜିକାଲି ଆମେ ଫୋନ ଦ୍ଵାରା ବହୁତ କିଛି କରି ପାରୁଛେ, ସେଥିପାଇଁ ଗୋଟେ ମାସ ତ କଣ ଗୋଟେ ମିନିଟ ବି ଆମେ ଏହା ବିନା ରହି ପାରିବା ନାହିଁ । ତେବେ ଏହି ଫୋନ ଆମ ପାଇଁ ଯେତିକି ଉପକାର କରୁଛି ସେତିକି ଖ୍ଯାତି ମଧ୍ୟ କରୁଛି । ଲୋକମାନେ ଏହାର ବ୍ଯବହର ତ କରୁଛନ୍ତି କିନ୍ତୁ ଏହା ଦ୍ଵାରା କଣ ସବୁ କ୍ଷତି ହୋଇପାରିବ ସେ ବିଷୟରେ ଧାରଣା କାହାର ବି ନହିଁ ।

ଆଜି ଆମେ ଆପଣଙ୍କୁ ଏହି ଫୋନ ର କିଛି ଅପକାରିତା ଯାହା ଆମ ଜୀବନ ନେଇ ପାରେ ସେଇ ବିଷୟରେ କିଛି କହିବୁ । ଆପଣମାନେ ଦେଖିଥିବେ ବହୁତ ଲୋକ ଶୋଇବାକୁ ଯିବା ବେଳେ ଫୋନ ବ୍ଯବହର କରନ୍ତି ଓ କିଛି ସମୟ ପରେ ଯେବେ ନିଦ ଆସି ଯାଏ ତାକୁ ତକିଆ ତଳେ ରାଖୀ ସୋଇ ଯାଆନ୍ତି । କିନ୍ତୁ ଏହା କେତେ ଯେ କ୍ଷତିକାରକ ଏହା ଆପଣ ଜାଣି ନାହାନ୍ତି । ତେବେ ଆଜି ଆମେ ଏହି ବିଷୟରେ କିଛି କହିବୁ ଆପଣଙ୍କୁ । ଏକ ଭୟାନକ ଘଟଣା ଯାହା ଶୁଣି ଆପଣ କେବେବି ଜୀବନରେ ଫୋନ କୁ ତକିଆ ତଳେ ରଖିବାର ଭୁଲ କରିବେ ନାହିଁ । ଏକ ମହିଳା ଏମିତି ଶୋଇବା ସମୟରେ ତକିଆ ତଳେ ଫୋନ ରଖି ଶୋଇଥିଲା ତାଙ୍କର ଜୀବନ ଚାଲିଗଲା । କଣ ପ୍ରକୃତ ଘଟଣା ଆସନ୍ତୁ ଜାଣିବା ।

ଘଟଣାଟି ହେଲା ଓଡିଶାର କନ୍ଧମାଳ ଜିଲାର । ଉମା ବୋଲି ଏକ ଝିଅ ନିଜ ବୟ ଫ୍ରେଣ୍ଡ୍ସ ସହ କଥା ହେବା ପରେ ଦେଖିଥିଲା ଯେ ଫୋନ ର ବାଟେରୀ ସଋ ଆସୁଛି ତ ସେ ସୂଇବାକୁ ଯିବା ଆଗରୁ ତାକୁ ଚାର୍ଜ ରେ ବସାଇ ନିଜ ତକିଆ ତଳେ ରାଖୀ ସୋଇ ପଡିଥିଲା । ଯାହା ଫଳରେ ଫୋନଟି ଗରମ ହୋଇ ବ୍ଳାଷ୍ଟ କରିଥିଲା । ଯାହା ଫଳରେ ତାଙ୍କ ଜୀବନ ଚାଲି ଯାଇଛି । ତାଙ୍କୁ ହସ୍ପିଟଲ ନେବା ଆଗରୁ ହିଁ ସେ ନିଜର ଶେଷ ନିଶ୍ଵାସ ନେଇଥିଲେ । ତେଣୁ ଆପଣ ମାନେ ମଧ୍ୟ ଏହି ଭଳି ଭୁଲ କେବେ କରନ୍ତୁ ନାହିଁ, ଚାରଜିଙ୍ଗରେ ରଖି ଫୋନ ରେ କାହା ସହ କଥା ହୁଅନ୍ତୁ ନାହିଁ କି ଚରଜେ ରଖି ଫୋନ କୁ ତକିଆ ତଳେ ରଖି ଶୁଅନ୍ତୁ ନାହିଁ । ସଚେତନ ପାଇଁ ଏହି ପୋଷ୍ଟ କୁ ଅଧିକ ମାତ୍ରାରେ ଶେୟାର କରନ୍ତୁ ।  ଆପଣମାନେ ମଧ୍ୟ କେବେ ବି ଫୋନ କୁ ତକିଆ ତଳେ ରଖି ଶୁଅନ୍ତୁ ନାହିଁ କେଉଁ ବି ମୂହୁର୍ତ୍ତରେ କିଚିବି ଘଟିପାରେ ।

Leave a Reply

Your email address will not be published. Required fields are marked *