ଲୁଣ ଓ ଲବଙ୍ଗର ଏହି ଉପାୟ ଆପଣଙ୍କୁ କରିପାରେ କୋଟିପତି, ଥରେ ପ୍ରୟୋଗ କରି ଦେଖନ୍ତୁ

ଆଜିକାଲିର ଦୁନିଆ ରେ କିଏ ବା ଧନୀ ହେବାକୁ ନ ଚାହେଁ । କିନ୍ତୁ ସମସ୍ତଙ୍କ ଭାଗ୍ୟରେ ଏହା ନ ଥାଏ । କିଛି ଲୋକ ପରିଶ୍ରମ କରି ଧନୀ ହୋଇ ପାରନ୍ତି ତ କିଛି ଲୋକ ଯେତେ ପରିଶ୍ରମ କଲେ ବି ସଫଳତା ମିଳେ ନହିଁ । ଏହା ହେଉଛି ନିଜ ଭାଗ୍ୟର ଖେଳ ।  କେହି କେହି ଏଭଳି ଭାଗ୍ୟ ନେଇ ଆସନ୍ତି କି ସେମାନେ ଜନମରୁ କୋଟିପତି ହୋଇଥାନ୍ତି । କିନ୍ତୁ କିଛି ଲୋକ ଏଭଳି ଭାଗ୍ୟ ନେଇ ଆସନ୍ତି କି ଯେତେ ବି ରିଜଗାର କଲେ ତାଙ୍କୁ ଅନ୍ତେ ନାହିଁ । ତେବେ ସେହିଭଳି କିଛି ଲୋକ ମାନଙ୍କ ପାଇଁ ଆଜି ଆମେ ଏକ ଏଭଳି ଉପାୟ ନେଇ ଆସିଛୁ ଯାହା କରିବା ଦ୍ଵାରା ସେମାନଙ୍କର ଆରେ ବୃଦ୍ଧି ହେବ ଓ ସେମାନେ ମଧ୍ୟ ଏକ କୋଟିପତିର ଜୀବନ ବଞ୍ଚି ପାରିବେ ।

ଆମେ ଯେଉଁ ଉପାୟ କହିବାକୁ ଯାଉଛୁ ଏହା ପାଇଁ କେବଳ ଦୁଇଟି ସାମଗ୍ରୀ ଦରକାର ଏବଂ ଯାହା ଅପନନଙ୍କୁ ଅତି ସହଜରେ ଆପଣଙ୍କ ରୋଷେଇଘରୁ ହିଁ ମିଳିଯିବ । ଗୋଟେ ହେଉଛି ଲୁଣ ଓ ଅନ୍ଯଟି ହେଉଛି ଲବଙ୍ଗ । ତେବେ କେମିତି ଏହି ଦୁଇଟି ଜିନିଷର ପ୍ରୟୋଗ କରି ଆପଣ କୋଟିପତି ହୋଇପାରିବେ ଆସନ୍ତୁ ଜାଣିବା । ତେବେ ପ୍ରଥମେ ଏକ ଭଲଦିନ ଦେଖି ଗୋଟେ କଳା କପଡାରେ ଏହି ଦୁଇଟି ସାମଗ୍ରୀ ବା ଲୁଣ ଓ ଲବଙ୍ଗ ରଖି ଏହାକୁ ଘରର ସମସ୍ତ ଜାଗାରେ ବୁଲାଇ ଆଣନ୍ତୁ । କେବଳ ବାଥରୂମକୁ ଛାଡି ଅନ୍ୟ ସମସ୍ତ ଗୃହ ରେ ଏହାକୁ ବୁଲାନ୍ତୁ ଓ ଏହାକୁ ଏକ ପୁଟୁଳା କରି କଳା ସୂତାରେ ବାନ୍ଧି ମୁଖ୍ୟ ଦ୍ଵାରରେ ଟାଙ୍ଗୀ ଦିଅନ୍ତୁ ।

ଏହା କରିବାର କିଛିଦିନ ପରେ ଆପଣ ନିଜେ ଦେଖିବେ ଆପଣଙ୍କ ଆର୍ଥିକ ପରିକଥି ବଦଳିବାକୁ ଲାଗିବ । ଅପବ୍ୟୟ କମ ହେବା ସହ ଆପଣ କିଛି ସଞ୍ଚୟ ମଧ୍ୟ କରି ପାରିବେ । କୁହା ଯାଏ କି କଳା ରଙ୍ଗ ଖରାପ ନଜରରୁ ବଞ୍ଚାଏ । ସେଥିପାଇଁ କଳା କପଡାର ବ୍ୟଭାର ନିତ୍ୟାନ୍ତ ଆବଶ୍ୟକ । ଲୁଣ ନକାରାତ୍ମକ ଶକ୍ତିକୁ ଗୃହ ଭିତରକୁ ପ୍ରବେଶ କରାଇଦେବ ନାହିଁ ସେଥିପାଇଁ ଲୁଣ ଏହି ଉପାୟରେ ମୁଖ୍ୟ ଅଟେ । ଲବଙ୍ଗ ମଧ୍ୟ ହେଉଛି ଏକ ଦୁର୍ଲଭ ମସଲା ଯାହା ବହୁତ ମୂଲ୍ୟବାନ ଅଟେ ସେଥିପାଇଁ ଏହାକୁ ଏହି ଉପାୟରେ ପ୍ରୟୋଗ କଲେ ଧନ ସବନ୍ଧିତ ସମସ୍ତ ସମସ୍ଯା ଦ୍ଦୁର ହେବ ।

ଆଶାକରୁଛୁ ଆମର ଏହି ବାସ୍ତୁ ଟିପ୍ସ ଆପଣଙ୍କୁ ନିଶ୍ଚୟ ସାହାଯ୍ୟ କରିବ । ଭଲ ଲାଗିଲେ ସେଆର କରନ୍ତୁ ସାଙ୍ଗମାନଙ୍କ ସହିତ । ଆଗକୁ ଏମିତି ନୂଆ ନୂଆ ବାସ୍ତୁ ଟିପ୍ସ ବିଷୟରେ ଜାଣିବା ପାଇଁ ଆମ ପେଜକୁ ଲାଇକ କରନ୍ତୁ । ଧନ୍ୟବାଦ ।

Leave a Reply

Your email address will not be published. Required fields are marked *