ଫଟୋରେ ଦେଖା ଯାଉଥିବା ଏହି ପିଲାଟି ଆଜି ବଲିଉଡର ଲୋକପ୍ରିୟ ତାରକା ମାନଙ୍କ ମଧ୍ୟରୁ ଜଣେ, ୩ ମିନିଟର ରୋଲ ପାଇଁ ନେଉଛନ୍ତି କୋଟି କୋଟି ଟଙ୍କା

ଭାଗ୍ୟ କାହାକୁ କେଉଁଠୁ ନେଇକି କଣ ବନେଇ ଦିଏ କିଛି କହି ହବନି । ଆପଣ ଦେଖୁଥିବା ଏହି ଫଟୋରେ ଏହି ଛୋଟ ଝିଅକୁ ନେଇଯାଆନ୍ତୁ । ନିଜ ପିତାଙ୍କର କୋଳରେ ବସିଥିବା ଛୋଟ ଝିଅଟି ଆଜିକାର ବଲିଉଡର ନାମୀ ଦାମୀ ଅଭିନେତ୍ରୀ । ଏହି ଅଭିନେତ୍ରୀ ଗୋଟେ ଫିଲ୍ମର ୩ ମିନିଟର ଗୀତ ପାଇଁ କୋଟିଏ ଟଙ୍କା ନଉଛନ୍ତି । ଆପଣ ଏ ପର୍ଯ୍ୟନ୍ତ ଯଦି ଏହି ଝିଅଟିକୁ ଜାଣିପାରୁ ନାହାନ୍ତି ତେବେ ଆପଣଙ୍କ ଜାଣିବା ପାଇଁ କହି ଦଉଛୁ ଏହି ଝିଅଟି ହେଉଛନ୍ତି ବଲିଉଡର ମସହୁର ଅଭିନେତ୍ରୀ ଓ ଡ୍ୟାନ୍ସର ସନୀ ଲିଓନୀ । ସନୀ ଏବେ ୩୭ ବର୍ଷର ହୋଇଗଲେଣି । ଆଜି ଆମେ ଆପଣଙ୍କୁ ସନୀଙ୍କ ବିଷୟରେ କିଛି କଥା କହିବାକୁ ଯାଉଛୁ ।

Image Courtesy: Google

ସନୀ ବଲିଉଡରେ ଡେବ୍ୟୁ ପୂଜା ଭଟ୍ଟଙ୍କ ଫିଲ୍ମ ‘ଜିସ୍ମ 2’ ଦ୍ଵାରା କରିଥଲେ । ସର୍ବ ପର୍ଥମେ ସନୀ ବିଗବସରେ ନଜର ଆସିଥିଲେ । ଏହି ସୋ ପରେ ମହେଶ ଭଟ୍ଟ ସନୀଙ୍କୁ ନିଜ ଝିଅ ପୂଜା ଭଟ୍ଟର ଫିଲ୍ମ ‘ଜିସ୍ମ 2’ ପାଇଁ ଅଫର ଦେଇଥିଲେ । ଏହି ଫିଲ୍ମ ପରେ ସନୀ ବଲିଉଡରେ ନିଜ ଛାପ ଛାଡି ଗଲେ ତାପରେ ତାଙ୍କୁ ଗୋଟେ ପରେ ଗୋଟେ ନୂଆ ଫିଲ୍ମର ଅଫର ମିଳିଲା ।

Image Courtesy: Google

ବଲିଉରେ ଲୋକ ସନୀଙ୍କ ଅଭିନୟଠୁ ବେସି ଡ୍ୟାନ୍ସକୁ ପସନ୍ଦ କରନ୍ତି । ବୋଧେ ସେଥିପାଇଁ ଡାରେକ୍ଟର ସନୀଙ୍କ ଡ୍ୟାନ୍ସକୁ ନିଜ ଫିଲ୍ମରେ ରଖିବାକୁ ଚାହାନ୍ତି । ଆପଣଙ୍କୁ ଜାଣିକି ଆଶ୍ଚର୍ଯ୍ୟ ହେବ ସନୀ କୌଣସି ଫିଲ୍ମରେ ୩ ରୁ ୪ ମିନିଟ ଡ୍ୟାନ୍ସ କରିବା ପାଇଁ ଦୁଇ ରୁ ତିନି କୋଟି ନିଅନ୍ତି । ବର୍ତ୍ତମାନ ସମୟରେ ସନୀ ତାଙ୍କ ଲାଇଫ ଉପରେ ବନୁଥିବା ବୟୋପିକ ‘କରଣଜୀତ କୌର – ଦ ଅନଟୋଲ୍ଡ ସ୍ଟୋରୀ ଅଫ ସନୀ ଲିୟୋନୀ’ କୁ ନେଇକି ବେସି ଚର୍ଚାରେ ଅଛନ୍ତି ।

Image Courtesy: Google

ବହୁତ କମ ଲୋକ ଜାଣିଥିବେ ସନୀଙ୍କ ଅସଲି ନାମ କରଞ୍ଜିତ ବୋହରା ଅଟେ । ସନୀ ମୂଳ ରୂପରେ ପଞ୍ଜାବୀବାସୀ ଅଟନ୍ତି । ତାପରେ ତାଙ୍କ ଫ୍ଯାମିଲି କାନାଡା ଓ ଆମେରିକାକୁ ଶିଫ୍ଟ ହୋଇଥିଲା ଯେଉଁଠାରେ ସନୀଙ୍କୁ ପାଳନ କରାଯାଇଥିଲା । ବହୁତ କମ ଲୋକ ଜାଣିଥିବେ ସନୀଙ୍କ ସ୍ଵପ୍ନ ଫିଲ୍ମ ଦୁନିଆରେ ଆସିବା ନୁହେଁ ନର୍ସ ହେବା ଥିଲା । ସେ ସେଥିପାଇଁ ମେଡିକାଲ ସାଇନ୍ସ ମଧ୍ୟ ପଢୀ ଥିଲେ । କିଛି ଅସୁବିଧା ପାଇଁ ତାଙ୍କର ଏହି ସ୍ଵପ୍ନ ପୁରା ହୋଇ ପାରିନଥିଲା ।

Image Courtesy: Google

୨୦୦୯ରେ ସନୀ ଡେନିୟଲ ବେବର ନାମକ ବ୍ୟକ୍ତିଙ୍କୁ ବାହା ହୋଇଥିଲେ । ଆଜି ସନୀ ଓ ଡେନିୟଲ ୩ ଟି ପିଲାଙ୍କର ବାପା-ମା । ଏଥି ମଧ୍ୟରୁ ଗୋଟେ ଝିଅ ନିଶାକୁ ସେମାନେ ଗୋଦ ନେଇଥିଲେ ଓ ତା ପରେ ତାଙ୍କର ଦୁଇ ଜୁଡବା ପୁଅଙ୍କୁ ସରୋଗେସୀ ଜରିଆରେ ପାଇଥିଲେ । ସନୀ ସାମାଜିକ ସଂସ୍ଥା ସହିତ ଜଡିତ ହୋଇ କୈଂସର ପୀଡ଼ିତାଙ୍କ ସହିତ ପଶୁଙ୍କ ସଂରକ୍ଷଣ ପାଇଁ ଫଂଡ ଏକଠା କରୁଛନ୍ତି । ଆଗକୁ ଆମ ସହ ରହିବା ପାଇଁ ଆମ ପେଜକୁ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *