ପ୍ରେମ ବି ଏମିତି ଗୋଟେ ଅନୁଭବ ଯାହା ପାଇଁ ଲୋକ କିଛି ବି କରିବା ପାଇଁ ଆଗକୁ ଚାଲି ଯାଆନ୍ତି, ଭଲ ପାଇବା ସମ୍ବନ୍ଧିତ ବହୁତ ଭୟଙ୍କର ମାମଲା ସାମ୍ନାକୁ ଆସିଛି । ଏହି ଘଟଣା ଗୋଟେ ପ୍ରେମିକା ଓ ଦୁଇଟି ପ୍ରେମୀ ବିଷୟରେ ଅଟେ, ଦୁଇଟି ଭାଇ ନିଜ ଭାଉଜର ନାବାଳିକା ଭଉଣୀକୁ ଭଲ ପାଇ ଯାଇଛନ୍ତି । ଦୁଇ ଭାଇ ନିଜ ଭଲ ପାଇବା କଥା ଝିଅକୁ କହି ଥିଲେ, ଝିଅ ବହୁତ ଅସୁବିଧା ରେ ପଡି ଯାଇଥିଲେ କାହାକୁ ପସନ୍ଦ କରିବେ ବୋଲି ।
ଏହି ଭଲ ପାଇବା କଥା ପାଇଁ କଥା ଏତେ ବଢି ଗଲା ଯାହା ପରେ ଦୁଇ ଭାଇ ଝଗଡା ଓ ମାର ପିଟ କରିବା ଆରମ୍ଭ କରି ଦେଲେ ।
କଥା ଏତେ ବଢି ଯାଇ ଥିଲା ଯାହା ପରେ ପୋଲିସକୁ ଆସି ମାମଲା ଶାନ୍ତ କରିବାକୁ ପଡିଲା, ଘଟଣା ଜାଗାରେ ପୋଲିସ ପହଞ୍ଚିଲା ପରେ ପୋଲିସ ଦୁଇ ଭାଇ ଓ ଝିଅକୁ ନିଜ ସହ ଥାନା ନେଇ ଗଲେ ଯାହା ପାଇଁ ଏତେ ଝଗଡା ହୋଇ ଥିଲା । ଥାନରେ ଏହି କଥା ପାଇଁ ବହୁତ ସମୟ ପର୍ଯ୍ୟନ୍ତ ଏହି କଥା ପାଇଁ ପଞ୍ଚାୟତ ହୋଇଲା ।
୧୫ ବର୍ଷ ଏହି କିଶୋରୀର ମାଁ ବାପା ଛୋଟ ବେଳେ ନିଧନ କରି ଯାଇଥିଲେ, କିଶୋରୀ ଆହୁରି ଦୁଇଟି ଭଉଣୀ ଅଛନ୍ତି ତାଙ୍କ ମଧ୍ୟରୁ ଜଣଙ୍କ ବିବାହ ଗାଜିପୁର ଥାନା କ୍ଷେତ୍ର ରେ ହୋଇ ଯାଇଛି । କିଶୋରୀ ପ୍ରାୟତଃ ଭଉଣୀ ଶାଶୁ ଘରକୁ ଯାଉଥିଲେ, ଯାହା ପାଇଁ କିଶୋରୀ ଭଉଣୀର ଦିଅର ବୃଜେଶ ସହ ପ୍ରେମ ସମ୍ବନ୍ଧ ସ୍ଥାପିତ ହୋଇ ଗଲା । ଭଉଣୀ ଶାଶୁ ଘରେ କିଛି ଦିନ ରହିଲା ପରେ ଝିଅ ନିଜ ମାମୁ ଘରକୁ ପଳେଇଲେ ଯେଉଁଠୁ ସେ ଛୋଟ ବେଳୁ ବଡ ହୋଇଛନ୍ତି । ଏହାର ଗୋଟେ ମାସ ପରେ ସେ ତାଙ୍କର ଆଉ ଗୋଟେ ଭଉଣୀର ଶାଶୁ ଘରକୁ ଯାଇଥିଲେ, ମଜା କଥା ଏହା ହେଲା ଯେ ଦୁଇଟି ଯାକ ଭଉଣୀଙ୍କ ଦିଅର ସହ କିଶୋରୀଙ୍କୁ ପ୍ରେମ ହୋଇ ଗଲା ।
ଯେତେବେଳେ ପ୍ରଥମ ପ୍ରେମୀ ଝିଅକୁ ଆଣିବା ପାଇଁ ଗଲେ କିଶୋରୀ ମନା କଲେ ଓ ପ୍ରଥମ ପ୍ରେମୀ ଜୋର କରିବା ଆରମ୍ଭ କଲେ ଯାହା ପରେ ଦୁଇଟି ପ୍ରେମୀ ଏହି କଥା ପାଇଁ ବିରୋଧ କଲେ ଓ ଦୁଇ ପ୍ରେମୀଙ୍କ ମଧ୍ୟ ରେ ଝଗଡା ଆରମ୍ଭ ହୋଇ ଗଲା । ପ୍ରେମିକା ପାଇଁ ଦୁଇ ପ୍ରେମୀ ମାର ପିଟ କରିବା ଆରମ୍ଭ କଲେ ଯାହା ପରେ ପୋଲିସ ଆସି ଏହି ଘଟଣାକୁ ସମ୍ଭାଳିଲେ । ବହୁତ ସମୟ ପର୍ଯ୍ୟନ୍ତ ଥାନାରେ ପଞ୍ଚାୟତ ଚାଲିଲା ପରେ ମଧ୍ୟ କିଛି ସମାଧାନ ବାହାରିଲା ନାହିଁ ।