ରବିବାର 15 ଡିସେମ୍ବର 2019 – ଏହି ୫ ରାଶିଙ୍କୁ ମିଳିବ ବଡ ସଫଳତା, ସ୍ୱାସ୍ଥ୍ୟ ଓ ପ୍ରତିଷ୍ଠା ପାଇଁ ରୁହନ୍ତୁ ସଚେତ

ରାଶିଫଳ ଗୁଡିକର ଆମ ଜୀବନରେ ବହୁତ ମହତ୍ଵ ରହିଛି । ରାଶିଫଳ ଦ୍ଵାରା ଭବିଷ୍ୟରେ ହେବାକୁ ଥିବା ଘଟଣା ଗୁଡିକର ଆଭାସ କରି ହେବ । ରାଶି ଗୁଡିକର ନିର୍ମାଣ ଗ୍ରହଙ୍କର ଗୋଚର ଓ ନକ୍ଷତ୍ରଙ୍କର ଚଳନ ଓ ଆଧାର ଉପରେ କରାଯାଏ । ପ୍ରତିଦିନ ଗ୍ରହର ସ୍ଥିତି ଆମର ଭବିଷ୍ୟ ନିର୍ଧାରିତ କରିଥାଏ । ଏହି ରାଶି ଫଳରେ ଆପଣଙ୍କୁ ଚାକିରି, ବେପାର, ସ୍ୱାସ୍ଥ୍ୟ, ଶିକ୍ଷା ଓ ବିବାହିତ ଜୀବନ ବିଷୟରେ ଜାଣିବାକୁ ମିଳିଥାଏ । ଯଦି ଆପଣ ଜାଣିବାକୁ ଚାହୁଁଛନ୍ତି ଆପଣଙ୍କ ଦିନ କିଭଳି କଟିବ ତେବେ ଏହାକୁ ପୁରା ପଢନ୍ତୁ ।

ମେଷ ରାଶି

ମେଷ ରାଶିର ଲୋକମାନଙ୍କ ପାଇଁ ଆଜିର ଦିନ ଆର୍ଥିକ ସ୍ଥିତିରେ ବହୁତ ଭଲରେ ଯିବ । କଳା ଓ ସାହିତ୍ୟ କ୍ଷେତ୍ରରେ ଆପଣଙ୍କ ଦିନ ଭୁତ ଭଲ ରହିବ । ମାତା ଓ ପିତାଙ୍କର ଆଶୀର୍ବାଦ ମିଳିବ । କିଛି ଖାସ କାମରେ ସାଙ୍ଗମାନେ ସାହାଯ୍ୟ କରିବେ । ଆପଣଙ୍କ ଯାତ୍ରା ଲାଭ ଦାୟକ ରହିବ ।

ବୃଷ ରାଶି

ସମୟ ଭଲ ଓ ଖରାପର ବିଚାର କରେଇବା ଶିଖାଇବ । ଆପଣ ଅନ୍ୟର ଧ୍ୟାନ ନିଜ ଆଡକୁ ଆଣିପାରିବେ । ଆସୁଥିବା ସମୟ ଆପଣଙ୍କ ସବୁଠୁ ଭଲ ସମୟ ହେବ । ଆପଣଙ୍କ ଜୀବନରେ ଚାଲିଥିବା ସବୁ ଅସୁବିଧାରୁ ମୁକ୍ତ ହେବେ । ଯେବେବି ଆପଣଙ୍କ କାମକୁ ନେଇକି ପ୍ରଶଂସା ହେବ ସେବେ ଆପଣଙ୍କ ମନ ଖୁସି ରହିବ ।

ମିଥୁନ ରାଶି

ଆଜି ଆପଣଙ୍କ ମନ ପ୍ରସନ୍ନ ରହିବ । ଆପଣ ନିଜ ସାଥିଠାରୁ ସାବଧାନ ରୁହନ୍ତୁ । ଆଳସ୍ୟକୁ ନିଜ ଉପରେ ଚଢିବାକୁ ଦିଅନ୍ତୁ ନାହିଁ । ଆପଣଙ୍କ ପରିବାର ପକ୍ଷରୁ ଆପଣଙ୍କୁ ପୁରା ସହଯୋଗ ଓ ସ୍ନେହ ମିଳିବ । ଆର୍ଥିକ ସ୍ଥିତି ଭଲ ରହିବ । ଦାମ୍ପତ୍ୟ ଜୀବନ ଖୁସିରେ କଟିବ ।

କର୍କଟ ରାଶି

ଆଜି ଦିନରେ ଆରମ୍ଭ ହେବାକୁ ଯାଉଥିବା ପାଟ୍ନରଶିପ ଲାମ୍ବା ସମୟ ପର୍ଯ୍ୟନ୍ତ ଚାଲିଥାଏ । ଚାକିରି ଖୋଜୁଥିବା ଲୋକମାନେ ନିଜର କିଛି ବ୍ୟବସାୟ ଖୋଳିବେ ଓ ନିଜ ପ୍ରାୟସରେ ସଫଳତା ହାସଲ ମଧ୍ୟ କରିବେ । କିଛି ନୂଆ ଜିନିଷ ଆପଣଙ୍କୁ ଜାଣିବାକୁ ମିଳିବ । କୌଣସି ଲାମ୍ବା ଯାତ୍ରାରେ ଯାଇପାରନ୍ତି ।

ସିଂହ ରାଶି

ଆଜି ଆପଣଙ୍କୁ ପ୍ରଭାବଶାଳି ଲୋକଙ୍କ ସହିତ ମିଳାମିଶା ହେଇପାରେ । ସଞ୍ଚୟ କରି ରଖିଥିବା ଧନ ଏବେ ଉପୟୋଗ ହୋଇପାରେ । ମାନସିକ ଅବସ୍ତାରେ ଶାନ୍ତି ପାଇଁ ଆପଣ ଧ୍ୟାନର ବିକ୍ଳପ ନେଇପାରିବେ । କୌଣସି ଶୁଭ ସମାଚାର ପ୍ରାପ୍ତ ହେବେ ଯାହାଦ୍ୱାରା ଆପଣଙ୍କ ଲାଭ ହେବ ।

କନ୍ୟା ରାଶି

ଆଜି ବିଜିନେସ ଓ ଚାକିରିରେ କିଛି ଭଲ ହେବାର ସଙ୍କେତ ମିଳିପାରେ । କିଛି ଖାସ କଥାକୁ ନେଇକି ପରିବାରରେ କଥା ବାର୍ତ୍ତା ହୋଇପାରେ । ଅଫିସରେ ଆପଣ ନିଜର କଥା ରଖିବାର ପୁରା ହକ ମିଳିବ । ଅନ୍ୟ ଲୋକମନେ ଆପଣଙ୍କ ଯୋଜନାରୁ ବହୁତ ପ୍ରଭାବିତ ହେବେ ।

ତୁଳା ରାଶି

କାମକୁ ନେଇକି କରିଥିବା ପରିଶ୍ରମ ଆଜି ଫଳ ମିଳିବ । ମହତ୍ଵପୂର୍ଣ ଲୋକଙ୍କ ସହିତ ଆପଣଙ୍କ ବହୁତ ଭଲ ତାଳମେଳ ରହିବ । ଆପଣଙ୍କୁ ଖୁବ ଧନ ମିଳିପାରେ । ଫାଲ୍ତୁ ବିବାଦରୁ ବଞ୍ଚି ରହିବେ ।

ବିଛା ରାଶି

ଆଜି ଆପଣଙ୍କର ଖର୍ଚରେ ବୃଦ୍ଧି ଘଟିବ । ଭାଇ ଓ ବନ୍ଧୁ ଙ୍କ ସହ ସମ୍ବନ୍ଧ ନିକଟତାର ହେବ । ଅସୁବିଧା ସବୁ ଦୂର ହେଇଯିବ । ଆପଣଙ୍କ ପରିବାର ଲୋକ ଆପଣଙ୍କୁ ଆଗକୁ ବଢେଇବାରେ ସବୁ ପ୍ରୟାସ କରିବେ । ଶିବ ଳିଙ୍ଗ ଉପରେ ଜଳ ଅର୍ପିତ କରନ୍ତୁ, ଆପଣଙ୍କ ସହିତ ସବୁ ଭଲ ହେବ ।

ଧନୁ ରାଶି

ଧନ ଲାଭ ୟୋଗରେ ବାନି ରହିଛନ୍ତି । ଶତ୍ରୁ ଉପରେ ଜିତ ହାସଲ କରିପାରିବେ । ଅଫିସରେ ପରିଶ୍ରମ ବେସୀ କରି ପାରନ୍ତି । ପାଟ୍ନର ଆଜି ଆପଣଙ୍କ ସବୁ କଥା ଶୁଣିବେ । ଶିବ ଳିଙ୍ଗ ଉପରେ ଜଳ ଅର୍ପିତ କରନ୍ତୁ, ଆପଣଙ୍କ ସହିତ ସବୁ ଭଲ ହେବ ।

ମକର ରାଶି

ଆଜି ଆପଣ ଆଶାରୁ ବହୁତ ଭଲ ପ୍ରଦସନ କରିବେ । ସବୁ ଜିନିଷ ପ୍ରତି ଧ୍ୟାନ କେନ୍ଦ୍ରିତ କରିକି ନିଜ ପକ୍ଷରେ ନେଇପାରିବେ । ଆପଣ ନିଜ ବିରୋଧୀ ଉପରେ ଜିତ ହାସଲ କରିପାରିବେ । ଆପଣଙ୍କ ପାଇଁ ଆଜିର ଦିନ ସାମାନ୍ଯ ରହିବ ।

କୁମ୍ଭ ରାଶି

ଆଜି ଆପଣ ନିଜର ସ୍ୱାସ୍ଥ୍ୟ ଉପରେ ଧ୍ୟାନ ଦେବେ କାରଣ ଆପଣ ଆଜି ଛୋଟ-ମୋଟ ରୋଗର ସାମ୍ନା କରିପାରିବେ । ସଫଳତା ଅବଶ୍ୟ ମିଳିବ କିନ୍ତୁ ଆପଣଙ୍କୁ ବେପାର ଉପରେ ପରିଶ୍ରମ କରିବାକୁ ପଡିବ । ପାରିବାରିକ ଜୀବନ ଶୁଭ ହେବ ଓ ପିଲାମାନେ ଶିକ୍ଷା କ୍ଷେତ୍ରରେ ଭଲ କରିବେ ।

ମୀନ ରାଶି

ଆଜି ଆପଣଙ୍କୁ ମାନସିକ ଶାନ୍ତି ତ ମିଳିବ କିନ୍ତୁ ନିଜ ଭାବନାକୁ ନିଜ ଆୟତରେ ରଖନ୍ତୁ । ଭାବିଥିବା କିଛି ଜରୁରୀ କାମ ପୁରା କରିପାରିବେ । ଜୀବନସାଥି ଆପଣଙ୍କ ମୁଡକୁ ପରଖିବାରେ ଅସଫଳ ରହିବେ । ପୁରୁଣା ସାଙ୍ଗ ମାନଙ୍କ ସହିତ ଭେଟ ହୋଇପାରେ ।

Leave a Reply

Your email address will not be published. Required fields are marked *