ବିଜ୍ଞାନ ଏହି ସଂସାର ରେ ବହୁତ ବିକାଶ କରିଛି, ବିଜ୍ଞାନ ସାହାଜ୍ଯ ରେ ଆଜି ଜଙ୍ଗଲ ରେ ରହୁଥିବା ମଣିଷ ଆଜି ଚନ୍ଦ୍ରମା ଉପରେ ଯାଇ ପହଞ୍ଚିଲାଣି । ବିଜ୍ଞାନ ନୂଆ ନୂଆ ଆବିଷ୍କାର ଦ୍ଵାରା ନିଜକୁ ଆଗକୁ ବଢେଇ ଚାଲିଛି, ଆଜିକା ସମୟରେ ବିଜ୍ଞାନ ଏତେ ବିକାଶ କରି ମଧ୍ୟ ବିଜ୍ଞାନ ଆଗରେ ଏମିତି କିଛି ଜିନିଷ ଆସିଥାଏ ଯାହା ଦେଖି ବିଜ୍ଞାନ ମଧ୍ୟ ଆଶ୍ଚର୍ଯ୍ୟ ହୋଇ ଥାଏ । ଆପଣ ଏହା ଜାଣିଛନ୍ତି ଯେ ବିଜ୍ଞାନ ଆଗରୁ ଏମିତି ଗୋଟେ ମେଶିନ ତିଆରି କରିଛି ଯାହା ଫଳରେ ଗର୍ଭ ରେ ଥିବା ଛୁଆକୁ ଦେଖା ଯାଇଛି, ଛୁଆକୁ ଦେଖି ଛୁଆ ସ୍ୱାସ୍ଥ୍ୟ ବିଷୟରେ ଡକ୍ଟର ଜାଣି ପାରନ୍ତି ।
ବିଜ୍ଞାନ ଦ୍ଵାରା କେତେ ପ୍ରକାର ନୂଆ ଆବିଷ୍କାର କରା ଯାଇଛି, ଯେତେବେଳେ ଗର୍ଭ ବିଷୟରେ ସମସ୍ତଙ୍କୁ ଜଣା ପଡେ ତେବେ ସମସ୍ତଙ୍କ ମନରେ ଗୋଟେ କଥା ଆସିଥାଏ ଯେ ଝିଅ ହବ ବା ପୁଅ । ଲୋକ କେତେ ପ୍ରକାର କଥା କୁହନ୍ତି ଯେ ଝିଅ ହବ ବା ପୁଅ ଭାରତ ରେ ଏହା ପତା ଲଗେଇବା ଗେର କାନୁନି ଅଟେ ଯେ ଗର୍ଭ ରେ ଝିଅ ଅଛି ବା ପୁଅ ।
କେତେକ ଥର ଏମିତି ମଧ୍ୟ ହୋଇଥାଏ ଯେ ଅଲ୍ଟ୍ରାସାଉଣ୍ଡ ରେ ଜଣା ପଡିଥିବା ଜିନିଷ ମଧ୍ୟ ଭୁଲ ହୋଇଥାଏ । ଆଜି ଆମେ ଆପଣଙ୍କୁ ଘରୋଇ କିଛି ଜିନିଷ ଏମିତି କହିବାକୁ ଚାହୁଁଛୁ ଯାହା ଉପରେ ଲୋକଙ୍କ ବହୁତ ଭରସା ଅଛି ଓ ଆପଣ ଏହା ଜାଣି ପାରିବେ ଯେ ଗର୍ଭ ରେ ଝିଅ ଅଛି ବା ପୁଅ ।
ଅଲ୍ଟ୍ରାସାଉଣ୍ଡ ସମୟରେ ମଧ୍ୟ ପୁରୁଣା ଲୋକ ଗର୍ଭରେ ଝିଅ ଅଛି ବା ପୁଅ ଜାଣି ପାରନ୍ତି ଏହାର ଦୁଇ ପ୍ରକାର ଉପାୟ ଅଟେ ଯାହା ପରେ ଆପଣଙ୍କୁ ସବୁ କଥା ସ୍ପଷ୍ଟ ହୋଇ ଥାଏ । ରସୁଣ ଯାଞ୍ଚ ରେ ଗର୍ଭବତୀ ମହିଳାକୁ ରସୁଣ ଖୁଆନ୍ତୁ ଯଦି ରସୁଣ ଖାଇଲେ ଗର୍ଭବତୀ ମହିଳା ପାଟି ଗନ୍ଧ ହୁଏ ତେବେ ପୁଅ ଅଟେ ଯଦି ତାଙ୍କ ମୁହଁ ଗନ୍ଧ ଆସୁ ନାହିଁ ତେବେ ଝିଅ ଅଟେ । ଆପଣଙ୍କୁ ଆମର ଏଇ ଆର୍ଟିକିଲ୍ ଟି କେମିତି ଲାଗିଲା କାମେଣ୍ଟ ରେ ଜଣାନ୍ତୁ, ଭଲ ଲାଗିଥିଲେ ଲାଇକ ଓ ଶେୟାର ନିଶ୍ଚୟ କରନ୍ତୁ ।