ହିନ୍ଦୁ ଧର୍ମର ଷୋହଳଟି ପ୍ରଥା ରହିଛି । ଯାହା ଭିତରୁ ବିବାହ ପ୍ରଥା ସବୁଠାରୁ ଖାସ ବୋଲି ମନା ଯାଇଥାଏ । କାରଣ ବିବାହ ପରେ ସ୍ବାମୀ ଓ ସ୍ତ୍ରୀ ଙ୍କ ଭାଗ୍ୟ ଏକା ସହ ଯୋଡି ହୋଇଯାଏ । ଏହା ପରେ ସେମାନେ ଯେଉଁ କର୍ମ କରନ୍ତି, ଭଲ ହେଉ କି ଖରାପ ତାର ଫଳ ଦୁଇ ଜଣଙ୍କ ଉପରେ ସମାନ ଭାବରେ ପଡିଥାଏ । ସେହିପରି ଦୁହିଁଙ୍କ ମଧ୍ୟରେ କେହିବି ଭଲ କି ଖରାପ କାମ କଲେ ଦି ଜଣଙ୍କୁ ଭୋଗିବାକୁ ପଡିଥାଏ । ସେଥିପାଇଁ ଗୋଟେ ଝିଅକୁ ବୋହୁ କରିବା ଆଗରୁ ଏହି ସବୁ କଥାକୁ ନିଶ୍ଚିନ୍ତ ଧ୍ୟାନ ଦିଅନ୍ତୁ, ତାହାର ଶିକ୍ଷା, ବ୍ୟଭାର, ଓ ସେ ବଢିଥିବା ପରିବେଶ ଆଦି । ଆଜି ଆମେ ଆପଣଙ୍କୁ ଏମିତି ଗୋଟେ ବିବାହ ବିଷୟରେ କହିବାକୁ ଯାଉଛୁ ଯାହା କରି ସମସ୍ତଙ୍କୁ ବହୁତ ବଡ ସମସ୍ଯା ଭୋଗିବାକୁ ପଡିଲା ।
ଏହି ଘଟଣା ପାଟନା ବିହାର ର ଅଟେ ଏଠାରେ ଗୋଟେ ୧୫ ବର୍ଷ ପୁଅକୁ ତା ଠାରୁ ୧୦ ବର୍ଷ ବଡ ଭାଉଜ ସହ ଜୋର ଜବରଦସ୍ତ କରି ବିବାହ କରା ଯାଇଥିଲା । ଏହି ପୁଅ ନାମ ମହାଦେବ ଅଟେ, ସେ ନବମ ଶ୍ରେଣୀରେ ପାଠ ପଢୁଥିଲା ମହାଦେବ ଘରେ ତା ବାପା ମା ବଡ ଭାଇ ସନ୍ତୋଷ ଓ ମହାଦେବ ରହୁଥିଲେ କିଛି ବର୍ଷ ପରେ ସନ୍ତୋଷ ବିବାହ କଲେ ଓ ଘରକୁ ଭାଉଜ ଆଣିଲେ ଏହାର କିଛି ବର୍ଷ ପରେ ସନ୍ତୋଷ କୌଣସି ଦୁର୍ଘଟଣାରେ ମୃତ୍ୟୁ ବରଣ କରିଥିଲେ ଯାହା ପରେ ତାଙ୍କ ସ୍ତ୍ରୀ ରୁବି
ବିଧବା ହୋଇଥିଲେ ତେବେ ଏହା ପରେ ଘର ଲୋକ ଅଧିକ ଜୋର ଜବରଦସ୍ତ କରି ମହାଦେବ ବିବାହ ତା ଭାଉଜ ସହ କରାଇଥିଲେ ଯାହା ପରେ ମହାଦେବ ଘର ଛାଡି ପଳାଇଲେ, ଏହା ପରେ ଘର ଲୋକ ମହାଦେବକୁ ଖୋଜିବାରେ ଲାଗିଲେ ତେବେ ମହାଦେବ ତାଙ୍କୁ ଯେଉଁ ଅବସ୍ତାରେ ପ୍ରାପ୍ତ ହେଲା ତାହା ଦେଖି ଲୋକ ମଧ୍ୟ କାନ୍ଦି ପକାଇଲେ ମହାଦେବ ଫାଶି ଲଗାଇ ଆତ୍ମହତ୍ୟା କରିଥିଲେ ।
କଣ ଆପଣ ଜାଣିଛନ୍ତି ମହାଦେବକୁ ଜୋର ଜବରଦସ୍ତ ଭାଉଜ ସହ ବିବାହ କୋଣ ପାଇଁ କରା ଗଲା କାହିଁକିନ ସନ୍ତୋଷ ନାମରେ ଗୋଟେ ଇଂସୁରାନ୍ସ ହୋଇଥିଲା ଯାହା ସନ୍ତୋଷ ମୃତ୍ୟୁ ପରେ ମିଳିଥିଲା ତେବେ ଝିଅ ଘର ଲୋକେ ସେହି ଟଙ୍କା ନବା ପାଇଁ ଚେଷ୍ଟା କରୁଥିଲେ ଏହି ଟଙ୍କାକୁ ବଞ୍ଚେଇବା ପାଇଁ ଓ ନିଜ ପାଖରେ ରଖିବା ପାଇଁ ମହାଦେବ ଘର ଲୋକେ ମହାଦେବକୁ ଜୋର ଜବରଦସ୍ତ କରି ତା ଭାଉଜ ସହ ବିବାହ କରାଇଥିଲେ କିନ୍ତୁ କଣ ଜାଣିଥିଲେ ଯେ ଟଙ୍କା ଲୋଭରେ ସେ ନିଜ ଅନ୍ତିମ ବଂଶଧରକୁ ହରାଇ ଦେବେ ତେବେ ମହାଦେବ ମୃତ୍ୟୁ ପଛରେ ତାଙ୍କ ପରିବାର ଅଟେ । ଆଗକୁ ଆମ ସହ ରହିବା ପାଇଁ ଆମ ପେଜକୁ ଲାଇକ କରନ୍ତୁ ।