ତେବେ ଆପଣ ମାନେ ସିରିଏଲ ଦେଖିବା ବହୁତ ପସନ୍ଦ କରୁଥିବେ, ଓଡ଼ିଆ ସିରିଏଲ ଦର୍ଶକ ମାନଙ୍କୁ ବହୁତ ପସନ୍ଦ ଆସୁଥିବା ଟପ ସିରିଏଲ ମାନଙ୍କ ମଧ୍ୟରୁ ବହୁତ ଏମିତି ସିରିଏଲ ହିରୋଇନ ମାନେ ଅଛନ୍ତି ଯାହାଙ୍କ ଭାଇ ମାନାଙ୍କୁ ଆଜି ପର୍ଯ୍ୟନ୍ତ ଆପଣ ମାନେ ଦେଖି ନାହାନ୍ତି ତେବେ ସେ ମାନେ ମଧ୍ୟ କୌଣସି ହିରୋ ଠାରୁ କମ ନୁହନ୍ତି, ଆଜି ଆମେ ଆପଣଙ୍କୁ କିଛି ସିରିଏଲ ଅଭିନେତ୍ରୀଙ୍କ ଅସଲ ଭାଇ ମାନଙ୍କୁଦେଖେଇବାକୁ ଯାଉଛୁ ଯାହା ବିଷୟରେ କିଛି କଥା କହିବାକୁ ଯାଉଛୁ ।

୧. ପ୍ରିୟଙ୍କା ରଥ :
ଆପଣ ମାନେ ପ୍ରିୟଙ୍କାକୁ ବହୁତ ସିରିଏଲ ରେ ମୁଖ୍ୟ ଅଭିନୟ କରୁଥିବାର ଦେଖିଥିବେ ତେବେ ତାଙ୍କ ଅଭିନୟ ଦର୍ଶକ ମାନଙ୍କୁ ବହୁତ ପସନ୍ଦ ମଧ୍ୟ ଆସିଥାଏ, ତେବେ ଯେ ହେଉଛନ୍ତି ପ୍ରିୟଙ୍କାଙ୍କ ଭାଇ ।
୨. ଶୁଭସ୍ମିତ :
ଶୁଭସ୍ମିତା ଗତ କିଛି ବର୍ଷ ଧରି ଓଡିଆ ସିରିଏଲରେ ଅଭିନୟ କରୁଛନ୍ତି ଓ ସେ ଦେଖିବା ପାଇଁ ବହୁତ ସୁନ୍ଦରୀ ଅଟନ୍ତି, ତେବେ ଗତ କିଛି ମାସ ତଳେ ତାଙ୍କ ବିବାହ ହୋଇଛି ଓ ତାଙ୍କ ଭାଇ ତାଙ୍କୁ ବହୁତ ଭଲ ପାଆନ୍ତି ତେବେ ୟେ ହେଉଛନ୍ତି ଶୁଭସ୍ମିତାଙ୍କ ଭାଇ ।

୩. ନିହାରିକା :
ନିହାରିକାଙ୍କୁ ଆପଣ ମାନେ ବହୁତ ସିରିଏଲ ରେ ଜବରଦସ୍ତ ଅଭିନୟ କରୁଥିବାର ନିଶ୍ଚିନ୍ତ ଦେଖିଥିବେ, ତେବେ ୟେ ହେଉଛନ୍ତି ନିହାରିକାଙ୍କ ଭାଇ ଯିଏ ଦେଖିବା ପାଇଁ ଗୋଲୁ ଅଛନ୍ତି କିନ୍ତୁ ସୁନ୍ଦର ଅଟନ୍ତି ।
୪. ହିତେଷା :
ହିତେଶାଙ୍କୁ ଆପଣ ମାନେ ଦୂର୍ଗା ସିରିଏଲ ରେ ମୁଖ୍ୟ ଅଭିନେତ୍ରୀ ଅନୁଯାଇ କାମ କରୁଥିବାର ନିଶ୍ଚିନ୍ତ ଦେଖିଥିବେ ତେବେ ବର୍ତମାନ ଏହା ବନ୍ଦ ହୋଇଯାଇଛି । ତେବେ ୟେ ହେଉଛନ୍ତି ହିତେଶାଙ୍କ ଭାଇ ଯିଏ ତାଙ୍କୁ ବହୁତ ସପୋର୍ଟ କରନ୍ତି ।

୫. ଶ୍ବେତଲନା :
ଶ୍ବେତଲନାଙ୍କୁ ଆପଣ ମାନେ ବହୁତ ପସନ୍ଦ କରୁଥିବେ କାହିଁକିନା ତାଙ୍କ ଅଭିନୟ ସମସ୍ତଙ୍କୁ ବହୁତ ପସନ୍ଦ ଅଟେ, ଶ୍ବେତଲନାଙ୍କୁ ଆପଣ ମାନେ ତୁଲସୀ ସିରିଏଲ ରେ କାମ କରୁଥିବାର ନିଶ୍ଚିନ୍ତ ଦେଖିଥିବେ ସେଥିରେ ସେ ମୁଖ୍ୟ ଅଭିନେତ୍ରୀ ଥିଲେ ତେବେ ୟେ ଦୁଇ ଭାଇ ଶ୍ବେତଲନାଙ୍କ ଅଟନ୍ତି ।
୬. ଲିପି :
ଆପଣ ମାନେ ଲିପିଙ୍କୁ ତାରା ତାରିଣୀ ସିରିଏଲରେ ମୁଖ୍ୟ ଅଭିନେତ୍ରୀ ଅନୁଯାଇ କାମ କରୁଥିବାର ଦେଖିଥିବେ ତେବେ ୟେ ହେଉଛନ୍ତି ଲିପିଙ୍କ ଭାଇ ।

୭. ଜିନା :
ଆପଣ ମାନେ ଜିନାଙ୍କୁ ଆଲ୍ବମ ଦ୍ଵାରା ଓଡିଆ ଚଳଚିତ୍ର ବା ସିରିଏଲ ଜଗତରେ ପାଦ ରଖିବା କଥା ନିହାତି ଜାଣିଥିବେ ତେବେ ୟେ ହେଉଛନ୍ତି ଜିନାଙ୍କ ଭାଇ ।
୮. ଟ୍ଵିଙ୍କଲ :
ଆପଣ ମାନେ ଟ୍ଵିଙ୍କଲକୁ ବହୁତ ଭଲ ଅଭିନୟ କରୁଥିବାର ଦେଖିଥିବେ ଓ ଟ୍ଵିଙ୍କଲ ଦେଖିବା ପାଇଁ ମଧ୍ୟ ବହୁତ ସୁନ୍ଦରୀ ଅଟନ୍ତି ତେବେ ୟେ ହେଉଛନ୍ତି ଟ୍ଵିଙ୍କଲ ଭାଇ ଯିଏ ଦେଖିବା ପାଇଁ ନିଜ ଭଉଣୀ ଠାରୁ ସୁନ୍ଦର ଅଟନ୍ତି ।