ଆପଣ ମାନେ ତ ଜାଣିଛନ୍ତି ଝିଅମାନେ ଲକ୍ଷ୍ମୀ ସହ ସମାନ । ଆଗ ଅପେକ୍ଷା ସମସ୍ତେ ଆଜି କାଲି ଝିଅ ମାନଙ୍କୁ ଭଲ ପାଉଛନ୍ତି । ସମସ୍ତେ ଚହୁଁଛନ୍ତି ତାଙ୍କର ଗୋଟେ ଲକ୍ଷ୍ମୀ ଆସୁ । ତୀବ ଆଜି ଆମେ ଆପଣଙ୍କୁ ସେହି ଝିଅ ମାନକ ବିଷୟରେ କିଛି ତଥ୍ୟ ଦେବାକୁ ଯାଉଛୁ । ଝିଅ ହେଉଛନ୍ତି ସବୁଠୁ ଭାଗ୍ୟ ଶାଳି ଓ ଲକ୍ଷ୍ମୀମନ୍ତ । ତେବେ ଆସନ୍ତୁ ଜାଣିବା ଝିଅ ହେଉଛନ୍ତି ଲକ୍ଷ୍ମୀ ସ୍ଵରୁପା ଓ ଦେଶ କୁଳ ଗୌରବ । ଆଜି ଆମେ ଆପଣଙ୍କୁ ଏମିତି କିଛି ଆଇପିଏସ ମହିଳାଙ୍କ ବିଷୟରେ କହିବାକୁ ଯାଉଛୁ ଯାହାଙ୍କ କାମ ଶୁଣିଆପଣ ମଧ୍ୟ ଆଶ୍ଚର୍ଯ୍ୟ କରିବେ ।
ବହୁତ ଲୋକଙ୍କ ମନରେ ବର୍ତମାନ ମଧ୍ୟ ଝିଅଙ୍କ ପାଇଁ କିଛି ସେହି ପୁରୁଣା ମନ ବୃତି ଅଛି ଯେ ଝିଅ ପାଠ ପାଢୀ କଣ କରିବେ ବା ଝିଅ ପଢିଲେ ଟଙ୍କା ନଷ୍ଟ ହୋଇଥାଏ ତେବେ ଆଜିକା ଦୁନିଆରେ ଯାହା ଝୈ କରି ପାରୁଛନ୍ତି ତାହା ପୁଅ ମଧ୍ୟ କରି ପାରୁ ନାହାନ୍ତି ଆଜି ଆମେ ଆପଣଙ୍କୁ ଏମିତି କିଛି ମହିଳାଙ୍କ ବିଷୟରେ କହିବାକୁ ଯାଉଛୁ ଯିଏ ନିଜ ଦେଶ ଓ ରାଜ୍ୟ ଘର ପରିବାର ସମସ୍ତଙ୍କ ପାଇଁ ଗୌରବ ଅଟନ୍ତି ଓ ନାରୀ ଜାତି ପାଇଁ ଏକ ଆଦର୍ଶ ଅଟନ୍ତି ।

୧. ମେରିନ ଯୋଶେଫ :
କେବଳ ୨୫ ବର୍ଷ ବୟସରେ ମେରିନ ୟୁପିଏସି ପରୀକ୍ଷା ଯାହା ଭାରତ ର ସବୁଠାରୁ କଠିନ ପରୀକ୍ଷା ପାସ କରି ଆଇ. ପି. ଏସ ପଦ ହାସିଲ କରିଥିଲେ ସେ ସବୁଠାରୁ କମ ବୟସ ଆଇ. ପି. ଏସ ମହିଳା ଥିଲେ ଓ ଗୋଟେ ଥରରେ ଆଇ ପି ଏସ କ୍ଲିଅର କରିଥିଲେ, ତାଙ୍କ କାମ ଦ୍ଵାରା କେରଲ ଲୋକ ବହୁତ ଖୁସିଥିଲେ ଓ ବର୍ତମାନ ମଧ୍ୟ ତାଙ୍କ ନାମ ନେଲେ କେରଳ ଆତଙ୍କବାଦୀ ଓ ଆରୋପି ଡଋ ଥାନ୍ତି କିନ୍ତୁ ସାମାନ୍ୟ ଲୋକ ଖୁସି ହୁଅନ୍ତି ।

୨. ସଞ୍ଜୁକ୍ତା ପରାସର :
ସଞ୍ଜୁକ୍ତା ପାରାସର ଆସାମ ପ୍ରଥମ ମହିଳା ଆଇ ପି ଏସ ଅଫିସର ଥିଲେ ତେବେ ନିଜ ଜନ୍ମ ଭୂମିରେ ପ୍ରଥମ ମହିଳା ଅଫିସର ହୋଇ ଏତେ ବଡ ପଦବୀ ପ୍ରାପ୍ତ କରିବା ବହୁତ ବଡ କଥା ଅଟେ । ସଞ୍ଜୁକ୍ତା ସବୁ ନାରୀ ଜାତି ପାଇଁ ଆଦର୍ଶ ଅଟନ୍ତି ।

୩. ଡକ୍ଟର ରୋଷନ ଜେକପ :
ସେ ଏମିତି ଗୋଟେ ମହିଳା ଯିଏ ବୁଲନ୍ଦ ଭଳି ଜାଗାରେ ଡିଏମ ପୋସ୍ଟରେ କାର୍ଯ୍ୟରତ ଅଛନ୍ତି, ସେ ନିଜ କାର୍ଯ୍ୟ ପ୍ରଣାଳୀରେ ଏମିତି କିଛି କାମ କରିଛନ୍ତି ଯାହା ଦ୍ଵାରା ଆରୋପି ମାନଙ୍କ ଅବସ୍ତା ଖରାପ ହୋଇଯାଇଥିଲା । ଏହିଭଳି ଭିନ୍ନ ଭିନ୍ନ ଖବର ସହ ଅପଡେଟ ରହିବା ପାଇଁ ଆମ ପେଜକୁ ଲାଇକ କରନ୍ତୁ ।