ଆଜି ଆମେ ଆପଣଙ୍କୁ ଟ୍ରେନ୍ ସଜ ଜଡିତ କେତେକ ଗୁରୁତ୍ଵପୂର୍ଣ୍ଣ କଥା କହିବୁ । ଆପଣ ମାନେ ତ ଜାଣିଥିବେ ପୂର୍ବ ବର୍ଷ ଦଶହରା ସମୟରେ ଟ୍ରେନ୍ ରେ କଟିକି ବହୁତ ଲୋକ ମରିଥିଲେ । ହେଲେ ଆପଣଙ୍କ ମନରେ ପ୍ରଶ୍ନ ଆସୁଥିବ ଯେ ଟ୍ରେନ୍ ଡ୍ରାଇଭର ବ୍ରେକ୍ କାହିଁକି ମାରେନି । ଟ୍ରେନ୍ ବହୁତ ଜଙ୍ଗଲ ପାହାଡ ମଧ୍ୟରେ ଦେଇକି ଯାଇଥାଏ, ଫଳରେ ବହୁତ ପ୍ରାଣୀ ଓ ହାତୀ ମାନେ ଟ୍ରେନ୍ ରେ କଟିକି ମରିଥାନ୍ତି, ହେଲେ ଆପଣମାନେ ଜାଣିଛନ୍ତି ଯେତେବେଳେ ଟ୍ରେନ୍ ସାମ୍ନା ରେ ଜଣେ ବ୍ୟକ୍ତି ବା ପ୍ରାଣୀ ଆସିଯାଏ ଟ୍ରେନ୍ ଡ୍ରାଇଭର ବ୍ରେକ୍ କାହିଁକି ମାରେ ନାହିଁ । ଟ୍ରେନ୍ ର ଗତି କମ ସେ କମ ୧୦୦ କି.ମି ପ୍ରତି ଘଣ୍ଟା ର ଗତି ରେ ଯାଇଥାଏ । ବେଳେ ବେଳେ ଏହାର ଗତି ୧୦୦ ରୁ ଅଧିକ ରହେ ।

ଯେତେବେଳେ ଟ୍ରେନ୍ କୁ ରୋକାଯାଏ, ସେଥିପାଇଁ ଏମର୍ଜେନ୍ସି ବ୍ରେକ୍ କୁ ମରାଯାଏ । ହେଲେ ଏହି ବ୍ରେକ୍ କୁ କମ ସେ କମ ୧କି.ମି ଦୂରତା ଥିବା ସମୟରେ ମାରିଥାନ୍ତି । କଡା କଡି ଭାବେ କହିଲେ ଟ୍ରେନ୍ କୁ ରୋକିବା ପାଇଁ ୧ କି.ମି ଦୂରତା ପୂର୍ବରୁ ବ୍ରେକ୍ ମାରିବାକୁ ପଡିଥାଏ । ଯଦି ଡ୍ରାଇଭର ହଠାତ ବ୍ରେକ୍ ମରିଦଉଛି ଟ୍ରେନ୍ ର ଗତି ହିସାବ ରେ ବଗି ଗୁଡିକ ଟ୍ରେନ୍ ଲାଇନ ରୁ ବାହାରି ଆସିବ ଯାହାଦ୍ୱାରା ଦୁର୍ଘଟଣା ହେଇଯିବ । ଜଣ କୁ ବଞ୍ଚେଇବା ଜାଗାରେ ହଜାର ହଜାର ଲୋକଙ୍କ ଜୀବନ ବିପଦ ରେ ଆସିଯିବ । ସେଥିପାଇଁ ଡ୍ରାଇଭର ବ୍ରେକ୍ ନମାରିବା ପାଇଁ ବାଧ୍ୟ ହୋଇଯାଏ ।

ତେବେ ଏହା ହେଉଛି ସେହି କାରଣ ଯାହା ପାଇଁ ଟ୍ରେନ ଡ୍ରାଇଭର ମଣିଷକୁ ମାରି ଦିଏ ପଛେ ହେଲେ ବ୍ରେକ ଲଗାଏ ନାହିଁ । କୌଣସି ଟ୍ରେନ ୧୦୦ କିଲୋମିଟର ପ୍ରତି ଘଣ୍ଟା ସ୍ପିଡରେ ଚାଲି ଥାଏ ତେବେ ହଟାତ କୌଣସି ଯିବ ବା ମଣିଷ ସାମ୍ନାକୁ ଆସିଲେ ମଧ୍ୟ ଡ୍ରାଇଭର ହଟାତ ବ୍ରେକ ମାରି ପାରନ୍ତି ନାହିଁ, କାହିଁକିନା ଆମ ଭୂ ପୁସ୍ତ ଗୋଲାକାର ହେଲା ପରେ ମଣିଷ କେବଳ ୨୦୦ ବା ୩୦୦ କିଲୋମିଟର ଦୂର ଜିନିଷକୁ ଦେଖି ପାରନ୍ତି ଓ ବ୍ରେକ ମାରିବା ପାଇଁ ଡ୍ରାଇଭରକୁ ଅତି କମରୁ ୮୦୦ ମିଟର ଦରକାର ହୋଇଥାଏ ନଚେତ ଟ୍ରେନ ବୋଗି ଏତେ ହୋଇଥାଏ ଯାହା ହଟାତ ବ୍ରେକ ମାରିବା ଦ୍ଵାରା ବୋଗି ଓଲଟି ପାରେ ବା ବ୍ଳାଷ୍ଟ ହୋଇପାରେ

ସେଥିପାଇଁ ଗୋଟେ ପ୍ରାଣ ବଞ୍ଚାଇବାକୁ ଯାଇ ଟ୍ରେନ ଡ୍ରାଇଭର ହଜାର ହଜାର ଲୋକଙ୍କ ଜୀବନ ଅସୁବିଧାରେ ପକାଇ ନଥାନ୍ତି, ତେବେ ଆପଣ ନିଜେ ବିଚାର କରନ୍ତୁ କଣ ଆପଣ ଗୋଟେ ଜୀବ ବଞ୍ଚାଇବା ପାଇଁ ହଜାର ହଜାର ଲୋକଙ୍କ ଜୀବନ ନେଇ ପାରିବେ । ଟ୍ରେନ ଡ୍ରାଇଭର କେବଳ କିଛି ବାଟରୁ ଜୀବ ବା ମଣିଷକୁ ଦେଖିଲା ପରେ ସିଟି ମାରି ତାଙ୍କୁ ରାସ୍ତାରୁ ସାଇଡ ହବା ପାଇଁ କୁହନ୍ତି ବା ଚେଷ୍ଟା କରନ୍ତି । ଆଗକୁ ଆମ ସହ ରହିବା ପାଇଁ ଆମ ପେଜକୁ ଲାଇକ କରନ୍ତୁ ।