ପୋସ୍ଟ ଅଫିସ ଦ୍ଵାରା ରିଟାୟର ମାନଙ୍କ ପାଇଁ ବିଶେଷ ଉପହାର, ୧୦୭୫୦ ଟଙ୍କା ପ୍ରତି ମାସରେ ଫିକ୍ସ ଆମଦନି

ଆଜିକା ସମୟରେ ଲୋକଙ୍କ ପାଖରେ ସମୟ ନାହିଁ, ସମସ୍ତେ ନିଜ ନିଜ କାମରେ ବ୍ୟସ୍ତ ରହୁଛନ୍ତି ଓ ବଡ ବୁଢା ମାନଙ୍କ ଉପରେ ଅଧିକ ଧ୍ୟାନ ମଧ୍ୟ ଦେଇ ପାରୁ ନାହାନ୍ତି । ଆଜି ଆମେ ଆପଣଙ୍କୁ ପୋସ୍ଟ ଅଫିସ ଏମିତି ଗୋଟେ ସ୍କିମ ବିଷୟରେ କହିବାକୁ ଯାଉଛୁ ଯାହା ଅନୁଯାଇ ଆପଣ ନିଜ ଘର ବୁଢା ଲୋକଙ୍କ ପାଇଁ ପ୍ରତି ମାସ ଦରମା ଭଳି କିଛି ଟଙ୍କା ପାଇବେ ଓ ଆପଣଙ୍କ ମୂଳ ଟଙ୍କା ଯାହାକୁ ତାହା ରହିବ ।

ଆଜି ଆମେ ଆପଣଙ୍କୁ ଯେଉଁ ସ୍କିମ କହିବାକୁ ଯାଉଛୁ ତା ସର୍ତ ଅନୁଯାଇ ପ୍ରଥମେ ଆପଣଙ୍କୁ କିଛି ଟଙ୍କା ଏହି ପୋସ୍ଟ ଅଫିସ ରେ ନିଜ ବୁଢା ବା ବୁଢୀ ନାରେ ଜମା କରିବାକୁ ହବ ଏହି ସ୍କିମ କେବଳ ୬୦ ବର୍ଷ ଉପର ମାନଙ୍କ ପାଇଁ ଅଟେ ।

Image Courtesy: Google

ତେବେ ଆସନ୍ତୁ ଏହି ସ୍କିମ ବିଷୟରେ ବିସ୍ତାର ସହ ଜାଣିବା ତେବେ ଅନଲାଇନ ଆପଣ ପୋସ୍ଟ ଅଫିସ ଅଫିସିଅଲ ସାଇଟରେ ଯାନ୍ତୁ ଓ ତା ପରେ ସେହି ପେଜରେ ଆପଣଙ୍କୁ ଗୋଟେ ପିଗି ଚିତ୍ର ଦେଖା ଯିବ ଯାହା ତଳେ ଲେଖା ହୋଇଥିବ ପୋସ୍ଟ ଅଫିସ ସେଭିଙ୍ଗ ଏକାଉଣ୍ଟ ଏହା ଉପରେ ଆପଣଙ୍କୁ କ୍ଲିକ କରିବାକୁ ହବ ।

Image Courtesy: Google

ଯାହା ପରେ ଗୋଟେ ପେଜ ଖୋଲିବ ଯେଉଁଥିରେ ସେଭିଙ୍ଗ ପାଇଁ ବହୁତ ସ୍କିମ ଦିଆ ଯାଇଥିବ କିନ୍ତୁ ସେଥିରେ ଗୋଟେ ଥିବ ସିନିଅର ସିଟିଜନ ସେଭିଙ୍ଗ ଏକାଉଣ୍ଟ ଯାହାକୁ ଆପଣଙ୍କୁ ଖୋଲିବାକୁ ହବ ଓ ଏହା ପରେ ଆପଣଙ୍କୁ ଏହି ସ୍କିମ ସବୁ ଭଲ ମନ୍ଦ କଥା କୁହା ଯିବ ଆପଣଙ୍କୁ କଣ ଲାଭ ହବ, କେମିତି ଲାଭ ହବ, ଯଦି ମଝିରେ ଭାଙ୍ଗିବେ କଣ ଅସୁବିଧା ହବ ସବୁ କଥା ଏହି ସ୍କିମରେ କୁହାଯିବ । ଏହି ସ୍କିମ କେବଳ ୬୦ ବର୍ଷରୁ ଅଧିକ ବୟସ ଲୋକଙ୍କ ପାଇଁ ଅଟେ, ସରକାରୀ ଲୋକ ଯାହାଙ୍କ ବୟସ ୫୫ ଅଛି ଓ ସେ ଭିଆରଏସ ନେଇ ଯାଇଛନ୍ତି ତେବେ ସେ ମଧ୍ୟ ଖୋଲି ପାରିବେ ।

Image Courtesy: Google

ଆପଣ ଏହି ସ୍କିମ ଅନୁଯାଇ ଗୋଟେ ଲକ୍ଷରୁ ୧୫ ଲକ୍ଷ ପର୍ଯ୍ୟନ୍ତ ଟଙ୍କା ଜମା କରି ପାରିବେ ଯାହା ଇଣ୍ଟରେଷ୍ଟ ୮.୬% ପର ଏନମ ପଡିବ, ତେବେ କୌଣସି ବ୍ଯାଙ୍କ ଆପଣଙ୍କୁ ଏତେ ଇଣ୍ଟରେଷ୍ଟ ଦବ ନାହିଁ କିନ୍ତୁ ପୋସ୍ଟ ଅଫିସରେ ଆପଣଙ୍କ ପାଇଁ ଇଣ୍ଟରେଷ୍ଟ ଅଧିକ ଅଟେ । ଏହାର ମେଚୁରିଟି ପିରିଅଡ ୫ ବର୍ଷ ଅଟେ ଏହି ବର୍ଷ କାଳରେ ଆପଣଙ୍କୁ ଇଣ୍ଟରେଷ୍ଟ ଆପଣଙ୍କ ଏକାଉଣ୍ଟରେ ଆସିଯିବ ପ୍ରତି ବର୍ଷ ମାର୍ଚ, ଜୁନ, ସେପ୍ଟେମ୍ବର ଓ ଡିସେମ୍ବରରେ ଆପଣଙ୍କ ଏକାଉଣ୍ଟ ରେ ଟଙ୍କା ଆସିଯିବ ଓ ଆପଣଙ୍କ ମୂଳଟଙ୍କା ସୁରକ୍ଷିତ ରହିବ ।

Image Courtesy: Google

ତେବେ ଆସନ୍ତୁ ହିସାବ କରିବା ଯଦି ଆପଣ ୧୫ଲକ୍ଷ ଟଙ୍କା ପୋସ୍ଟ ଅଫିସରେ ଜମା କରିଛନ୍ତି ତେବେ ଇଣ୍ଟରେଷ୍ଟ ରେଟ ଅନୁଯାଇ ୮.୬୦% ରେଟ ଅଛି ଯାହା ଅନୁଯାଇ ୫ ବର୍ଷରେ ଯଦି ଆପଣ କିଛି ଟଙ୍କା ବାହାର କରୁ ନାହାନ୍ତି ତେବେ ଆପଣଙ୍କ ଟଙ୍କା ବଢିଯାଇ ୨୧,୪୫,୦୦୦ ହୋଇଯିବ, ତେବେ ଆପଣଙ୍କୁ ୬,୪୫,୦୦୦ସୁଧ ମିଳିଲା ଯଦି ଆପଣ ଏହାକୁ ବର୍ଷ ଅନୁଯାଇ ନିଜ ଏକାଉଣ୍ଟରେ ଆଣିବେ ତେବେ ଆପଣଙ୍କୁ ପ୍ରତି ବର୍ଷ ୩୨,୨୫୦ ଟଙ୍କା ପ୍ରାପ୍ତ ହବ ଓ ଯଦି ମାସିକ ଅନୁଯାଇ ପାଇବେ ତେବେ ପ୍ରତି ୩ ମାସରେ ଥରେ ଆପଣଙ୍କୁ ୧୦୭୫୦ଟଙ୍କା ପ୍ରାପ୍ତ ହବ ତେବେ ୧୦୭୫୦ଟଙ୍କା ପ୍ରତି ୩ ମାସରେ ପାଇବା ପରେ ଆପଣଙ୍କ ୧୫ଲକ୍ଷ ଯାହାକୁ ସେଇଆ ରହିବ ସେଥିପାଇଁ ଆଜି ହିଁ କରନ୍ତୁ ଓ ପୋସ୍ଟ ଅଫିସ ଲାଭ ନିଅନ୍ତୁ ।

Leave a Reply

Your email address will not be published. Required fields are marked *