ବିବାହ କଲେ ମିଳିବ ୪ ଲକ୍ଷ ଟଙ୍କା, କିନ୍ତୁ ମାନିବାକୁ ପଡିବ ଏହି ସର୍ତ୍ତ

ଏମିତି ଗୋଟେ ଦେଶ ଅଛି ଯେଉଁଠାରେ ବିବାହ କଲେ ମିଳିବ ଆପଣଙ୍କୁ ୪ ଲକ୍ଷ ୨୦ ହଜାର ଟଙ୍କା ମିଳିବ । ବୈବାହିକ ଜୀବନକୁ ଭଲରେ ତୁଲାଇବା ପାଇଁ ସରକାର ଏହି ରାଶି ପ୍ରଦାନ କରୁଛନ୍ତି । ଏହିଦେଶର ସରକାର ଏହିଭଳି ନିସ୍ପତି ନେଇଥିଲେ ଓ ଏମିତିକି ବିବାହ ପାଇଁ ନୂଆ ଯୋଜନା ମଧ୍ୟ ପ୍ରସ୍ତୁତ କରିଛନ୍ତି ।

ଏହିଦେଶର ନାମ ହେଉଛି ଜାପାନ । ଜାପାନର ସରକାର ସେହିଲୋକଙ୍କୁ ଟଙ୍କା ଦେବେ ଯେଉଁ ମାନଙ୍କର ଆର୍ଥିକ ଅବସ୍ତା ଭଲ ନଥିବ ଓ ତଥା କିଛି କାରଣ ପାଇଁ ବିବାହ କରିପାରୁ ନଥିବେ । ଏହା ଏକ ଚିନ୍ତାର ବିଷୟ ତେଣୁ ସେହି ନବ ଦମ୍ପତିଙ୍କୁ ନୂଆ ଜୀବନ ଆରମ୍ଭ କରିବା ପାଇଁ ୪ ଲକ୍ଷ ୨୦ ହଜାର ଟଙ୍କା ମିଳିବ ।

Image Courtesy: Google

ସେଥିପାଇଁ ନବବିବାହିତ ସହାୟତା କାର୍ଯ୍ୟକ୍ରମରେ ଯୋଗ ଦେବାକୁ ହେବ । ଏହି ଯୋଜନାଟି ଆସନ୍ତା ଏପ୍ରିଲ ମାସରୁ ଆରମ୍ଭ ହେବ । ଖବର ଅନୁସାରେ ଜାପାନର ଲୋକମାନେ ବହୁତ ଡେରିରେ ବିବାହ କରନ୍ତି ଓ କେହି କେହି ଜମା ବିବାହ କରନ୍ତି ନାହିଁ । ଏଥି ଯୋଗୁ ଦେଶର ଜନ୍ମ ହାର ଉପରେ ପ୍ରଭାବ ପଡୁଛି । ଏହାକୁ ଠିକ କରିବା ପାଇଁ ସରକାର ଏହି ଯୋଜନାର ଆରମ୍ଭ କରିଛନ୍ତି । ଜାପାନ ସରକାର ମନ୍ତ୍ରୀ ମଣ୍ଡଳ କାର୍ଯ୍ୟଲୟ ସୂତ୍ରନୁସାରେ ସରକାର ଦେଶର ବିବାହ ସଂଖ୍ୟା ବଢାଇବା ପାଇଁ ଚହୁଁଛନ୍ତି ।

Image Courtesy: Google

ଏହି ସୁବିଧା ନବ ବିବାହିତା ଦମ୍ପତିଙ୍କୁ ମିଳିବ । ତେଣୁ ଏହି ଯୋଜନାକୁ ବାହାର କରିଛନ୍ତି । ଏହି ଯୋଜନାର ଲାଭ ଉଠାଇବା ପାଇଁ ଉଭୟ ପତି ଓ ପତ୍ନୀଙ୍କ ବୟସ ୪୦ ରୁ କମ ହୋଇଥିବା ଆବଶ୍ୟକ । ଏହା ସହିତ ଆୟ ୩୮ ଲକ୍ଷ ଟଙ୍କାରୁ କମ ହୋଇଥିବା ଆବଶ୍ୟକ । ସେହିପରି ୩୫ ବର୍ଷର ଦମ୍ପତିଙ୍କ ପାଇଁ ନିୟମ ଅଲଗା ଅଟେ । ଯଦି ସେମାନଙ୍କର ଆୟ ୩୩ ଲକ୍ଷ ଟଙ୍କା ହେଲେ ତାଙ୍କୁ ସରକାର ୨.୧ ଟଙ୍କା ଦିଆଯିବ ।

Image Courtesy: Google

ଖବର ଅନୁସାରେ ଜାପାନରେ ଗତବର୍ଷ ଜଣେ ମହିଳାଙ୍କ ନିଜ ଜୀବନ କାଳରେ ଜନ୍ମ ଦେଇଥିବା ଶିଶୁ ସଂଖ୍ୟା ୧.୩୬ ଥିଲା । ଯାହା ରେକର୍ଡ ଅନୁସାରେ କମ ଥିଲା । ନ୍ୟାସନାଲ ଇନଷ୍ଟିଟ୍ୟୁଟ ଆଣ୍ଡ ସୋସାଇଟର ସୂଚନା ଅନୁସାରେ ୨୦୧୫ ରେ ୧୯.୧ ପୁରୁଷ ଓ ୧୭.୮ ପ୍ରତିଶତ ମହିଳା କୌଣସି କାରଣରୁ ବିବାହ କରିନଥିଲେ । ଆଗକୁ ଆମ ସହ ରହିବା ପାଇଁ ଆମ ପେଜକୁ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *