ନିଜ ମକେଅପ ମ୍ୟାନ ସହିତ Nora Fatehi ଙ୍କର ଏହି ହଟ ଡ୍ୟାନ୍ସ ହେଉଛି ଖୁବ ଭାଇରାଲ 

ଅଭିନେତ୍ରୀ ଓ ଡ୍ୟାନ୍ସର ନୋରା ଫତେଇକୁ ଡ୍ୟାନ୍ସର କୁଇନ କୁହାଯାଏ । ନୋରା ଯେବେବି କିଛି ସ୍ପେଶିଏଲ ନମ୍ବର କୁ କରିଥାଏ, ସେହି ଗୀତା ସୁପରହିଟ ହୋଇଥାଏ । ନୋରାଙ୍କର ବହୁତ ସୁନ୍ଦର  ଡ୍ୟାନ୍ସ ପାଇଁ ଆଜି ସେ ସୋସିଆଲ ମିଡିଆରେ ପ୍ରସିଦ୍ଧ ଅଟନ୍ତି ।

ଇନଷ୍ଟାଗ୍ରାମରେ ତାଙ୍କ ଫଲଓରଙ୍କ ସଂଖ୍ୟା ବଢି ୧୬ ମିଲିୟନ ହୋଇଛି । ଏହି ଖୁସିରେ ବଲିଉଡ ଅଭିନେତ୍ରୀ ନୋରା ଗୋଟିଏ ଭିଡିଓ ଶେୟର କରିଛନ୍ତି । ଯାହାକି ସୋସିଆଲ ମିଡିଆରେ ବହୁତ ଦେଖାଯାଉଛି । ନୋରା ଫତେଇ ଏହି ଭିଡିଓର କ୍ୟାପସନରେ ଲେଖିଛନ୍ତି ୧୬ ମିଲିୟନ ।

Image Courtesy: Google

ଏହି ବିଦେୟରେବୀ ଦେଖିପାରିବେ ନୋରା ତାଙ୍କ ହେୟାର ଷ୍ଟାଇଲ କଲା ବେଳେ ଡ୍ୟାନ୍ସ ସ୍ଟେପବି କରୁଛନ୍ତି । ସେ ଏହି ରେଡ କାଳର ଡ୍ରେସରେ ବହୁତ ହଟ ଲାଗୁଛନ୍ତି । ନୋରା ବହୁତ ବଲିଉଡ ଗୀତାରେ ଡ୍ୟାନ୍ସ କରି ଗୀତାକୁ ହିଟ କରିଛନ୍ତି ।

Image Courtesy: Google

ଦିଲବର ରୁ ନେଇ ସାକି ସାକି ଗୀତାରେ ତାଙ୍କୁ ଅଲଗା ଅନ୍ଦାଜରେ ଦେଖିବାକୁ ମିଳିଥିଲା । ଏହି ଅଭିନେତ୍ରୀ ଫିଲ୍ମ ଷ୍ଟ୍ରୀଟ ଡ୍ୟାନ୍ସରରେ ଗୁରୁତ୍ଵ ପୂର୍ଣ ଭୂମିକାରେ ଅଭିନୟ କରିଛନ୍ତି । ଏହି ଫିଲ୍ମର ଗରମି ସଙ୍ଗ ରିଲିଜ ହେବା ପୂର୍ବରୁ ଧମାକା କରିଥିଲା ।

 

View this post on Instagram

 

16 MILLION ????????????????????

A post shared by Nora Fatehi (@norafatehi) on

ଏହାଛଡା ତାଙ୍କର ଆହୁରି ଗୋଟେ ଭିଡିଓ ଭାଇରାଲ ହୋଇଥିଲା । ସେ ତାଙ୍କ ମେକଅପ ଆର୍ଟିସ୍ଟ ସହିତ ଡ୍ୟାନ୍ସ କରିବାର ନଜର ଆସୁଛନ୍ତି । ଏତିରେ ନୋରା ଧଳା ରଙ୍ଗର ଡ୍ରେସ ପିନ୍ଧିଛନ୍ତି ଓ ଏଥିରେ ସେ ବହୁତ ସୁନ୍ଦର ଲାଗୁଛନ୍ତି । ଏଥିରେ ସେ ଓ ତାଙ୍କ ମେକଅପ ଆର୍ଟିସ୍ଟଙ୍କ ଡ୍ୟାନ୍ସ ସ୍ଟେପ ବହୁତ ଆକର୍ଷଣୀୟ ରହିଛି । ଦୁଇଜଣ ମସ୍ତିରେ ଡ୍ୟାନ୍ସ କରୁଛନ୍ତି ଓ ନୋରା ମେକଅପ କରୁଥିବାର ନଜର ଆସୁଛନ୍ତି ।

Image Courtesy: Google

ଏହାଛଡା ଆଉ ଗୋଟିଏ ଭିଡିଓ ବହୁତ ଭାଇରାଲ ହେଉଛି । ସୋନି ଟିଭିର ସୋ ବେଷ୍ଟ ଡ୍ୟାନ୍ସର ସୂଟିଙ୍ଗ  ପୁଣି ଆରମ୍ଭ ହୋଇଯାଇଛି । ଏଥିରେ ଅଭିନେତ୍ରୀ ଓ ପ୍ରସିଦ୍ଧ ବେଲି ଡ୍ୟାନ୍ସର  ନୋରା ଫତେଇ ମଲାଇକ ସୋରେ ପହଞ୍ଚି ଦୁଇଜଣ ଷ୍ଟେଜରେ ବହୁତ ଧମାଲ କରିଛନ୍ତି ।

Image Courtesy: Google

ନୋରା ମଲାଇକା ସହିତ ଡ୍ୟାନ୍ସ କରିଥିବା ଭିଡିଓ ପୋଷ୍ଟ କରିଥିଲେ । ଏହି ଭିଡିଓରେ ନୋରା ଓ ମଲାଇକା ଏହି ଗୀତାରେ ଧମାକା ଦାର ଡ୍ୟାନ୍ସ କରୁଥିବାର ନଜର ଆସିଛନ୍ତି । ମୁନି ସଙ୍ଗ ପରେ ଦୁଇ ଜଣ ମିଶି ଗରମି ଗୀତରେ ମଧ୍ୟ ବହୁତ ସୁନ୍ଦର ଡ୍ୟାନ୍ସ କରିଥିଲେ ।

ନୋରା ଓ ମଲାଇକା ଡ୍ୟାନ୍ସରେ ଫ୍ୟାନ ମାନେ ମଧ୍ୟ ବହୁତ ସୁନ୍ଦର କମେଣ୍ଟ ଦେଇଛନ୍ତି । ନୋରା ଏହି ମଲ୍ଟି କଲର ଡ୍ରେସରେ ବହୁତ ସୁନ୍ଦର ଲାଗୁଥିଲେ । ଏଥିରେ ନୋରା ଓ ଟେରେନସ ଙ୍କ ଭିଡିଓ ମଧ୍ୟ ବହୁତ ଭାଇରାଲ ହେଉଛି । ଏଠାରେ ନୋରା ଓ ଟେରେନ୍ସ ରୋମାଣ୍ଟିକ ଡ୍ୟାନ୍ସ କରୁଥିବାର ଦେଖାଯାଇଛନ୍ତି । ଆଗକୁ ଆମ ସହ ରହିବା ପାଇଁ ଆମ ପେଜକୁ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *