ବନ୍ଧୁଗଣ ଆପଣ ମାନେ ଜାଣିଥିବେ ପୋଷ୍ଟ ଅଫିସରେ ଲୋକ ମାନେ ଟଙ୍କା ଜମା କରିତହାନ୍ତି ଯାହା ଦ୍ଵାରା ତାଙ୍କର ଟଙ୍କା ସଞ୍ଚୟ ହୋଇପାରେ । କିନ୍ତୁ ପୋଷ୍ଟ ଅଫିସରେ ଏମିତି କିଛି ସ୍କିମ ରହିଛି ଯାହା କିଛି ଲୋକ ମାନେ ଜାଣି ନ ଥାନ୍ତି । ଏମିତି ଏକ ସ୍କିମରେ ଟଙ୍କା ଜମା କରିଲେ କେତେ ବର୍ଷ ପରେ ଆପଣଙ୍କ ଟଙ୍କା ଦୁଇ ଗୁନା ହୋଇଥାଏ । ତେବେ ଆସନ୍ତୁ ଜାଣିବା ପୋଷ୍ଟ ଅଫିସର ଏହି ନୂତନ ଯୋଜନା ବିଷୟରେ । ପୋଷ୍ଟ ଅଫିସର କିଶାନ ବିକାଶ ଅଫିସ ବିଷୟରେ ଅଳ୍ପ ଲୋକ ମାନେ ଜାଣିଥାନ୍ତି ।
ଭାରତ ସରକାରଙ୍କ ୱାନ ଟାଇମ ସ୍କିମ ହେଉଛି କିଶାନ ବିକାଶ ପାତ୍ର ଯୋଜନା ଯେଉଁଥିରେ ଆପଣଙ୍କ ଟଙ୍କା ଏକ ନିର୍ଧାରିତ ସମୟ ମଧ୍ୟରେ ଦୁଇ ଗୁଣା ହୋଇଥାଏ । ଦେଶର ସବୁ ଡାକଘରେ କିଶାନ ବିକାଶ ଯୋଜନା ଥିବା ବେଳେ ଯାହାର ମେଛୁରୀତି ପିରିଅଡ ରହିଛି ୧୨୪ ମାସ ବା ୧୦ ବର୍ଷ ୪ମାସ । ଏଥିରେ ବର୍ତ୍ତମାନ ନିମ୍ନତମ ନିବେଶ ୧୦୦୦ ଟଙ୍କା ରହିଛି । କିନ୍ତୁ ଅଧିକତମ ନିବେଶର କୌଣସି ଲିମିଟ ନାହି । ବିଷେୟା କରି କୃଷକ ମାନଙ୍କ ପାଇଁ ପ୍ରଥମତ ଏହି ଯୋଜନାଟି ହୋଇ ଥିବାରୁ ଏହାର ନାମ ରହିଥିଲା କିଶାନ ବିକାଶ ପାତ୍ର ।
କିନ୍ତୁ ପରବର୍ତ୍ତୀ ସମୟରେ ଦେଶର ଯେ କୌଣସି କିଶାନ ବିକାଶ ପତ୍ରରେ ନିବେଶ କରି ଏହାର ଲାଭ ଉଠାଇବାକୁ ସକ୍ଷମ ହୋଇ ପାରିଛନ୍ତି । ଲମ୍ବା ଅବଧି ପାଇଁ ନିଜର ଟଙ୍କାକୁ ସୁରକ୍ଷିତ ଭାବେ ଜମା କରିବା ପାଇଁ କିସନା ବିକାଶ ପତ୍ର ହେଉଛି ସର୍ବୋତ୍ତମ ଯୋଜନା । ଏହା ଏକ ଏମିତି ଯୋଜନା ଯେଉଁଥିରେ ପ୍ରଥମ ୩ମାସ ପାଇଁ ସୁଧା ୬.୯% ଧାର୍ଯ୍ୟ କରା ଯାଇଛି । ଏଠାରେ ଆପଣଙ୍କର ନିବେଶ ମାତ୍ର ୧୨୪ ମାସରେ ଦୁଇ ଗୁଣା ହୋଇଥାଏ ।
ଯଦି ଆପଣ ଏକା ଥରକେ ୫ଲକ୍ଷ ଟଙ୍କା ନିବେଶ କରନ୍ତି ତେବେ ନିର୍ଧାରିତ ସମୟ ପୁରା ହେବା ପରେ ଆପଣ ୧୦ଲକ୍ଷ ଟଙ୍କା ପାଇ ପାରିବେ । ଏହି ଯୋଜନାରେ ସର୍ବନିମ୍ନ ନିବେଶ ୧୦୦୦ଟଙ୍କା ହୋଇ ପାରିବ । ଏହା ପରେ ଜମା ରାଶି ମୁତାବକ ଅପାନଙ୍କୁ ପ୍ରଥମେ ୧୦୦୦, ପରେ ୨୦୦୦ ଓ ୫୦୦୦ ଟଙ୍କାର ସାର୍ଟିଫିକେଟ ପ୍ରଦନା କରା ଯାଇଥାଏ । ଏଥିରେ ଆପଣଙ୍କ ଜମାରାଶି ସୁରକ୍ଷିତ ରହିବା ସହ ସରାକରଙ୍କ ଗ୍ୟାରେଣ୍ଟି ମଧ୍ୟର ସୁବିଧା ରହିଛି ।
ଏହି ଯୋଜନାରେ ଜଣେ ବ୍ୟକ୍ତିଙ୍କ ବ୍ଯତୀତ ୩ଜଣ ବ୍ୟକ୍ତି ଜଏଣ୍ଟ ଆକାଉଣ୍ଟ ଭାବେ କିଣି ପାରିବେ । ଏହା ସହ ନାବାଳିକା ଓ ମାନସିକ ବିକାରଗ୍ରସ୍ତଙ୍କ ପାଇଁ ଅଭିଭାବକ ଏହାକୁ କିଣି ପାରିବେ । ପୋଷ୍ଟ ଅଫିସର ଏହି ସ୍କିମ ଆପଣଙ୍କର ଟଙ୍କାକୁ ଦୁଇ ଗୁଣା କରିବା ସହ ଟଙ୍କା ସୁରକ୍ଷିତ ମଧ୍ୟ ରହି ପାରିବ ।
ବନ୍ଧୁଗଣ ଏହି ଘଟଣା କୁ ନେଇ ଆପଣ ମାନଙ୍କର ମତାମତ କଣ ରହିଛି ଆମକୁ କମେଣ୍ଟ ଜରିଆରେ ଜଣାଇବେ । ଆପଣ ମାନଙ୍କୁ ଆମ ପୋଷ୍ଟ ଭଲ ଲାଗିଥିଲେ ଅନ୍ୟ ସହ ସେୟାର କରି ଆମ ସହ ଆଗକୁ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ ।