ନମସ୍କାର ବନ୍ଧୁଗଣ । ସୋସିଆଲ ମିଡିଆରେ ପ୍ରକୃତି-ବାବୁସାନ-ତୃପ୍ତି ଙ୍କୁ ଯେଉଁ ବିବାଦ ଲାଗି ରହିଛି ସାରା ଓଡିଶାରେ ଏହାକୁ ନେଇ ଚର୍ଚ୍ଚା ଜୋର ଧରିଛି । ତେବେ ଏହି ମାମଲାରେ ସମସ୍ତେ ନିଜ ନିଜର ମତ ରଖିଛନ୍ତି । ବର୍ତ୍ତମାନ ସମୟରେ କମେଡି କରି ଲୋକଙ୍କୁ ହସାଉଥିବା କାଳିଆ ଷଣ୍ଢ ନିଜର ମତ ଦେଇ କହିଛନ୍ତି ଯେ ପ୍ରକୃତି ମିଶ୍ରଙ୍କିଆର ସବୁ ଭୁଲ । କଣ ଆଉ କହିବି ପ୍ରକୃତିଙ୍କ ବିଷୟରେ କହିଲେ କୁଳ କୁଟୁମ୍ବକୁ ଲାଜ ନ କହିଲେ କୁଳ ଭାସିଯିବ । ସେ ବାବୁସାନଙ୍କର ଭଉତ ବଡ ଫ୍ୟାନ ଅଟନ୍ତି ।
ବାବୁ ଭାଇଙ୍କୁ ସେ ବହୁତ ପସନ୍ଦ କରନ୍ତି ଆଉ ସେ ଭୁଲ ମଧ୍ୟ କରିଛନ୍ତି ଯାହାକୁ ନେଇ ଏତେ ବଡ ଇସୁ କରିବା ଦରକାର ନାହି ବୋଲି କାଳିଆ ଷଣ୍ଢ ମତ ଦେଇଛନ୍ତି । ଆଗକୁ ସେ କହୁଛନ୍ତି ସବୁ ଭୁଲ ହେଉଛି ପ୍ରକୃତି ମିଶ୍ରଙ୍କର । ଓଡିଶାରେ ପ୍ରକୃତିଙ୍କର ଜାଗା କଣ କାହିଁ ସେ ତ ଆଗରୁ ଓଡିଶା ପାଇଁ କିଛି ଫିଲ୍ମ କରି ନାହାନ୍ତି । ବରଂ ବାବୁ ଭାଇଙ୍କ ଜରିଆରେ ପ୍ରେମମ ଫିଲ୍ମ କରିଛନ୍ତି । ଇଂଷ୍ଟାଗ୍ରାମରେ ଛୋଟ ଛୋଟ ଡ୍ରେସ ପିନ୍ଧି ଭିଡିଓ ଛାଡିବା କାମ ହେଉଛି ପ୍ରକୃତିଙ୍କର । କିନ୍ତୁ ଓଡିଶାର କଳା ସଂସ୍କୃତି ପ୍ରକୃତିଙ୍କ ପାଖରେ ଜମା ବି ଦେଖାଯାଏ ନାହି ।
କିନ୍ତୁ ପ୍ରକୃତିଙ୍କୁ ଯେବେ ଯିଏ ଯାହା କହେ ତାର ପ୍ରତିବାଦ କରନ୍ତି ସେ । ଓଡିଶାର କଳା ସଂସ୍କୃତି ବୋଲି କିଛି ଅଛି ଯେମିତି ରାଜସ୍ଥାନରେ ବୋହୁ ଆଉ ଝିଅ ମାନେ ଏବେ ବି ମୁଣ୍ଡରେ ଓଢଣା ଦେଇ ଚାଲୁଛନ୍ତି । ଆମ ଓଡିଶାରେ ଏମିତି ରୀତିନୀତି ରହିଛି । ଯାହା ପ୍ରକୃତିଙ୍କ ପାଖରେ ୧% ଦେଖାଯାଏ ନାହି । କାଳିଆ ଷଣ୍ଢ ଆଗକୁ କହିଛନ୍ତି ଯେ ସେ ଦମନ ଫିଲ୍ମ ଯାହା ବାବୁସାନଙ୍କର ଆଗାମୀ ଫିଲ୍ମ ରହିଛି ତାହାର ଅପେକ୍ଷାରେ ଅଛନ୍ତି । ସେ ଏହି ଫିଲ୍ମର ଷ୍ଟାଟସ ଆଉ ଷ୍ଟୋରୀ ମଧ୍ୟ ଦେଇଥାନ୍ତି । ବାବୁ ଭାଇ ଙ୍କ ବିନା ଓଡିଆ ଇଣ୍ଡଷ୍ଟ୍ରି କିଛି ବି ନୁହେଁ ।
ତାଙ୍କ ଆଗରୁ ଉତ୍ତମ ମହାନ୍ତି, ବିଜୟ ମହାନ୍ତି, ମିହିର ଦାସଙ୍କ ଭଳି ବରିଷ୍ଠ କଳାକାର ଥିଲେ । ବାବୁ ଭାଇ ଙ୍କୁ ଅନୁରୋଧ କରି କହିଛନ୍ତି ସେ ବହୁତ ଜଲ୍ଦି ମଇଦାନ କୁ ଆସନ୍ତୁ ଆଉ ଯାହା ବି ଇସୁ କ୍ରୀଏଟ ହୋଇଛି ତାହା ବହୁତ ଜଲ୍ଦି ସମାଧାନ ହେଉ ବୋଲି ଭଗବାନଙ୍କ ନିକଟରେ ପ୍ରାର୍ଥନା କରୁଅଛନ୍ତି । ପ୍ରଭୁ ଜଗନ୍ନାଥ କରନ୍ତୁ ବାବୁ ଭାଇଙ୍କର ସବୁ ବିବାଦ ଶେଷ ହେଉ । ପୁଣି ସେ ମଇଦାନକୁ ଆସି ଖେଳ କରନ୍ତୁ ଯେମିତି ସେମାନେ ହଲ ଆଗରେ ଠିଆ ହୋଇ ରୋଳା କରିବେ ଯେମିତି ପୂର୍ବ ଭଳି କରୁଥିଲେ ।
ସେମିତି କିଛି ନାହି ଯେମିତି ସମୁଦ୍ରରେ ଢେଉ ଆସେ ପୁଣି ପଳାଇ ଯାଏ ସେମିତି ଆସିଛି ଫେରିକି ଯିବ । ଆମର ରାଜା ସବୁବେଳେ ରାଜା ରାଜ୍ୟ ଛୋଟ ହୋଇପାରେ କିନ୍ତୁ ରାଜ୍ୟର ରାଜା ବଡ ସବୁବେଳେ ମୁଁ ବାବୁ ଭାଇଙ୍କୁ ମୁଣ୍ଡରେ ବସାଇଥିବୀ ବୋଲି କାଳିଆ ଷଣ୍ଢ କହିଛନ୍ତି । ବନ୍ଧୁଗଣ ଆପଣଙ୍କର କାଳିଆ ଷଣ୍ଢ ଦେଇଥିବା ମନ୍ତବ୍ୟ ଉପରେ ମତାମତ ଆମକୁ କମେଣ୍ଟ ଜରିଆରେ ଜଣାଇବେ ।