Prakruti Mishraଙ୍କୁ କଡା ଜବାବ ଦେବାକୁ ନିଜ ବୋହୁ ପାଇଁ 1 ନମ୍ବର ଓକିଲ ଖୋଜୁଛନ୍ତି Aparajita…. ଦେଖନ୍ତୁ Video

ନମସ୍କାର ବନ୍ଧୁଗଣ । ଆପଣ ମାନେ ଜାଣିଥିବେ ଗତ କିଛି ଦିନ ତଳେ ବାବୁସାନ-ପ୍ରକୃତି-ତୃପ୍ତି ଙ୍କୁ ନେଇ ବିବାଦ ଲାଗି ରହିଥିଲା । ଯାହା ନ ଥମୁଣୁ ପ୍ରକୃତି ଏବେ ନୂଆ ଉପାୟ ଆପଣେଇଛନ୍ତି ତୃପ୍ତିଙ୍କ ଠାରୁ ପ୍ରତିଶୋଧ ନେବା ପାଇଁ । ତେବେ ପ୍ରକୃତି ମାନହାନୀର କେସ ଦାୟର କରିଛନ୍ତି ତୃପ୍ତି ଓ ତାଙ୍କ ବାପାଙ୍କ ବିରୁଦ୍ଧରେ । ପ୍ରକୃତି ମିଶ୍ର ଙ୍କୁ ଚେକ ମେଟ ଦେବା ପାଇଁ ତୃପ୍ତି ଶତପଥି ଖୋଜୁଛନ୍ତି ଟପ ଲୟର ଆଉ ଏଥିପାଇଁ ତାଙ୍କର ସାଥ ଦେବା ପାଇଁ ଆଗେଇ ଆସିଛନ୍ତି ତାଙ୍କ ଶାଶୁ ଅପରାଜିତା ମହାନ୍ତି । ପ୍ରକୃତି କରିଥିବା ମାନ ହାନି କେସ ର ସଠିକ ଜବାବ କିଭଳି ଦିଆଯିବ ସେଥିପାଇଁ ସେ ଓକିଲ ପରାମର୍ଶ ନେଉଛନ୍ତି ।

ବହୁତ ଜଲ୍ଦି ତୃପ୍ତି ଙ୍କ ଓକିଲ ସାମନା କୁ ଆସିବେ ବୋଲି ସୂଚନା ରହିଛି । ଏମିତି କି ପ୍ରକୃତି ଙ୍କୁ କିଭଳି ଠିକ ଜବାବ ଦିଆଯିବା ତୃପ୍ତି ନିଜର କଥା ରଖିବେ । କିନ୍ତୁ ସୂଚନା ଅନୁଯାୟୀ ତୃପ୍ତି ଏବେ ଆଉ ପ୍ରକୃତିଙ୍କୁ ଛାଡିବେ ନାହି । ଯଦି ପ୍ରକୃତି ନିଜର ଗୁଣ ରୁ ନ ଓହରିବେ କି ନିଜର ପ୍ରକୁର୍ତି ନ ଛାଡନ୍ତି ତେବେ ତୃପ୍ତି ତାଙ୍କୁ ସେହି ଭାଷାରେ ବୁଝାଇବେ ଯେଉଁ ଭାଷାରେ ବୁଝୁଛନ୍ତି ପ୍ରକୃତି ।

ପ୍ରକୃତିଙ୍କୁ ସବୁ କିଛି ଭୁଲି ଯାଇ ନିଜ ପରିବାରକୁ ଫେରିବାକୁ ଅନେକ ସୁଯୋଗ ଦେଇଛନ୍ତି ତୃପ୍ତି କିନ୍ତୁ ପ୍ରକୃତି ବାରମ୍ବାର ନିଜର ଖରାପ ଗୁଣ ପାଇଁ ଏମିତି କିଛି କାଣ୍ଡ ଘଟାଉଛନ୍ତି ଯାହା ନିନ୍ଦନୀୟ ଅଟେ । ତେବେ ଅପରାଜିତା ମହାନ୍ତି କହିଥିଲେ ସେ ଯେବେ ପ୍ରକୃତି ଙ୍କୁ ବୁଝାଇବାକୁ ଯାଇଥିଲେ ସେହି ସମୟରେ ମନ୍ମଥ ମିଶ୍ର ଙ୍କ ତରଫରୁ ତାଙ୍କୁ ଗାଳି ଗୁଲଜ ଦିଆ ଯାଇଥିଲା ଆଉ ଅଭିଶାପ ମଧ୍ୟ ଦିଆ ଯାଇଥିଲା ।

ଯଦୁ ବଂଶ ପରି ତାଙ୍କ ଧୂବଂଶ ଲୋପ ହୋଇଯିବ । ଯଦି ପ୍ରକୃତି ତାଙ୍କ ବାପା କହିଥିବା କଥାକୁ ସତ୍ୟ ପ୍ରମାଣିତ କରିବାକୁ ଚେଷ୍ଟା କରୁକହନ୍ତି ତେବେ ଆଇନର ସାହାରା ନେବେ ଅପରାଜିତା ନିଜ ବୋହୂ ପାଇଁ । ଆଉ ସେଥିପାଇଁ ତାଙ୍କୁ ଖୋଜି ଦେବେ ଟପ ଲୟର ଅପରାଜିତା । ପୂର୍ବରୁ ବାବୁସାନଙ୍କର ମଧ୍ୟ ଲୟର ରହିଛନ୍ତି ଯଦିଓ ଏ ନେଇ କେହି କିଛି କଥା କହି ନାହାନ୍ତି ।

କିନ୍ତୁ ନିକଟସ୍ଥ ସୂତ୍ର ରୁ ସୂଚନା ରହିଛି ବାବୁସାନ ନିଜ ପାଇଁ ଏବେ ଟପ ଲୟର ଖୋଜୁଛନ୍ତି । ଯିଏ କି ପ୍ରକୃତିଙ୍କ ଷଡଯନ୍ତ୍ର କୁ କିଭଳି ଖଣ୍ଡନ କରି ହେବ । ଆଉ ଏହା ସହ ପ୍ରକୃତିଙ୍କୁ ଗୋଟିଏ ମୁହଁ ତୋଡ ଜବାବ ଦେବେ ତୃପ୍ତି ଯେଉଁଠି ପାଇଁ ସେ ପୁରା ଚୁପ ହୋଇଯିବେ ।

ଦେଖିବାକୁ ବାକି ରହିଲା ଏବେ ଲୟର କୁ ନେଇ କଣ ଖୁଲାସା କରୁଛନ୍ତି ଅପରାଜିତା ଓ ତାଙ୍କ ପରିବାର ତା ସହ ତୃପ୍ତି ଏ ସବୁ ମାମଲାକୁ କେତେ ନରମାଳ ଭାବେ ଡିଲ କରୁଛନ୍ତି । କାରଣ ତୃପ୍ତିଙ୍କ ପାଖରେ ରହିଛି ସବୁ ଘଟଣାର ପ୍ରମାଣ । ବନ୍ଧୁଗଣ ଆପଣ ମାନଙ୍କର ଅପରାଜିତା ନିଜ ବୋହୂ ପାଇଁ ଯେଉଁ ପଦକ୍ଷେପ ନେଇଛନ୍ତି ମତାମତ ଆମକୁ କମେଣ୍ଟ ଜରିଆରେ ଜଣାଇବେ । ଆମ ସହ ଆଗକୁ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *